ଓଡ଼ିଶାରେ ନେପାଳ ରାଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପହଞ୍ଚିଲେ ପୂର୍ବତନ ନେପାଳ ରାଜା ଶ୍ରୀ ଜ୍ଞାନେନ୍ଦ୍ର ବିର୍‌ ବିକ୍ରମ ସିଂହ ଶାହା ଦେବ। ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନେପାଳ ରାଜା ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ...

ବଢିଲା ସୁନା ଦର

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନା ଦର ମହଙ୍ଗା ହୋଇଛି। ୧୦ ଗ୍ରାମ ପ୍ରତି ୩୩୦ ଟଙ୍କା ବୃଦ୍ଧି ପାଇ ୧୪ ମାସର ସର୍ବୋଚ୍ଚସ୍ତର ପହଞ୍ଚିଛି ସୁନା। ବିଶ୍ୱର ବଜାରରେ ମାନ୍ଦା ବେପାରର ପ୍ରଭାବ ସୁନା ଦର ଉପରେ...

ଏମାନଙ୍କ କ୍ୟାରିଅର୍ “ଅଭିମାନ”ରୁ ଆରମ୍ଭ ହୋଇଥିଲା

ଓଡ଼ିଶାଲାଇଭ୍ ବ୍ୟୁରୋ   ‘ଅଭିମାନ’ ଚଳଚ୍ଚିତ୍ର ଅନେକ ଓଡ଼ିଆ କଳାକାରଙ୍କ ପାଇଁ ଥିଲା ଭାଗ୍ୟୋଦୟ ଚଳଚ୍ଚିତ୍ର। ଏହା ଜରିଆରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ ଅନେକ କଳାକାର। ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା "ଅଭିମାନ" ଏକ...

ତାଇୱାନ୍‌ରେ ଭୂକମ୍ପ: ଦୋହଲିଗଲା ହୋଟେଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଙ୍ଗଳବାର ବିଳମ୍ବିତ ରାତିରେ ତାଇୱାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୬.୪। ଏହି ଭୂକମ୍ପରେ ବଡ଼ ଧରଣର କ୍ଷତି ହୋଇଥିବା ଅନୁମାନ କରାଯାଉଛି।...

ବାଲେଶ୍ୱର: କୁନୁ ପଣ୍ଡା ହତ୍ୟାକାଣ୍ଡରେ ୩ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର: ବାଲେଶ୍ୱର ବହୁ ଚର୍ଚ୍ଚିତ କୁନୁ ପଣ୍ଡା ଓରଫ୍ ତନ୍ମୟ ପଣ୍ଡା ହତ୍ୟାକାଣ୍ଡର ତନଘନା କରିଛି ପୋଲିସ। ଏହି ହତ୍ୟାକାଣ୍ଡରେ ଜଡ଼ିତ ୩ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ତେଲେଙ୍ଗାସାହିର...

ଉତ୍କଳରେ ରମାଦେବୀ କ୍ୟାମ୍ପସ୍: ଅନୁଧ୍ୟାନ କରିବେ ୬ ଜଣିଆ କମିଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ସ୍ଥାପନା ପ୍ରସ୍ତାବକୁ ବିରୋଧ ହେବା ପରେ ସରକାର ୬ ଜଣିଆ କମିଟି ଗଠନ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର...

ସପିଂ ମଲ୍‌ ଅଗ୍ନିକାଣ୍ଡ ଘଟଣା: ବିଲ୍ଡିଂ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ବାଦାମବାଡ଼ିସ୍ଥିତ ସପିଂ ମଲ୍‌ରେ ଲାଗିଥିବା ଅଗ୍ନିକାଣ୍ଡ ଘଟଣା ଭିନ୍ନ ମୋଡ଼ ନେଇଛି। ବାଦାମବାଡ଼ି ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଏତେ ବଡ଼ ବିଲ୍ଡିଂ ନିର୍ମାଣ କରିବାକୁ କିଏ ଅନୁମତି ଦେଇଥିଲା ବୋଲି...

ବିଜେପୁର ଆସିବେ ରମଣ ସିଂ-ସ୍ମୃତି ଇରାନି

ଓଡ଼ିଶାଲାଇଭ୍‌ ବ୍ୟୁରୋ ୪ କେନ୍ଦ୍ରମନ୍ତ୍ରୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଆସିବେ ବିଜେପୁର। ବିଜେପି ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର। ହେଲେ ରମଣଙ୍କ ଆସିବା ଖବର ଜଣାପଡ଼ିବା ପରେ ବିଜେଡି ଓ କଂଗ୍ରେସ...

ରେଳ ଅନୁଦାନ: କେଉଁ ପ୍ରକଳ୍ପ ପାଇଁ ଓଡ଼ିଶା ପାଇଲା କେତେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୮-୧୯ ସାଧାରଣ ବଜେଟ୍‌ରେ ରେଳବାଇର ବିକାଶ ପାଇଁ ଅର୍ଥ ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର। ଏଥିରେ ଓଡ଼ିଶାର ଭାଗ ପଡ଼ିଛି ୫ ହଜାର ୨୫୨ କୋଟି। ଏହାସହ ପୂର୍ବତଟ ରେଳପଥକୁ ୬...

ଧର୍ମାନୁଷ୍ଠାନ ଉଚ୍ଛେଦ ମାମଲା: ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୦୯କୁ କଣ୍ଟ କଲେ ସୁପ୍ରିମକୋର୍ଟ ୨୦୦୯ ସୁଦ୍ଧା ଧର୍ମାନୁଷ୍ଠାନ ପାଖରେ ଜମିପଟ୍ଟା ନଥିଲେ ବିଚାର କରିବେ ରାଜ୍ୟ ସରକାର ଜିଲ୍ଲା ସ୍ତରରେ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଅନୁଧ୍ୟାନ କରି...