ତିନ ତଲାକ୍ ବିଲ୍‍: ଆଜି ଶେଷ ସୁଯୋଗ

ଓଡ଼ିଶାଲାଇଭ୍‍ ବ୍ୟୁରୋ ରାଜ୍ୟସଭାରେ ତିନ ତଲାକ୍ ବିଲ ଗୃହୀତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଆଜି ମାତ୍ର ଗୋଟିଏ ଦିନ ସମୟ ରହିଛି। ବୁଧବାର ଦିନ ହଟ୍ଟଗୋଳ ଭିତରେ ରାଜ୍ୟସଭାରେ ଏହା ଉପସ୍ଥାପନ...

ନୂଆ ୧୦ ଟଙ୍କିଆରେ କୋଣାର୍କ ସୂର୍ଯ୍ୟମନ୍ଦିର

ଓଡ଼ିଶାଲାଇଭ୍‍ ବ୍ୟୁରୋ କୋଣାର୍କ ସୂର୍ଯ୍ୟମନ୍ଦିର ଛବିଥାଇ ଖୁବଶୀଘ୍ର ବଜାରକୁ ଆସୁଛି ନୂଆ ୧୦ଟଙ୍କିଆ ନୋଟ୍। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହି ଧରଣର ୧୦୦ କୋଟି ଦଶଟଙ୍କିଆ ନୋଟ୍ ଛାପିସାରିଲେଣି। ପଚାଶ ଓ ପାଞ୍ଚ ଶହ...

‘ଓଡ଼ିଶାଲାଇଭ୍’ କାର୍ଯ୍ୟାଳୟରେ କଣ୍ଠଶିଳ୍ପୀ ଜିତେନ୍ଦ୍ରିୟ ହରିପାଲଙ୍କୁ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁରୀ ଲୋକଗୀତ 'ରଙ୍ଗବତୀ' ଗୀତର ଗାୟକ ଜିତେନ୍ଦ୍ରିୟ ହରିପାଲ୍‌ଙ୍କୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। 'ଓଡ଼ିଶାଲାଇଭ୍'ର ଭୁବନେଶ୍ୱର କାର୍ଯ୍ୟାଳୟକୁ ବୁଧବାର ସନ୍ଧ୍ୟାରେ ଏକ ବିଶେଷ କାର୍ଯ୍ୟକ୍ରମରେ ଆସିଥିବା ଶ୍ରୀ ହରିପାଲ୍‌ଙ୍କୁ ଓଡ଼ିଶାଲାଇଭ୍‌ ପ୍ରତିଷ୍ଠାତା...

ଗୁରୁବାରଠାରୁ ନାଲକୋର ପ୍ରତିଷ୍ଠା ଦିବସ: ଲୋକାର୍ପିତ ହେବ ୩ଟି ପ୍ରକଳ୍ପ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=agY3qY_0BAU] ଉଦଘାଟନୀ ଉତ୍ସବରେ ଯୋଗଦେବେ ରାଜ୍ୟପାଳ ଡକ୍ଟର ଏସ୍‌ ସି ଜମିର ସମ୍ମାନିତ ହେବ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ଏବଂ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆ ଶୁକ୍ରବାର ହେବାକୁ ଥିବା...

ପ୍ରତିଦିନ ମଣ୍ଡିରେ ଧାନବିକ୍ରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଷୀ ଆସନ୍ତୁ, ବା ନଆସନ୍ତୁ ମଣ୍ଡି ପ୍ରତିଦିନ ଖୋଲାରହିବ। ଚାଷୀଙ୍କଠାରୁ ଧାନ ପ୍ରତିଦିନ କିଣାଯିବ। ଧାନ ନ ଉଠାଇଲେ ମିଲରଙ୍କୁ ବନ୍ଧାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର...

ଉଚ୍ଚ ଶିକ୍ଷାର ବିକାଶ ପାଇଁ ଓଡ଼ିଶାକୁ ବିଶ୍ୱ ବ୍ୟାଙ୍କ ଦେଲା ୬ କୋଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ବିଶ୍ୱ ବ୍ୟାଙ୍କ ଆଗେଇ ଆସିଛି। ମଞ୍ଜୁର କରିଛି ୬,୧୩୯ କୋଟି ଟଙ୍କାର ସହାୟତା। ରାଜ୍ୟର ୧୦ଟି ବିଶ୍ୱବିଦ୍ୟାଳୟ ଓ ୮୬୭ ଡିଗ୍ରୀ କଲେଜକୁ ଏହି...

ଭୁବନେଶ୍ୱରରେ ଲାଗିବନି ବେଆଇନ ହୋର୍ଡିଂ

ଓଡ଼ିଶାଲାଇଭ୍‍ ବ୍ୟୁରୋ ବେଆଇନ୍‌ ହୋର୍ଡିଂ ଉପରେ କଟକଣା ଜାରି କଲା ବିଏମ୍‌ସି ବିଭିନ୍ନ ସ୍ଥାନରୁ ହୋର୍ଡିଂ ଉଚ୍ଛେଦ କଲେ ବିଏମ୍‌ସି ଅଧିକାରୀ ବେଆଇନ ହୋର୍ଡିଂ, ବ୍ୟାନର ଓ ପୋଷ୍ଟର ଉପରେ  ଅଙ୍କୁଶ ଲଗାଇଛି ଭୁବନେଶ୍ୱର...

ପ୍ରଦୂଷଣ ଆଇନ୍ ଉଲ୍ଲଂଘନ: ପୁରୀରେ ବନ୍ଦ ହେବ ଅନେକ ହୋଟେଲ୍

ଓଡ଼ିଶାଲାଇଭ୍‍ ବ୍ୟୁରୋ ଚାଲିଛି ପ୍ରଦୂଷଣ ଆଇନର ଉଲ୍ଲଂଘନ। ପୁରୀରେ ଥିବା ହୋଟେଲଗୁଡ଼ିକ ଏହି ଆଇନ୍‌ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ଏଣୁ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ...

ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଖର୍ଚ୍ଚ ହେବ ଖଣି ଲିଜ୍‌ଧାରୀଙ୍କ ଜରିମାନା ଟଙ୍କା: ଖଣିମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶେଷ ହୋଇଛି ଖଣି ଲିଜ୍‌ଧାରୀଙ୍କଠାରୁ ଜରିମାନା ଆଦାୟର ଡେଡ୍‌ ଲାଇନ୍‌। ୭ ଲିଜ୍‌ଧାରି ନିର୍ଦ୍ଧାରିତ ସମୟରେ ଜରିମାନା ପୈଠ କରି ନପାରିବାରୁ ସେମାନଙ୍କୁ ବାତିଲ୍‌ କରାଯାଇଛି। ଯେଉଁ ଖଣି ଉତ୍ତୋଳନକାରୀ କମ୍ପାନିଙ୍କଠାରୁ ଜରିମାନା...

‘ରଙ୍ଗବତୀ’ ଗୀତର ସରଳତା ଶ୍ରୋତାଙ୍କ ହୃଦୟକୁ ଛୁଇଁ ପାରିଛି: ଜିତେନ୍ଦ୍ରିୟ ହରିପାଲ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ୭୦ ଦଶକର 'ରଙ୍ଗବତୀ' ଗୀତ ଏବେ ବି ଚିର ସବୁଜ ହୋଇ ରହିଛି। ଶ୍ରୋତାଙ୍କ ମହଲରେ ସ୍ୱତନ୍ତ୍ର ସ୍ଥାନ ପାଇଛି ଏହି ଗୀତ। କେବଳ ଓଡ଼ିଶା ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଏହି...