ଆତଙ୍କବାଦୀ ଲିଙ୍କ୍: ଅଖତାର ଖାନଙ୍କୁ ନୋଟିସ ଜାରି କଲା ଏନ୍ଆଇଏ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ବର୍ଷ ପରେ କଟକରେ ପୁଣି ଆତଙ୍କବାଦୀ ଲିଙ୍କ୍‌ ସନ୍ଦେହ ଅବଦୁର ରେହମାନ୍‌ ପରେ ସନ୍ଦେହରେ ଅଖତାର ଖାନ୍‌ ମାରାଥନ୍ ଜେରା ପରେ ଆଜି ନୋଟିସ ଜାରି କରିଛି ଏନ୍‌ଆଇଏ ...

‘ଭଲ’ ପାଇଲେ ହିଁ ‘ଭଲ’ ମିଳିବ

ଡକ୍ଟର ହରପ୍ରସନ୍ନ ଦାସ ସୁଖ, ଶାନ୍ତି ଓ ସଫଳ ଜୀବନର ଚାବିକାଠି ହେଉଛି ‘ଭଲପାଇବା’। ଆମେ ସମସ୍ତେ ଭଲପାଇବା ଶବ୍ଦଟି ସହିତ ସୁପରିଚିତ। କିନ୍ତୁ ଆମେ ଏହାର ସଦବ୍ୟବହାର ପରିବର୍ତ୍ତେ କୁବ୍ୟବହାର କରିଥାଉ। ଭଲପାଇବା...

ସବୁ ବୁଝି ବି ଆମେ ଅବୁଝା

ଡକ୍ଟର ହରପ୍ରସନ୍ନ ଦାସ କୌଣସି ଘଟଣା ଆମ ଜୀବନରେ ସମସ୍ୟା ସୃଷ୍ଟି କରିନଥାଏ। ସେହି ଘଟଣା ପ୍ରତି ଆମର ମନୋବୃତ୍ତି ବା ଦୃଷ୍ଟିଭଙ୍ଗୀ ହିଁ ସବୁପ୍ରକାରର ଧାରଣା ସୃଷ୍ଟି କରିଥାଏ। ଏଣୁ ପରିସ୍ଥିତି ଯାହା...

୨୪ ଘଣ୍ଟାର ଟପ୍ ୧୦ ଖବର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧. ସୋମନାଥ ମନ୍ଦିରରେ ଥିବା ରେଜିଷ୍ଟରରେ ଅଣ-ହିନ୍ଦୁ ବୋଲି ରାହୁଲ ଗାନ୍ଧି ଲେଖିଥିବା ଖବରକୁ ଖଣ୍ଡନ କଲା କଂଗ୍ରେସ, କହିଲା ଏହା ବିଜେପିର ଷଡ଼ଯନ୍ତ୍ର। ୨. ଜି ଏସ ଟି ମନ୍ତବ୍ୟ ଅଧିକ...

ଝାରସୁଗଡ଼ାରେ ଅଏଲ ଟର୍ମିନାଲ ଲୋକାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବ ଭାରତ ବିକାଶରେ ସହାୟକ ହେବ ଝାରସୁଗୁଡ଼ା ଏଚ୍‌ପିସିଏଲ୍ ଏବଂ ବିପିସିଏଲ୍‌ ପକ୍ଷରୁ ପ୍ରତିଷ୍ଠା ହେବ ଆଉ ଏକ ଟର୍ମିନାଲ ଏୟାରପୋର୍ଟ ଲୋକାର୍ପଣ ଖବୁଶୀଘ୍ର କହିଲେ ଧର୍ମେନ୍ଦ୍ର "ପୂର୍ବ ଭାରତରେ ଓଡ଼ିଶା ଏବଂ ଝାରସୁଗୁଡ଼ା ଜିଲ୍ଲାରେ...

ପୁଣି ଫାଙ୍କିଲେ ସରକାର: କହିଲେ, ଚାଷ ପାଇଁ ଜୀବନ ହାରୁ ନାହାନ୍ତି ଚାଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଷୀ ଆତ୍ମହତ୍ୟାକୁ ନେଇ ଉଠୁଛି ପଡ଼ୁଛି ଓଡ଼ିଶା। ଆଉ ଏତିକି ବେଳେ ରାଜ୍ୟ ସରକାର ବିଧାନସଭାରେ ଦେଇଥିବା ଉତ୍ତରକୁ ନେଇ ପୁଣି ବହିଛି ଝଡ଼। ଦୁଇ ବର୍ଷ ଭିତରେ କୌଣସି ଚାଷୀ...

ପୁରୁଷ ହକି ବିଶ୍ୱକପ୍‌-୨୦୧୮ ପାଇଁ କାଉଣ୍ଟ ଡାଉନ୍: ଉନ୍ମୋଚନ ହେଲା ଲୋଗା-ମାସ୍କଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୮ ପୁରୁଷ ହକି ବିଶ୍ୱକପ୍‌ ପାଇଁ ବୁଧବାର ଉନ୍ମୋଚିତ ହୋଇଛି ଲୋଗୋ ଏବଂ ମାସ୍କଟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୫୯ ଜଣ ସଫଳ କ୍ରୀଡ଼ାବିତଙ୍କୁ ଦେଇଛନ୍ତି ପୁରସ୍କାର। ୨୦୧୮ ପୁରୁଷ ହକି...

ବିଜେପି ପଚାରିଲା ରାହୁଲ କେଉଁ ଧର୍ମର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୋମନାଥ ମନ୍ଦିରରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଅଣହିନ୍ଦୁ ରେଜିଷ୍ଟରରେ ମାରିଛନ୍ତି ଦସ୍ତଖତ। ଏହାକୁ କାଉଣ୍ଟର କରିଛି ବିଜେପି। ରାହୁଲ କେଉଁ ଧର୍ମର ବୋଲି ପ୍ରଶ୍ନ କରିଛି। ଗୁଜୁରାଟ ବିଧାନସଭା ନିର୍ବାଚନ ଯେତିକି...

କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ: ଏଥରର ଆକର୍ଷଣ ଭିନ୍ନକ୍ଷମ ଶିଳ୍ପୀ

ଓଡ଼ିଶାଲାଇଭ୍‌ ସ୍ୱତନ୍ତ୍ର ପ୍ରତିନିଧି ଡିସେମ୍ବର ୧ରୁ ୫ କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ୮ଟି ଦେଶରୁ ଆସୁଛନ୍ତି ବହୁ ବାଲୁକା ଶିଳ୍ପୀ ମହିଳା ଓ ଭିନ୍ନକ୍ଷମ ଶିଳ୍ପୀ ହେବେ ଆକର୍ଷଣ ୫...

ବିବାଦରେ ପାଇକ ବିଦ୍ରୋହ: ଦାମଙ୍କ ମନ୍ତବ୍ୟକୁ ଖଣ୍ଡନ କଲେ ଗଜପତି ମହାରାଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟୀ ରାଜଗୁରୁ ନୁହନ୍ତି ସ୍ୱାଧୀନତା ସଂଗ୍ରାମୀ। ଏଭଳି ମନ୍ତବ୍ୟ ଦେଇ ବିବାଦରେ ରହିଥିଲେ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ହେଲେ ଆଜି ଦିଲ୍ଲୀର ଏକ ଉତ୍ସବରେ ଯୋଗଦେଇ ଗଜପତି ମହାରାଜ ଦିବ୍ୟସିଂହ...