ବିଜେପୁର ଉପ-ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ଅଶୋକ ପାଣିଗ୍ରାହୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଫେବ୍ରୁଆରି ୨୪ରେ ହେବ ବିଜେପୁର ଭୋଟ୍। ଏଥିପାଇଁ ଉଷ୍ମ ହୋଇଯାଇଛି...

ମୁମ୍ବାଇରେ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ପୁସ୍ତକ ଉପସ୍ଥାପନା ସମାରୋହ

ଓଡ଼ିଶାଲାଇଭ୍‍ ବ୍ୟୁରୋ ମହାନ ଜନନାୟକ ତଥା ରାଷ୍ଟ୍ରନେତା ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପୁସ୍ତକ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ର ଉପସ୍ଥାପନା ସମାରୋହ ୩ ଫେବ୍ରୁଆରି, ଶନିବାର ଦିନ...

ବଜେଟରେ କେଉଁ ମନ୍ତ୍ରାଳୟକୁ କେତେ ଅର୍ଥ ମିଳିଛି? ଆସନ୍ତୁ ଜାଣିବା

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁବାର ଦିନ ସଂସଦରେ ଉପସ୍ଥାପିତ ହୋଇଛି ବଜେଟ୍। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସରକାରଙ୍କର ଏହା ଶେଷ ବଜେଟ୍। ଏହି ବଜେଟ୍‌ରେ କେଉଁ ମନ୍ତ୍ରାଳୟକୁ କେତେ ଅର୍ଥ ମିଳିଛି ଆସନ୍ତୁ ଜାଣିବା.. ଗ୍ରାମୀଣ...

ମିଜିଲ୍‌ସ-ରୁବେଲା ଟିକାର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଭୟଭିତ ହୁଅନ୍ତୁ ନାହିଁ: ସ୍ୱାସ୍ଥ୍ୟ ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ମିଜିଲ୍‌ସ-ରୁବେଲା ଟିକାର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଆଦୌ ଭୟଭିତ ନହେବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମିଜିଲ୍‌ସ-ରୁବେଲା ଟିକା ନେବା ଦ୍ଵାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପରିଲକ୍ଷିତ ହୁଏ ନାହିଁ:...

ଏମିତି ହୋଇଥିଲା ପ୍ରେମ୍ ନାଥ ଓ ବୀଣାଙ୍କ ପ୍ରେମ ବିବାହ

ଓଡ଼ିଶାଲାଇଭ୍ ଏଣ୍ଟରଟେନ୍‌ମେଣ୍ଟ୍ ବ୍ୟୁରୋ ପଚାଶ ଦଶକର ଲୋକପ୍ରିୟ ନାୟିକା ବୀଣା ରାୟ ଓ ଅଭିନେତା ପ୍ରେମ୍ ନାଥଙ୍କ ପ୍ରେମ ସର୍ମ୍ପକ ଏକଦା ବଲିଉଡରେ ଖୁବ୍ ଚର୍ଚ୍ଚାରେ ଥିଲା। ଲାହୋର ଜଣେ ଯୁବତୀ ସେତେବେଳେ ଲକ୍ଷ୍ମୌର ଏକ...

ବିରାଟ ବାହିନୀର କମାଲ୍: ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡରବନ୍ କିଙ୍ଗସମେଡ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରିଛି ଟିମ୍‌ ଇଣ୍ଡିଆ। ୬ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିରାଟ ବାହିନୀ ଦିନିକିଆ ସିରିଜରେ ୧-୦ରେ ଆଗକୁ...

ବଜେଟରେ ସୁନେଲି ସ୍ୱପ୍ନ: କୃଷି-ଗ୍ରାମାଞ୍ଚଳ-ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଲେ ଜେଟଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୪ ଲକ୍ଷ ୪୨ ହଜାର କୋଟି ଟଙ୍କାର ବଜେଟ୍ ୮ କୋଟି ମହିଳାଙ୍କୁ ମିଳିବ ମାଗଣା ଗ୍ୟାସ୍ ଗ୍ରାମାଞ୍ଚଳ ଭିତ୍ତିଭୂମି ପାଇଁ ୧୪.୩୪ ଲକ୍ଷ କୋଟି ଚଳିତବର୍ଷ ୫୧ ଲକ୍ଷ...

ଥମୁନି କୁନ୍ଦୁଲି ତାତି: ମହିଳା କମିଶନଙ୍କ ଅଫିସରେ ବିଜେପି ମହିଳା ମୋର୍ଚ୍ଚାର ହଙ୍ଗାମା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁନ୍ଦୁଲି ପୀଡ଼ିତାଙ୍କ ଏକାଦଶାହ ନିଜ ଗାଁ ମୂଷାଗୁଡ଼ାରେ ଚାଲିଥିବା ବେଳେ ଭୁବନେଶ୍ୱରରେ ତାତି ଦେଖିବାକୁ ମିଳିଛି। ମହିଳା କମିଶନଙ୍କ ଅଫିସରେ ବିଜେପି ମହିଳା ମୋର୍ଚ୍ଚା ଭଙ୍ଗାରୁଜା କରିଛି। ପୀଡ଼ିତାଙ୍କ ଭାଇ ୧୧...

ରାଜସ୍ଥାନ-ପଶ୍ଚିମବଙ୍ଗରେ ବିଜେପିକୁ ଝଟ୍‌କା: ଉପ-ନିର୍ବାଚନରେ ଫୁଟିଲାନି ପଦ୍ମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମ୍‌ ଅଦମୀଙ୍କୁ ଖୁସି କରିବା ପାଇଁ କେନ୍ଦ୍ରର ବିଜେପି ସରକାର ସାଧାରଣ ବଜେଟ୍‌ ଉପସ୍ଥାପନ କରୁଥିବା ବେଳେ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରୁ ବିଜେପି ପାଇଁ ଆସିଥିଲା ନୈରାଶ୍ୟଜନକ ଖବର। ଏହି ଦୁଇଟି...

ରାଷ୍ଟ୍ରପତି-ଉପରାଷ୍ଟ୍ରପତିଙ୍କ ଦରମା ବଢ଼ିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣ ବଜେଟରେ ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଦରମା ବଢ଼ିବା ନେଇ ଘୋଷଣା କରାଯାଇଛି। ରାଷ୍ଟ୍ରପତି ଦରମା ଦେଢ଼ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଉପ-ରାଷ୍ଟ୍ରପତିଙ୍କ ଦରମା ୧.୨୫...