କାଟ୍ରିନା କାହିଁକି ସମସ୍ତଙ୍କର ପ୍ରିୟ?

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ବଲିଉଡ଼ର ଚୁଲବୁଲୀ ନାୟିକା ହେଉଛନ୍ତି କାଟ୍ରିନା କୈଫ୍। 'ବୁମ୍' ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରି ‘ଟାଇଗର୍‌ ଜିନ୍ଦା ହୈ’ ପର୍ଯ୍ୟନ୍ତ ପ୍ରତିଟି ଫିଲ୍ମରେ ଦର୍ଶକଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି...

ଫିଲ୍ମ ‘ପ୍ୟାଡମ୍ୟାନ୍’ ଦେଖିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅହମ୍ମଦାବାଦର ପିବିଆର୍‌ ଥିଏଟରରେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ 'ପ୍ୟାଡମ୍ୟାନ' ଦେଖିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ। ଶୁକ୍ରବାର ପରଦାକୁ ଆସୁଛି ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ 'ପ୍ୟାଡ୍‌ମ୍ୟାନ୍‌'। ହେଲେ ପରଦାକୁ ଆସିବା...

୧୬୦ ଥର ଯୁଦ୍ଧବିରତି ଉଲ୍ଲଂଘନ କଲାଣି ପାକିସ୍ତାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୪ରୁ ୨୦୧୮ ଫେବ୍ରୁଆରି ୪ ଯାଏଁ ବାରମ୍ବାର ଯୁଦ୍ଧବିରତି ଉଲ୍ଲଂଘନ କରି ଆସୁଛି ପାକିସ୍ତାନ। ପଛରୁ ଛୁରି ମାରିବା ଏବଂ ବିଶ୍ୱାସଘାତକତା କରିବା ହେଉଛି ପାକିସ୍ତାନର ପୁରୁଣା ଖୋଇ। ପାକିସ୍ତାନ ପୁଣିଥରେ ତାର...

ଜଟଣୀ ରଥିପୁରରେ ହାଇଟେକ୍ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର ଫେବ୍ରୁଆରି ୭ରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯୋଗଦେବେ ହାଇଟେକ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲର ବିଭିନ୍ନ ବିଭାଗର ବିଶେଷଜ୍ଞ ସକାଳ ୮ଟାରୁ ସନ୍ଧ୍ୟା ଯାଏଁ ଚାଲିବ ଏହି ମାଗଣା ସ୍ୱାସ୍ଥ୍ୟ ଶିବିର ଆସନ୍ତା ୭ ତାରିଖ ବୁଧବାର ଦିନ...

ବିଜେପୁର ଲଢ଼େଇରେ କାହାର କେତେ ଦମ୍?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରାର୍ଥୀ ଘୋଷଣା ପରେ ବିଜେପୁର ରାଜନୀତି ଜୋର୍ ଧରିଛି। ପ୍ରଚାର ମଇଦାନ କମ୍ପୁଛି। କଂଗ୍ରେସ-ବିଜେପି-ବିଜେଡି ଭିତରେ ତ୍ରିମୁଖି ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଭୋଟର ପ୍ରାର୍ଥୀଙ୍କ ଦମ୍ ପରଖୁଛନ୍ତି। ବିଜେପୁରରେ...

ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡାମାଡ଼ କରିଥିବା ମହିଳାଙ୍କ ଉପରୁ ହଟିଲା ୩୦୭ ଦଫା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଣ୍ଡାମାଡ଼ କରିଥିବା ମହିଳା ଗୁରୁତର କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହେଲେ ମହିଳା ମହିଳାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ ଜଳେଶ୍ୱର କୋର୍ଟ ବାଲେଶ୍ୱରର ତାଳସାରି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

୪ଟି କାରଣରୁ ଏଥର ଆଇପିଏଲ୍ ହେବ ସବୁଠୁ ଭିନ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ୍ ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଅନେକ କାରଣରୁ ଖାସ୍ ହେବାକୁ ଯାଉଛି। ଚଳିତବର୍ଷ ଆଇପିଏଲ୍‌ର ୧୧ତମ ସଂସ୍କରଣ ୭ ଏପ୍ରିଲ୍‌ରୁ ଆରମ୍ଭ ହୋଇ ୨୭ ମେ ପର୍ଯ୍ୟନ୍ତ ଚାଲିବ।...

ନବୀନ ନିବାସ ଆଗରେ କୁନ୍ଦୁଲି ତାତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ରାସ୍ତାରେ କୁନ୍ଦୁଲି ତାତି। ସାରା ରାଜ୍ୟରେ କୁନ୍ଦୁଲି ଘଟଣାକୁ ନେଇ ବିଜେପି ବିକ୍ଷୋଭ କରିବା ପରେ ସୋମବାର ନବୀନ ନିବାସ ଘେରାଉ କରିବା ପାଇଁ ଉଦ୍ୟମ କରିଥିଲା ଏହି ଦଳ।...

ସପିଂ ମଲ୍ ଅଗ୍ନିକାଣ୍ଡ ଘଟଣା: ନଥିଲା ସିଡିଏ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସପିଂ ମଲ୍‌ ଲାଗିଥିବା ଅଗ୍ନିକାଣ୍ଡ ଘଟଣାର ତନାଘନା କରିଛି ଅଗ୍ନିଶମ ବିଭାଗ। ସୋ ରୁମ୍‌ରେ ଅଗ୍ନି ନିର୍ବାବକ ଯନ୍ତ୍ର ଲାଗି ନଥିବା ଯୋଗୁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ରିପୋର୍ଟରୁ...

ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ରିତା ସାହୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ରିତା ସାହୁ। ପଦ୍ମପୁର ଉପ-ଜିଲ୍ଲାପାଳଙ୍କ ଅଫିସରେ ସେ ୩ ସେଟ୍ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜମୁଛି ବିଜେପୁର ଉପ-ନିର୍ବାଚନ। ଚାଲିଛି ପ୍ରାର୍ଥିପତ୍ର...