ନିରଞ୍ଜନଙ୍କ ପାଇଁ ବଡ଼ ଚାଲେଞ୍ଜ: ଦିନ କମ୍, କାମ ବହୁତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଅକ୍ଷୟ ତୃତୀୟାକୁ ସାଧାରଣତଃ କୃଷିକର୍ମ ଆରମ୍ଭର ସମୟ ବୋଲି ଧରାଯାଏ। ସେହି ଦୃଷ୍ଟିରୁ ଅଖିମୁଠି ଅନୁକୂଳ ପରେ ଯାଇ କଂଗ୍ରେସର ଭାଗ୍ୟ ଫିଟିଲା ବୋଲି ଧରିନେବାକୁ ପଡ଼ିବ। ପିସିସି ସଭାପତି...
ଖରାରେ ସିଝୁଛି ଓଡ଼ିଶା, ୪୦ ଡିଗ୍ରୀ ଉପରେ ୧୦ଟି ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
୪୦ ଡିଗ୍ରୀରୁ ତଳକୁ ଖସୁନି ପାରଦ
ସବୁଠୁ ଉତ୍ତପ୍ତ ଟିଟିଲାଗଡ଼
ଖରାରେ ସନ୍ତୁଳି ହେଉଛନ୍ତି ଲୋକେ
୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା
ସତର୍କ ସୂଚନା ଜାରି କଲା ପାଣିପାଗ...
ଉନ୍ମୋଚନ ହେଲା ସ୍କିଲ୍ଡସ ଇନ୍ ଓଡିଶା ଲୋଗୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉନ୍ମୋଚିତ ହୋଇଛି ସ୍କିଲଡ ଇନ୍ ଓଡ଼ିଶା ଲୋଗା ଏବଂ ଭୁବନେଶ୍ଵର ସ୍କିଲ୍ ସିଟି ମ୍ୟାପ୍। ସଚିବାଳୟରେ ଏହାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
“ରାଜ୍ୟ ସରକାରଙ୍କ ସ୍କିଲ୍ଡ ଇନ...
‘ଦି ହାର୍ଟଫୁଲନେସ୍ ୱେ’ ପୁସ୍ତକ ଉନ୍ମୋଚନ କଲେ ନାଲକୋ ଅଧ୍ୟକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରତ୍ନ କମ୍ପାନି ନାଲ୍କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ‘ଦି ହାର୍ଟଫୁଲ୍ନେସ୍ ୱେ’ ପୁସ୍ତକ ଉନ୍ମୋଚିତ କରିଛନ୍ତି। ଭୁବନେଶ୍ୱରସ୍ଥିତ ନାଲ୍କୋ ଭବନ ଅଡିଟୋରିୟମ୍ରେ ଶୁକ୍ରବାର ଦିନ ଆୟୋଜିତ ଏକ ସ୍ୱତନ୍ତ୍ର...
ଏଟିଏମରେ ଟଙ୍କା ନାହିଁ: ଶନିବାର ବିଜେଡି କରିବ ଶାନ୍ତିପୂର୍ଣ୍ଣ ପ୍ରତିବାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଦେଶରେ ଏଟିଏମ୍ ଏବେ ଅଚଳ ହୋଇଯାଇଛି। ଟଙ୍କା ବାହାରୁ ନଥିବାରୁ ଗ୍ରାହକମାନେ ଚିନ୍ତାରେ ପଡ଼ିଛନ୍ତି। ଦେଶରେ ଦେଖାଦେଇଥିବା ଏଭଳି ପରିସ୍ଥିତିକୁ ବିରୋଧ କରି ବିଜେଡି ଶନିବାର ଧାରଣା ଦେବ ବୋଲି...
ଅଭ୍ୟାସ ଅବା ବଦଭ୍ୟାସ
ଡକ୍ଟର ହରପ୍ରସନ୍ନ ଦାସ
“ଏଇଟା ମୋର ଅଭ୍ୟାସ, ମୁଁ ଆଦୌ ଛାଡ଼ି ପାରିବିନି। ମୁଁ ଜାଣିଛି, ଏଇଟା ମୋର ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ। କିନ୍ତୁ ମୁଁ ଛାଡ଼ି ପାରିବିନି। ମୁଁ ଏହା ସହିତ...
ଦୀପକ ମିଶ୍ରଙ୍କ ନାଁରେ ଆସିଲା ମହାଭିଯୋଗ: ଜାଣନ୍ତୁ ପୂର୍ବରୁ କେଉଁ ବିଚାରପତିଙ୍କ ନାଁରେ ଆସିଥିଲା ମହାଭିଯୋଗ?
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ସମେତ କେତେକ ବିରୋଧୀ ଦଳ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି। ପୂର୍ବରୁ ୬ଜଣ ବିଚାରପତିଙ୍କ ନାଁରେ ମଧ୍ୟ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଥିଲା।
ଜଷ୍ଟିସ...
ଓଲିଉଡ ଇଣ୍ଡଷ୍ଟ୍ରିରେ ବବି ମିଶ୍ରଙ୍କ କମବ୍ୟାକ୍
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବବି ମିଶ୍ରଙ୍କ ଏଣ୍ଟ୍ରି ଆଲବମ୍ ଇଣ୍ଡଷ୍ଟ୍ରିରେ ଲେଖିଥିଲା ଏକ ନୂଆ ଅଧ୍ୟାୟ। କେତୋଟି ଆଲବମରେ ହିରୋ ହେବା ପରେ ବବି ବନିଯାଇଥିଲେ ଆଲବମ୍ ଦୁନିଆର ବାଦଶାହା।
ଓଲିଉଡରେ ଏମିତି କିଛି କଳାକାର...
୧୭ ବର୍ଷରେ ୬ ପିସିସି ସଭାପତି: କେବେ ସୁଧୁରିବ ଓଡ଼ିଶା କଂଗ୍ରେସର ଭାଗ୍ୟ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କଂଗ୍ରେସକୁ ସଜାଡ଼ିବା ପାଇଁ ହାଇକମାଣ୍ଡ ୧୭ ବର୍ଷ ଭିତରେ ୬ ଥର ପିସିସି ସଭାପତି ବଦଳାଇ ସାରିଲେଣି। ହେଲେ କଂଗ୍ରେସ ସଙ୍ଗଠନ ସୁଧୁରିବା ବଦଳରେ ଭୁଶୁଡ଼ି ପଡ଼ୁଛି। ୨୦୧୯ ପୂର୍ବରୁ...
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଲେ ବିରୋଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ସମେତ କେତେକ ବିରୋଧୀ ଦଳ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ରାଜ୍ୟସଭାରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି।
ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ସମ୍ପର୍କିତ ରାୟକୁ ନେଇ ଛନ୍ଦି ହୋଇପଡ଼ିଛନ୍ତି ସୁପ୍ରିମକୋର୍ଟର ପ୍ରଧାନବିଚାରପତି...





















