ଯୁବ ଉଦ୍ୟୋଗୀମାନଙ୍କୁ ଟାଇ ସବୁବେଳେ ଉତ୍ସାହିତ କରେ: ଦେବାଶିଷ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ହୋଟେଲ୍‌ କ୍ରାଉନ୍‌ ଏବଂ ଡାଲ୍‌ମାର ପ୍ରତିଷ୍ଠାତା ଦେବାଶିଷ ପଟ୍ଟନାୟକ ଦ ଇଣ୍ଡସ୍ ଅନ୍ତ୍ରପ୍ରିନିୟର୍ସ(ଟାଇ), ଭୁବନେଶ୍ୱର ଶାଖାର ନୂଆ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି। ଜଣେ ଆଗଧାଡ଼ିର ସଫଳ ଉଦ୍ୟାଗୀ ଭାବେ ଶ୍ରୀ...

ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଜୟୀ ରାଜଗୁରୁ: ଉପ-ରାଷ୍ଟ୍ରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟୀ ରାଜଗୁରୁ ଫାଉଣ୍ଡେସନ୍ ତରଫରୁ ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବ ଅଫ୍ ଇଣ୍ଡିଆଠାରେ ୨୧୧ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି। ଏହି ଶ୍ରାଦ୍ଧବାର୍ଷିକୀରେ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ...

୮ରୁ ବର୍ଷା: ଅବପାତର ରୂପ ନେଉଛି ଲଘୁଚାପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘନଉଛି ଲଘୁଚାପ। ଅବପାତର ରୂପ ନେଇ ଓଡ଼ିଶା ମୁହାଁ ହୋଇଛି ଲଘୁଚାପ। ଏହାର ପ୍ରଭାବରେ ୮ ତାରିଖରୁ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଘନୀଭୂତ ହେଉଛି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି...

ଦ୍ୱିଗୁଣିତ ଆୟ କୃଷକ ଆତ୍ମହତ୍ୟାର ସଠିକ ଉପଚାର ନୁହେଁ; କୃଷିରେ ଢାଞ୍ଚାଗତ ପରିବର୍ତ୍ତନ ଜରୁରୀ

ପ୍ରଫେସର ରାଜକିଶୋର ପଣ୍ଡା ଆମ ଦେଶରେ ବଢ଼ୁଥିବା ଚାଷୀ ଆତ୍ମହତ୍ୟା ଉପରେ ଅନେକ କାରଣ ରହିଛି। ତେବେ ତା’ର ମୁକାବିଲା ପାଇଁ ସରକାର କେତେକ ଆଶୁ ପଦକ୍ଷେପ ନେବା ଜରୁରୀ। ଦେଶରେ କୃଷକ ଆତ୍ମହତ୍ୟା କ୍ରମାଗତ ଭାବରେ...

ମହାନଦୀ ପାଇଁ ଏକାଠି: ମୁଖ୍ୟମନ୍ତ୍ରୀ କହିଲେ, “ଗଠନ ହେବ ଗୃହ କମିଟି”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁରୁବାର ଦିନ ତମାମ୍ ବିଧାନସଭାରେ ମହାନଦୀ ପ୍ରସଙ୍ଗକୁ ନେଇ ତାତି ଦେଖିବାକୁ ମିଳିଥିଲା। ଶେଷରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଡାକିଥିଲେ ସର୍ବଦଳୀୟ ବୈଠକ। ମହାନଦୀ ଲଢ଼େଇ ପାଇଁ ଗୃହ କମିଟି...

ବିପଦରେ ନୀଳରକ୍ତ କଙ୍କଡ଼ା, ଜାଲ ମାଡ଼ରେ ପ୍ରାଣ ହରାଉଛନ୍ତି ଏହି ବିରଳ ଜୀବ

ବାଲେଶ୍ୱରରୁ କୃଷ୍ଣକୁମାର ମହାନ୍ତି ଚାନ୍ଦିପୁର ବେଳାଭୂମିର ଶୋଭା ବର୍ଦ୍ଧନ କରିଥାଏ ନୀଳରକ୍ତ କଙ୍କଡ଼ା ପର୍ଯ୍ୟଟକଙ୍କ ମନ ମୋହିଥାଏ ଏହି ବିରଳ ପ୍ରଜାତିର ଜୀବ ଏବେ ବିପଦରେ ପଡ଼ିଛନ୍ତି ଏହି ଦୁର୍ଲଭ କଙ୍କଡ଼ା ସଚେତନତା...

ଗୁଜୁରାଟ ନିର୍ବାଚନ: କ’ଣ କହୁଛି ‘ମହାସର୍ଭେ’ ?

ଓଡ଼ିଶାଲାଇଭ୍‍ ବ୍ୟୁରୋ ଗୁଜୁରାଟ ମହାସମରରେ କିଏ ଜିତିବ କିଏ ହାରିବ ସେ କଥା ତ ଡିସେମ୍ବର ୧୮ ତାରିଖରେ ହିଁ ଜଣା ପଡ଼ିବ, କିନ୍ତୁ ତା’ ପୂର୍ବରୁ ଆସନ୍ତୁ ଦେଖିବା ଓପିନିୟନ ପୋଲ କଣ...

ବିଧାନସଭାରେ ମହାନଦୀ ତାତି: ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରି ନାରାବାଜି ଦେଲେ ବିଜେଡି ସଭ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀ ତାତିରେ ଗୃହ ହେଲା ଅଚଳ। କଂଗ୍ରେସ-ବିଜେଡି-ବିଜେପି ସଭ୍ୟଙ୍କ ହୋ-ହଲ୍ଲାରେ ଧୋଇଗଲା ବିଧାନସଭାର ପ୍ରଶ୍ନକାଳ। କଂଗ୍ରେସ ଉଭୟ ବିଜେପି-ବିଜେଡିକୁ ଟାର୍ଗେଟ କରିଥିବା ବେଳେ ବିଜେଡି ପ୍ରଧାନମନ୍ତ୍ରୀଙ୍କୁ କରିଛି ସମାଲୋଚନା। ଆଉ ବିଜେପି...

ପାଇକ ସମର ନୀତି

ପ୍ରଶାନ୍ତ କୁମାର ମଙ୍ଗରାଜ ଓଡ଼ିଆ ପାଇକମାନଙ୍କର ଥିଲା ଏକ ନିର୍ଦ୍ଦିଷ୍ଟ ଓ ଶୃଙ୍ଖଳିତ ସମର ନୀତି ବା ଯୁଦ୍ଧ ପରିଚାଳନା ବ୍ୟବସ୍ଥା ଯାହା ଆଜି ବି ବେଶ୍ ପ୍ରାସଙ୍ଗିକ ମନେହୁଏ। ଖବର ପ୍ରେରଣ: ପାଇକମାନଙ୍କ ମଧ୍ୟରେ...

ତେରେ ରସ୍କେ କମର… କାହିଁକି ନିଆଁ ଲଗେଇଛି ଏହି ଗୀତ?

ଓଡ଼ିଶାଲାଇଭ୍‍ ବ୍ୟୁରୋ ବିଗତ କିଛି ଦିନ ଧରି ଗୋଟିଏ ଗୀତ ଦେଶରେ ବେଶ୍ ଲୋକପ୍ରିୟ ହୋଇଛି ଏବଂ ପ୍ରତିଟି ଆସରରେ ଏହା ଶୁଣିବାକୁ ମିଳୁଛି। ସୋସିଆଲ ମିଡିଆରେ ମଧ୍ୟ ଏହାର ଦବଦବା କିଛି କମ...