ଚାରିଦିନ ବିତିଲା, ଶ୍ରୀମନ୍ଦିରରେ ମିଳିଲାନି ମହାପ୍ରସାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାପ୍ରସାଦ ନମିଳିବାରୁ ଶ୍ରଦ୍ଧାଳୁ ନିରାଶ
ଚାରି ଦିନ ହେଲା ଲାଗି ରହିଛି ଏହି ଅସୁବିଧା
୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରୁଥିଲେ ସୁଆର-ମହାସୁଆର ନିଯୋଗ ସମିତି
ରାଜି ହେଉ...
ନିଆରା ପରମ୍ପରା: ବାଲେଶ୍ୱରରେ ଆରମ୍ଭ ହେଲା ପଟିଦିଅଁ ଅଙ୍କନ-ପୂଜନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ନିଆରା ପରମ୍ପରା ତଥା ଉତ୍କଳୀୟ ଚିତ୍ରକଳା ଓ ଚିତ୍ରକରଙ୍କର ଅନନ୍ୟ ପର୍ବକୁ ଲୋକାଭିମୁଖି କରିବା ଲକ୍ଷ୍ୟରେ ବାଲେଶ୍ୱରରେ ଆରମ୍ଭ ହୋଇଛି ପଟିଦିଅଁ ଅଙ୍କନ ଓ ପୂଜନ...
ଏହି ୮ଟି କଥା ହୋଇପାରେ କ୍ୟାନସରର କାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ନିଜକୁ ଦୂରେଇ ରଖିବା ପାଇଁ ଏହି ୮ଟି କଥା ଜମା ଭୁଲନ୍ତୁ ନାହିଁ। କାରଣ ଯାହା ଆପଣଙ୍କ ପାଟିକୁ ସୁଆଦ ଲାଗେ ତା’ର ମାତ୍ରା ସାମାନ୍ୟ...
ବୈଜୟନ୍ତଙ୍କ ଘରୁ ନବୀନଙ୍କ ଶିବିରକୁ ତୀର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି-ବୈଜୟନ୍ତ ବିବାଦର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ବୈଜୟନ୍ତଙ୍କ ଘରେ ସାମ୍ବାଦିକ ସମ୍ମିଳନୀ କରି ସାଂସଦଙ୍କର ଜଣେ ସମର୍ଥକ ବିଜେଡି ଶିବିରକୁ ତୀର ମାରିଛନ୍ତି। ବିଜେଡି ଶିବିରକୁ ତୀର ମାରିବା...
ମଦ ପିଇବାର ଲାଳସାକୁ କେମିତି ନିୟନ୍ତ୍ରଣ କରିହେବ?
ଗୀତା ଦାସ
ମଦ ଅଭ୍ୟାସରେ ପଡ଼ିଲେ ଶେଷରେ ଲାଳସାରେ ପରିଣତ ହୋଇଯାଏ। କେମିତି ଏହାକୁ ନିୟନ୍ତ୍ରଣ କରିହେବ?
ପୂର୍ବରୁ ଆମେ ଜାଣୁ ଯେ ମଦ୍ୟପାୟୀର ମଦ ପିଇବା ଲାଳସାର ପ୍ରଧାନ କାରଣ ହେଲା ଶାରୀରିକ। ରକ୍ତରେ...
ସୁସ୍ଥ ହେବାପରେ ସୋସିଆଲ ମିଡିଆରେ ଅନୁଭବଙ୍କ ଜବରଦସ୍ତ ଏଣ୍ଟ୍ରି: ଫ୍ୟାନଙ୍କୁ କହିଲେ ଧନ୍ୟବାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଲିଉଡର ସୁପରଷ୍ଟାର୍ ଅନୁଭବ ମହାନ୍ତି ଫ୍ୟାନ୍ମାନଙ୍କ ପାଇଁ ଖୁସି ଖବର। ଓଲିଉଡ ଭାଇଜାନ ସୁସ୍ଥ ହୋଇ ପୁଣି ସୁଟିଂ ଆରମ୍ଭ କରିଛନ୍ତି।
ନିକଟରେ ଫିଲ୍ମ ସୁଟିଂବେଳେ ଆହତ ହୋଇପଡ଼ିଥିଲେ ଓଲିଉଡ ଷ୍ଟାର୍ ଅନୁଭବ...
ବୈଜୟନ୍ତ ସମର୍ଥକଙ୍କ ପ୍ରେସମିଟ୍: କହିଲେ, “ସାଂସଦଙ୍କ ବିରୋଧରେ ଚାଲିଛି ଷଡ଼ଯନ୍ତ୍ର”
ଓଡ଼ିଶାଲାଇଭ୍ ବ୍ୟୁରୋ
ବଢ଼ୁଛି ବୈଜୟନ୍ତ-ବିଜେଡି ବିବାଦ। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଶିବିରକୁ ବିଜେଡି ନେତା ଟାର୍ଗେଟ୍ କରିବା ପରେ ଆଜି ବୈଜୟନ୍ତଙ୍କ ସମର୍ଥକ ବିଜେଡି ଶିବିରକୁ ତୀର ମାରିଛନ୍ତି। ଭୁବନେଶ୍ୱରସ୍ଥିତ ସାଂସଦଙ୍କ ବାସଭବନରେ...
ବଲିଉଡରେ ଦୁଇ ଭଉଣୀଙ୍କ କ୍ରେଜ୍ କେତେ ଜାଣନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡରେ ଏମିତି କିଛି ନାୟିକା ଅଛନ୍ତି, ଯେଉଁମାନେ ସମ୍ପର୍କରେ ଦୁଇ ଭଉଣୀ। ବଲିଉଡରେ ଅନେକ ସମୟରେ ଚର୍ଚ୍ଚାକୁ ଆସିଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ଖୁବ୍ ସଫଳତା ସାଉଁଟିଛନ୍ତି ତ ପୁଣି କାହାରିକୁ...
ସାଧୁଙ୍କ ଚକ୍ଷୁରେ ନକ୍ସଲ
ରବୀନ୍ଦ୍ର ନାରାୟଣ ମିଶ୍ର
ନକ୍ସଲପନ୍ଥୀ ଜଣକ ମୋଠାରୁ ଜାଣିବାକୁ ଚାହୁଁଥିଲେ ତାଙ୍କ ପ୍ରଚେଷ୍ଟା ସଫଳ ହେବ ତ? ଦେଶରୁ ଅନ୍ୟାୟ ଦୂର ହୋଇଯିବ ତ? ସାମାଜିକ ଜୀବନରେ ବୈଷମ୍ୟର ଅନ୍ତ ଘଟିବ ତ? ମୁଁ...
ଶ୍ରୀରାମଚନ୍ଦ୍ର ଦାଶ ଥିଲେ ଜଣେ ଅନନ୍ୟ ସାଧାରଣ ବକ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀରାମଚନ୍ଦ୍ର ଦାଶଙ୍କୁ ଅବା କିଏ ନ ଜାଣେ? ଓଡ଼ିଶାରେ ଏଭଳି ବହୁତ କମ ବ୍ୟକ୍ତି ଜନ୍ମ ନେଇଛନ୍ତି ଯେଉଁମାନେ ନିଜର ବାକପଟୁତା ପାଇଁ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ନିଜର ପ୍ରତ୍ୟୁତ୍ପନ୍ନମତିତା ପାଇଁ...





















