୧୦୦କୋଟି ବ୍ୟବସାୟ ଛାଡ଼ି ଜୈନ ଭିକ୍ଷୁ ହେଲେ ମୋକ୍ଷେଷ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୦୦କୋଟି ବ୍ୟବସାୟ ସମ୍ଭାଳୁଥିବା ଯୁବକଙ୍କ ଅଜବ ନିଷ୍ପତ୍ତି। ବିଳାଶପୁର୍ଣ୍ଣ ଜୀବନଶୈଳୀ ଛାଡ଼ି ଜୈନ ଭିକ୍ଷୁ ଦିକ୍ଷା ନେବାକୁ ଯାଉଛନ୍ତି ୨୪ବର୍ଷୀୟ ମୋକ୍ଷେଷ ଶାହା।
ମହାରାଷ୍ଟର କୋହ୍ଲାପୁରର ୨୪ବର୍ଷୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ମୋକ୍ଷେଷ...
ମନ୍ଦିର ଗଲେ ରାହୁଲ ଗାନ୍ଧି: ଉଠୁଛି ପଡ଼ୁଛି କର୍ଣ୍ଣାଟକ ରାଜନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକରେ ଜୋର୍ ଧରିଛି ମନ୍ଦିର ରାଜନୀତି। ବିଧାନସଭା ନିର୍ବାଚନ ପାଇଁ ଫେବ୍ରୁଆରି ମାସରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା କର୍ଣ୍ଣାଟକର ବିଭିନ୍ନ ମନ୍ଦିର ଗସ୍ତ କରିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ...
ଓଡ଼ିଶା-ଝାଡଖଣ୍ଡ ସୀମାରେ ଖସିପଡ଼ିଲା ବାୟୁସେନା ବିମାନ: ପାଇଲଟ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୁରଭଞ୍ଜର ମହୁଲାଡଙ୍ଗରୀ ଗାଁ ପାଖରେ ଖସିପଡ଼ିଲା ବାୟୁ ସେନା ବିମାନ। ଏଥିରେ ଆହତ ହୋଇଛନ୍ତି ଜଣେ ପାଇଲଟ।
ଓଡ଼ିଶା-ଝାଡଖଣ୍ଡ ସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବାୟୁସେନାର ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ ଅନ୍ତର୍ଗତ...
ସଂସଦରେ ହଙ୍ଗାମା: ଅଧିବେଶନ ଆଗୁଆ ଶେଷ କରିବାକୁ ଚାହୁଁଛନ୍ତି ମୋଦି ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଡ଼ୁଆରେ ପଡ଼ିଛନ୍ତି ନରେନ୍ଦ୍ର ମୋଦିଙ୍କ ସରକାର। ବିରୋଧୀ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରୁଛନ୍ତି। ଏହାସହ ଚାରି ବର୍ଷ ପରେ ମୋଦି ସରକାରଙ୍କ ବିପକ୍ଷରେ ଅନାସ୍ଥା ପ୍ରସ୍ତାବ ଆସୁଥିବାରୁ ଏବଂ ଆନ୍ନା...
ସରିଲା ରାଜ୍ୟପାଳଙ୍କ କାର୍ଯ୍ୟକାଳ: ବିହାର ରାଜ୍ୟପାଳଙ୍କୁ ଦିଆଗଲା ଓଡ଼ିଶାର ଅତିରିକ୍ତ ଦାୟିତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ରାଜ୍ୟପାଳ ଏସସି ଜମିରଙ୍କ କାର୍ଯ୍ୟକାଳ ମଙ୍ଗଳବାର ଦିନ ସରୁଛି। ତାଙ୍କ ସ୍ଥାନରେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଅତିରିକ୍ତ ଦାୟିତ୍ଵ ମିଳିଛି।
ସରିଛି ଓଡ଼ିଶାର ରାଜ୍ୟପାଳ ଡକ୍ଟର ଏସସି ଜମିର କାର୍ଯ୍ୟକାଳ।...
ଇରାକରେ ୩୯ଜଣ ଭାରତୀୟଙ୍କୁ ହତ୍ୟା: ପାହାଡ଼ ଖୋଳି ବାହାର କରାଗଲା ଶବ
ଓଡ଼ିଶାଲାଇଭ୍ ବ୍ୟୁରୋ
୩୯ ଭାରତୀୟଙ୍କୁ ହତ୍ୟା କରିଛି ଆଇଏସ୍ଆଇଏସ୍
ଡିଏନଏ ସାମ୍ପଲ୍ ଯାଞ୍ଚ୍ ଦ୍ୱାରା ମିଳିଲା ଶବ ପରିଚୟ
୩୯ରୁ ୩୮ଜଣଙ୍କ ପରିଚୟ ମିଳିଛି
ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ ଇରାକ...
ଶିକ୍ଷକଙ୍କୁ ଧାରଣାରୁ ଜୋର ଜବରଦସ୍ତ ହଟାଇଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
୪ଦଫା ଦାବିରେ ଆନ୍ଦେଳନରେ ବସିଛନ୍ତି ବ୍ଲକଗ୍ରାଣ୍ଟ ଶିକ୍ଷକ
ମାଟ୍ରିକ ଖାତା ମୂଲ୍ୟାୟନକୁ ବର୍ଜନ
ଆନ୍ଦୋଳନରତ ଶିକ୍ଷକଙ୍କ ବିରୋଧରେ କଡ଼ା ପଦକ୍ଷେପ
ଆଜିଠୁ ମାଟ୍ରିକ ଖାତା ମୂଲ୍ୟାଙ୍କନ
ଧାରଣାରତ ୬ହଜାର ବ୍ଲକଗ୍ରାଣ୍ଟ...
ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ। ମେ ମାସ ୫ ତାରିଖ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଏହି ବଜେଟ ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟ ଦିବସ...
କଂଗ୍ରେସ ଲୋପ ହେଲେ ବିଜେଡିକୁ ଫାଇଦା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ପଟେ କଂଗ୍ରେସ ଦଳ ଭିତରେ ଅସନ୍ତୋଷ ଦିନକୁ ଦିନ ଘନୀଭୂତ ହେଉଥିବା ବେଳେ ହାଇକମାଣ୍ଡଙ୍କ ମତିଗତି ଦଳକୁ ଏକ ନିଶ୍ଚିତ ବିଲୁପ୍ତି ଆଡକୁ ଠେଲି ଦେଇଛି ଏଥିରେ ଆଦୌ ସନ୍ଦେହ...
କେଉଁ ପୋଷାକରେ କେଉଁ ଅଳଙ୍କାର ପିନ୍ଧିବା ଆବଶ୍ୟକ? ଆସନ୍ତୁ ଜାଣିବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶାଢ଼ି, ଘାଗରା, ସାଲୱାର ସୁଟ୍, ଜିନ୍ସ, ଆଦି ପୋଷାକରେ ଅଳଙ୍କାରର ଟ୍ରେଣ୍ଡ କିପରି ରହିବ୍ ତା’ଉପରେ ନଜର ପକାଇବା । ଆଜିକାଲି ନାରୀଙ୍କର ଚାହିଦା ମୁତାବକ ଅଳଙ୍କାର ଗୁଡିକର ଷ୍ଟାଇଲ, ଏବଂ...





















