ବ୍ୟାଡମିଣ୍ଟନରେ ବି କମାଲ୍: ସ୍ୱର୍ଣ୍ଣ ଜିତିଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଦଳର ଜୟଯାତ୍ରା ଜାରି ରହିଛି। ଟେବୁଲ ଟେନିସ ପରେ ଏବେ ବ୍ୟାଡମିଣ୍ଟନ ଦଳ କମାଲ ଖେଳ ପ୍ରଦର୍ଶନ କରି ସ୍ଵର୍ଣ୍ଣ ପଦକ ହାତେଇଛି।
ଅଷ୍ଟ୍ରେଲିଆର ଗୋଲକୋଷ୍ଟରେ ଚାଲିଥିବା...
‘ଆଉ କେବେ ୟା ଭିତରକୁ ଆସିବୁନି’
ରବୀନ୍ଦ୍ର ନାରାୟଣ ମିଶ୍ର
“ଏଠାକୁ ପିଲାଗୁଡ଼ା ସେବା କରିବାକୁ ଆସିଛନ୍ତି। ସେଦିନ ସେମାନେ ଏଇ ବଗିଚାର ଦକ୍ଷିଣ ପାଖରେ ଥିବା ଖଜୁରି ଗଛରୁ ରସ ପିଇବାକୁ ଯାଉଥିଲେ। ମୁଁ ଦେଖିଲି ଗଛତଳେ ଗୋଟିଏ ଭୟଙ୍କର...
ଦଳ ଛାଡ଼ୁଥିବା ନେତାଙ୍କ ଉପରେ ବର୍ଷିଲେ ପ୍ରସାଦ: କହିଲେ, “କଂଗ୍ରେସର ହେବ ନବକଳେବର”
ଓଡ଼ିଶାଲାଇଭ୍ ବ୍ୟୁରୋ
ପିସିସି ସଭାପତି ପ୍ରସାଦ ହରିଚନ୍ଦନ କଂଗ୍ରେସର ନବକଳେବର ଉପରେ ଜୋର୍ ଦେଇଛନ୍ତି। ଦଳ ଛାଡ଼ୁଥିବା ନେତାଙ୍କୁ କଟାକ୍ଷ କରିବା ସହ କଂଗ୍ରେସ ପୁଣି ଉଠିବ ବୋଲି କହିଛନ୍ତି।
ଜଣକ ପରେ ଜଣେ ନେତା...
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଗରେ ନାରୀ: ଜିତିଲେଣି ୫ ସ୍ଵର୍ଣ୍ଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଷ୍ଟ୍ରେଲିଆର ଗୋଲକୋଷ୍ଟରେ ଚାଲିଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଏପର୍ଯ୍ୟନ୍ତ ୮ଟି ସ୍ଵର୍ଣ୍ଣ ପଦକ ମିଳିସାରିଛି। ଏଥିମଧ୍ୟରୁ ୫ଟି ସ୍ଵର୍ଣ୍ଣ ପଦକ ଭାରତୀୟ ମହିଳାଙ୍କ ନାଁରେ ରହିଛି।
ଆସନ୍ତୁ...
ତିନି ବର୍ଷରେ ଜଗା-କାଳିଆ: ଦିଲ୍ଲୀ ଏମ୍ସରେ ପାଳନ ହେଲା ଜନ୍ମଦିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ବର୍ଷରେ ପାଦ ଦେଇଛନ୍ତି କନ୍ଧମାଳ ଜିଲ୍ଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ। ଦିଲ୍ଲୀ ଏମ୍ସର କର୍ମଚାରୀଙ୍କ ସହ ମିଶି ଉଭୟ ଜନ୍ମଦିନ ପାଳିଛନ୍ତି। ନୂଆ ଜୀବନ ପାଇବା ପରେ ଉଭୟ ପ୍ରଥମ ଥର...
ରେଳବିଭାଗର ଦାୟିତ୍ଵହୀନତା: ବିନା ଇଞ୍ଜିନରେ ୧୩ କିମି ଗଡ଼ିଗଲା ଟ୍ରେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=0TrGLcPKgk8]
ଭାରତୀୟ ରେଳ ବିଭାଗର ଖାମ୍ଖିଆଲ ନୀତି ତଥା ଦାୟିତ୍ଵହୀନତା କାର୍ଯ୍ୟ କାହାକୁ ଅଛପା ନାହିଁ। କେତେବେଳେ ଟ୍ରେନ୍ ଦୁର୍ଘଟଣା ହେଲାଣି ତ ଆଉ କେତେବେଳେ ଟ୍ରେନ୍ରେ ଦିଆଯାଉଥିବା ଖାଦ୍ୟରେ ପୋକ...
ଆଜିର ବଡ଼ ଖବର(୯ ଏପ୍ରିଲ୍, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
-ଆଇପିଏଲର ମ୍ୟାଚରେ ସୋମବାର ସନ୍ରାଇଜର୍ସ ହାଇଦ୍ରାବାଦ ୯ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ରାଜସ୍ଥାନ ୧୨୬ ରନ୍ର ବିଜୟ ଲକ୍ଷ୍ୟକୁ ସନ୍ରାଇଜର୍ସ ଗୋଟିଏ ୱିକେଟ ହରାଇ ହାସଲ କରିଥିଲା। ହାଇଦ୍ରାବାଦ...
ଦଳିତଙ୍କ ପାଇଁ ରାହୁଲଙ୍କ ଦିନିକିଆ ଉପବାସ: ବିଜେପି କହିଲା ଏହା ଉପହାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଦଳିତଙ୍କ ବିରୋଧରେ ଅତ୍ୟାଚାର ପ୍ରସଙ୍ଗକୁ ନେଇ ସୋମବାରଦିନ କଂଗ୍ରେସ ଦେଶବ୍ୟାପି ଗୋଟିଏ ଦିନ ପାଇଁ ଉପବାସ ଓ ଧାରଣାରେ ବସିଛି।
୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ର ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ...
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ସୁଟରଙ୍କ ଚମକ: ଜିତୁ ରାୟ ଜିତିଲେ ସ୍ୱର୍ଣ୍ଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟଠାରେ ଚାଲିଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରୋତ୍ତଳନକାରୀଙ୍କ ପରେ ଭାରତୀୟ ସୁଟର ମଧ୍ୟ ଜଲଓ୍ଵା ଦେଖାଇଛନ୍ତି।
ଗୋଲ୍ଡ୍ କୋଷ୍ଟ୍ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଞ୍ଚମ ଦିନ ବେଲ୍ମୋଣ୍ଟ୍...
ବ୍ରାହ୍ମଣ ରାଗିଲେ… କରଣ ରାଗିଲେ…
ରବୀନ୍ଦ୍ର ନାରାୟଣ ମିଶ୍ର
“ବ୍ରାହ୍ମଣ ରାଗିଲେ ଟେକନ୍ତି ପାଣି… କରଣ ରାଗିଲେ ଦେଖାନ୍ତି ଠାଣି… ପାଗଳ ରାଗିଲେ ପକାଏ ଟେକା… ପଠାଣ ରାଗିଲେ ପକାଏ ଡକା।”
କଥାକୁ ମଜେଇ ମଜେଇ କହି ସେଥିରେ ଢଗଢମାଳି ଖଞ୍ଜିଦେଇ...





















