ସହଯୋଗରୁ ସଦ୍ଭାବ
ରବୀନ୍ଦ୍ର ନାରାୟଣ ମିଶ୍ର
ପାରସ୍ପରିକ ସହଯୋଗ ମନାନ୍ତର ଦୂର କରିବାରେ ସହାୟକ ହୋଇଥାଏ ଓ ସଦ୍ଭାବର ସ୍ଥାୟିତ୍ୱ ଦୀର୍ଘସ୍ଥାୟୀ ହୋଇଥାଏ।
ବେଳେବେଳେ ଆମମାନଙ୍କ ଭିତରେ ମନାନ୍ତର ବା ମନୋମାଳିନ୍ୟ ଦେଖାଯାଇଥାଏ। ଏହା ଦୂର କରିବାର ଏକ...
ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତୁ ନିୟମିତ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏକ ନୂଆ ରିପୋର୍ଟରୁ ଏହା ଦାବି କରାଯାଇଛି ଯେ, ଛତୁରେ ଏମିତି କିଛି ଔଷଧିୟ ଗୁଣ ରହିଛି ଯାହା ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ...
ପ୍ରଯୋଜନାରେ ବି ସଫଳତା ପାଇଛନ୍ତି ଓଲିଉଡର ଏହି ତିନି ଟପ୍ ଷ୍ଟାର୍
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଲିଉଡର ତିନି ଟପ୍ ଷ୍ଟାର୍ ଅନୁଭବ, ଅରିନ୍ଦମ ଓ ବାବୁସାନ୍ କେବଳ ଅଭିନୟରେ ନୁହେଁ ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି।
ଓଲିଉଡର ତିନି ଜଣ ଟପ୍ ହିରୋ...
‘ମଥୁରା ବିଜୟ’ ଫିଲ୍ମ ସୁଟିଂ ସମୟର କିଛି ଅଭୁଲା କଥା ଜାଣନ୍ତି କି?
ଓଡ଼ିଆଲାଇଭ୍ ବ୍ୟୁରୋ
‘ଅମଡାବାଟ’, ‘ଅଦିନ ମେଘ’ ଓ ‘ମାଟିର ମଣିଷ’ ପରେ ସୁବିଖ୍ୟାତ ପ୍ରଯୋଜକ ବାବୁଲାଲ୍ ଯୋଶୀ ନିର୍ମାଣ କରିଥିଲେ ତାଙ୍କର ପ୍ରଥମ ପୌରାଣିକ ଚଳଚ୍ଚିତ୍ର ‘ମଥୁରା ବିଜୟ’। ଛାୟାବାଣୀ ପ୍ରତିଷ୍ଠାନ ବ୍ୟାନରରେ...
‘ସମ୍ବେଦନଶୀଳ ମନୋଭାବ’ – ଦକ୍ଷତା ବିକାଶର ଏକ ବଡ଼ ଅନୁଭବ
ଡକ୍ଟର ହରପ୍ରସନ୍ନ ଦାସ
(ତୃତୀୟ ଭାଗ)
ଆମ ଜୀବନରେ ଅନ୍ୟମାନଙ୍କ ସହିତ ସୁଖ, ଶାନ୍ତି ଓ ସଫଳ ଭାବେ ରହିବାକୁ ହେଲେ ସମ୍ବେଦନଶୀଳ ମନୋଭାବ ହିଁ ଏକ ଶକ୍ତିଶାଳୀ ଦକ୍ଷତା। ତେଣୁ ସମ୍ବେଦନଶୀଳ ମନୋଭାବକୁ ସଜାଗ...
ସାଲେପୁର ଦୁଷ୍କର୍ମ ପୀଡ଼ିତାଙ୍କ ଗାଁ: ଗାଡ଼ି, ନେତାଙ୍କ ଧାଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଲେପୁର ଦୁଷ୍କର୍ମ ପୀଡ଼ିତା ଆଖି ବୁଜିବା ପରେ ତାଙ୍କ ଗାଁକୁ ସବୁ ଦଳର ନେତାଙ୍କ ଧାଡ଼ି ଲମ୍ବିଛି।
୮ ଦିନର ସଂଘର୍ଷ ପରେ କଟକ ବଡ଼ ମେଡିକାଲରେ ଶେଷରେ ଆଖି ବୁଜିଛନ୍ତି ସାଲେପୁରର...
ଆଖିବୁଜିଲେ ସାଲେପୁର ପୀଡ଼ିତା: କାନ୍ଦୁଛି ଭଉଣୀ, ଝୁରୁଛି ମା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାଁରେ ଖେଳି ଯାଇଛି ଶୋକର ଛାୟା। ଅଧିକାଂଶଙ୍କ ଘରେ ଦୁଇ ଦିନ ହେଲା ଚୁଲି ଜଳୁନି। ସାଲେପୁର ଅଞ୍ଚଳର ଦୁଷ୍କର୍ମ ପୀଡ଼ିତା ଆଖିବୁଜିବା ପରେ ପୂରା ଗାଁ ସ୍ତବ୍ଧ ପାଲଟିଯାଇଛି।
ଗାଁରେ ଶୋକାକୂଳ...
୨୦୧୭ରେ ଶିଶୁକନ୍ୟା ଦୁଷ୍କର୍ମ ସଂଖ୍ୟା ବଢ଼ିଛି: ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିଶୁକନ୍ୟା ଦୁଷ୍କର୍ମକୁ ନେଇ ଓଡ଼ିଶା ଉଠୁଥିବା ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଦେଇଛନ୍ତି ଚାଞ୍ଚଲ୍ୟକର ତଥ୍ୟ। ଏହି ତଥ୍ୟରୁ ଜଣାପଡ଼ିଛି ଯେ ୨୦୧୬ ତୁଳନାରେ ୨୦୧୭ରେ ନାବାଳିକା ଦୁଷ୍କର୍ମ...
ପ୍ରକାଶ ପାଇଲା ଜେଇଇ ମେନ୍ ପରୀକ୍ଷା ଫଳ, ମେ ୨୦ରେ ଜେଇଇ ଆଡଭାନ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ରପ୍ରଦେଶର ସୁରଜ କିଷାନ୍ ଭୋଗି ପ୍ରଥମ
ମେ ପ୍ରଥମ ସପ୍ତାହରୁ ଜେଇଇ ଆଡଭାନ୍ସ ପାଇଁ ରେଜିଷ୍ଟ୍ରେସନ
ମେ ୨୦ରେ ଜେଇଇ ଆଡଭାନ୍ସ ପରୀକ୍ଷା
ମେ ୩୧ରେ ରେଜଲ୍ଟ
ପ୍ରକାଶ ପାଇଛି ଜେଇଇ...
ପାର୍ସଲ ବୋମା ବିସ୍ଫୋରଣ: ରାୟପୁର ଗଲା କ୍ରାଇମବ୍ରାଞ୍ଚ, ଅଟୋ ଚାଳକକୁ ଧରି କରିବ ତନାଘନା
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ପୋଲିସ ପୂରା ପ୍ରକ୍ରିୟା ଆରମ୍ଭ କରିଛି। ପୁଞ୍ଜିଲାଲଙ୍କୁ ଗଡ଼େଇ ତୁଡ଼େଇ ପ୍ରଶ୍ନ...





















