ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ବଲିଉଡ଼ରେ ହିରୋଇନମାନେ ଆଇଟମ୍ ଗର୍ଲ ହେବାକୁ ସହଜରେ ରାଜି ହୋଇଯାଆନ୍ତି। ଐଶ୍ଚର୍ଯ୍ୟା ରାୟ, ଶିଳ୍ପା ସେଟ୍ଟିଙ୍କଠୁ  ଆରମ୍ଭ କରି କାଟ୍ରିନା ଓ କରିନାଙ୍କ ଯାଏଁ ଅଧିକାଂଶ ନାୟିକା ଏହି ଟ୍ରେଣ୍ଡରେ ସାମିଲ୍...

ରତ୍ନଭଣ୍ଡାର ଖୋଲାକୁ ବିରୋଧ, ଆତ୍ମାହୁତି ଧମକ ଦେଲେ ସେବାୟତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ଖବର ଗଣାପଡ଼ିବା ପରେ ଭକ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଛି। ହେଲେ ସେବାୟତମାନେ ଏହାକୁ ବିରୋଧ କରି ଚାଲିଛନ୍ତି। ରତ୍ନଭଣ୍ଡାର ଖୋଲିଲେ ଆତ୍ମହାହୁତି ଦେବେ ବୋଲି ବରିଷ୍ଠ ସେବାୟତ...

ଯାଜପୁର ପୌର ପାଳିକାକୁ ୧୫୦ ବର୍ଷ, ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୫୦ ବର୍ଷ ପୂରଣ କରିଛି ଯାଜପୁର ପୌର ପାଳିକା। ଏହି ଅବସରରେ ବାଳାଶ୍ରମ ପଡ଼ିଆରେ ଶନିବାର ସନ୍ଧ୍ୟାରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ...

ବାଲେଶ୍ୱର ପ୍ରତିଷ୍ଠା ହେବ ସମନ୍ୱିତ ଆୟୁଷ ହସ୍ପିଟାଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର:  ବାଲେଶ୍ୱର ସହରରେ  ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ପ୍ରାଥମିକ ଭାବେ ପ୍ରାୟ ୩୦କୋଟି ଟଙ୍କାର ଖର୍ଚ୍ଚ ଅଟକଳ ଧାର୍ଯ୍ୟ କରିଥିବାରୁ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ...

ବିଶ୍ୱ ଯକ୍ଷ୍ମା ଦିବସ ପାଳିତ: ଯକ୍ଷ୍ମା ରୋଗୀଙ୍କର ହେବ ଅନଲାଇନ୍ ପଞ୍ଜିକରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଯୋଗଦେଇ ଯକ୍ଷ୍ମା ରୋଗକୁ ମୂଳପୋଛ...

ସବୁ ସ୍ତରରେ ଦକ୍ଷତା ବୃଦ୍ଧି ହେବା ଆବଶ୍ୟକ: ସୁବ୍ରତ ବାଗ୍ଚୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ "କୌଣସି ସଂସ୍ଥାର ଦକ୍ଷତା ବୃଦ୍ଧି ପାଇଁ ଅତି କମ୍‍ରେ ଛଅଟି ସ୍ତରକୁ ଗୁରୁତ୍ୱ ଦେବା ଆବଶ୍ୟକ। ସେଗୁଡ଼ିକ ହେଲା ସଂସ୍ଥାର ସଂସ୍ଥାପିତ କ୍ଷେତ୍ର(ଡୋମେନ୍‍), ସାଜସରଞ୍ଜାମ,(ଟୁଲ୍‍), ପ୍ରକ୍ରିୟା ଓ ଶୈଳୀ, ଗୁଣବତ୍ତା, ନୂଆ...

ଆନ୍ଧ୍ର ‘ବାବୁ’ଙ୍କୁ ଅମିତ ଶାହା ଲେଖିଲେ ଚିଠି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଚିଠି ଲେଖିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା। ଟିଡିପି ଏନଡିଏ ମେଣ୍ଟରୁ ଓହରିବାର ୮ ଦିନ ପରେ ଅମିତ...

ପାଟଣାଗଡ଼ ଗଲା କ୍ରାଇମବ୍ରାଞ୍ଚ ଟିମ୍, ପାର୍ସଲ ବୋମା ବିସ୍ଫୋରଣର କରିବ ତଦନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚର ଏସ୍‌ଆଇଟି। ଶୁକ୍ରବାର ରିମାରାଣୀଙ୍କୁ ପଚରା ଉଚରା କରିବା ପରେ ତଦନ୍ତକାରୀ ଟିମ୍ ଶନିବାର ପାଟଣାଗଡ଼ ଯାଇଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା...

ରବିବାର ରାମନବମୀ: ଭଦ୍ରକରେ ବନ୍ଦ ରହିବ ଇଣ୍ଟରନେଟ୍ ସେବା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ ସୋସିଆଲ ମିଡିଆ ଅପବ୍ୟବହାର ଉପରେ ଲାଗିଲା କଟକଣା ସାମ୍ପ୍ରଦାୟିକ ସଦ୍‌ଭାବନା ବଜାୟ ରଖିବା ପାଇଁ ପଦକ୍ଷେପ ପବିତ୍ର ରାମନବମୀ ପାଳନ ପାଇଁ ସାରା ଦେଶ...

ଦଉଡ଼ି ଛିଡ଼ିଲା, ଅଧାରେ ଅଟକିଲା ରୁକୁଣା ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରୁକୁଣା ରଥଯାତ୍ରାରେ ଦେଖିବାକୁ ମିଳିଛି ବିଭ୍ରାଟ। ମହାପ୍ରଭୁ ଲିଙ୍ଗରାଜଙ୍କ ରଥ ମାତ୍ର ୩ ହାତ ଗଡ଼ିବା ପରେ ଛଡ଼ିଯାଇଥିଲା ଦଉଡ଼ି। ଫଳରେ ରଥ ଟଣାକୁ ବନ୍ଦ କରିଛି ପ୍ରଶାସନ। ମହାପ୍ରଭୂ ଲିଙ୍ଗରାଜଙ୍କ ରୁକୁଣା...