କିଆ ଫ୍ୟାସନ ସୋ’ର ରାମ୍ପରେ ଚାଲିଲେ ଏସିଡ୍ ଆକ୍ରାନ୍ତ ଝିଅ
ଓଡ଼ିଶାଲାଇଭ୍ ବ୍ୟୁରୋ
କିଆ ଫ୍ୟାସନ ସୋ’ର ଦ୍ୱିତୀୟ ଅଧିବେଶନ ଭୁବନେଶ୍ୱରସ୍ଥିତ ମେ ଫେୟାର୍ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଫ୍ୟାସନ ସୋ’ରେ ଏସିଡ୍ ଆକ୍ରମଣରେ ଆକ୍ରାନ୍ତ ହୋଇଥିବା ଝିଅମାନେ ରାମ୍ପରେ ଚାଲିଥିଲେ।
ଆଗ୍ରା ଓ ଲକ୍ଷ୍ନୌସ୍ଥିତ...
ଏଥର ଗୋଆରେ ଓଡ଼ିଆ ସିନେନିର୍ମାତାଙ୍କ ତିନୋଟି ସିନେମା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଆରେ ହେବାକୁ ଥିବା ୪୮ତମ ଇଣ୍ଟରନ୍ୟାସନାଲ୍ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (ଆଇଆଇଏଫ୍ଆଇ)ଠାରେ ଓଡ଼ିଆ ସିନେନିର୍ମାତାଙ୍କର ତିନୋଟି ସିନେମା ପ୍ରଦର୍ଶିତ ହେବା ଓଡ଼ିଶା ପାଇଁ ଗୌରବର ବିଷୟ। ଏହି ଫେଷ୍ଟିଭାଲ୍ ଆସନ୍ତା ନଭେମ୍ବର...
ପୋକ ଖାଇଗଲା ଅଢ଼େଇ ଏକର, ପୁଣି ଜୀବନ ହାରିଲେ ଚାଷୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ପରେ ଏବେ ବଲାଙ୍ଗୀର ଜିଲ୍ଲାରେ ଜୀବନ ହାରିଛନ୍ତି ଚାଷୀ। ଅଢ଼େଇ ଏକର ଧାନ ଚାଷକୁ ପୋକ ନଷ୍ଟ କରିଦେବାରୁ ଚାଷୀ କୀଟନାଶକ ପିଇଛନ୍ତି।
ଚାଷୀ ଆତ୍ମହତ୍ୟା ଓ ଚକଡ଼ା ପୋକକୁ ନେଇ...
ବ୍ଲାକ ଲିଷ୍ଟେଡ ହେଲା ୧୧ କୀଟନାଶକ କମ୍ପାନି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ନକଲି କୀଟନାଶକ ବିକ୍ରି କରୁଥିବା ୧୧ଟି କମ୍ପାନିକୁ ବ୍ଲାକ ଲିଷ୍ଟେଡ କରିଛନ୍ତି ରାଜ୍ୟ ସରକାର।
ନକଲି କୀଟନାଶକ ବିକ୍ରି କରୁଥିବା କମ୍ପାନି ବିରୋଧରେ ସରକାର ନେଇଛନ୍ତି କାର୍ଯ୍ୟାନୁଷ୍ଠାନ। ୧୧ଟି କମ୍ପାନିକୁ ଆଜି...
ଘନୀଭୂତ ହେଉଛି ଲଘୁଚାପ: ୧୭ ଯାଏଁ ପ୍ରବଳ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା। ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବର୍ଷା ଆହୁରି ଦୁଇଦିନ ଲାଗି ରହିବ। ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଚିନ୍ତାରେ ପଡ଼ିଛି ଚାଷୀ।
ଲଘୁଚାପର ଲଗାଣ ବର୍ଷାରେ ଭିଜିଛି...
‘ଆମେ ଓଡ଼ିଆ’ ଜ୍ଞାନକୋଷ ପାଇଁ ମୁଁ ଦିନରାତି ଏକ କରିଦେଇଛି – ନୃସିଂହ ଚରଣ ସାହୁ
ଡକ୍ଟର ହରେକୃଷ୍ଣ ମହତାବ ଓ ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କ ଜଣେ ପଟ୍ଟଶିଷ୍ୟ ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ସାହୁ, ଦୀର୍ଘ ୫୦ ବର୍ଷ ଧରି ତଥ୍ୟ ସଂଗ୍ରହକରି ଏବେ ଲେଖୁଛନ୍ତି ଓଡ଼ିଶାର ୫...
ରସଗୋଲା: ଏ ପର୍ଯ୍ୟନ୍ତ ଯାହା ହେଲା
ଭାସ୍କର ପରିଛା
ରସଗୋଲା ଯୁଦ୍ଧରେ ସତରେ କ’ଣ ଆମେ ଓଡ଼ିଆମାନେ ହାରିଯାଇଛୁ? ସୂଚନାର ନଦ୍ୟତନୀକରଣ (ଅନଅପଡେଟିଂ) ଓ ଅତି-ପ୍ରତିକ୍ରିୟା (ଓଭରରିଆକ୍ସନ) ଭିତରେ ଅସଲ କଥାଟି ଲୁଚି ଯାଇଛି ବୋଲି ମନେହୁଏ। ପ୍ରକୃତରେ ରସଗୋଲା ବଙ୍ଗଳାର...
କେତେ ଶୃଙ୍ଖଳିତ ଆମ ସହରର ଟ୍ରାଫିକ୍ ବ୍ୟବସ୍ଥା?
ଗୋଟିଏ ସହର କେତେ ଆଧୁନିକ ତାହା ତା’ର ଗାଡ଼ିଘୋଡ଼ାର ଭିଡ଼ ନୁହେଁ ବରଂ ତା’ର ପରିବେଶରୁ ଜଣାପଡ଼େ।... 'ଛୋଟ ଛୋଟ କଥା’ ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥଙ୍କ ଏକ ସାମୟିକ ସ୍ତମ୍ଭ। ଏହି...
ଆତ୍ମ ସମର୍ପଣ କଲେ ଆଉ ୫ ମୋଷ୍ଟୱାଣ୍ଟେଡ ମାଓବାଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶାଖାପାଟଣା: ବିଶାଖାପାଟଣା ପୋଲିସ ନିକଟରେ ଆଜି ଆତ୍ମସମର୍ପଣ କରିଛନ୍ତି ଆଉ ୫ ମୋଷ୍ଟୱାଣ୍ଟେଡ ମାଓବାଦୀ। ବିଶାଖାପାଟଣା ଗ୍ରାମାଞ୍ଚଳ ଏସ୍ପି ରାହୁଲ ଦେବ ଶର୍ମାଙ୍କ ନିକଟରେ ଏହି ମାଓବାଦୀମାନେ ଆତ୍ମ ସମର୍ପଣ କରିଛନ୍ତି।...
ଶିଶୁଙ୍କ ଗହଣରେ ବସିଲେ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ କଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଆରା ଷ୍ଟାଇଲ୍ରେ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। ରାଜ୍ୟ ସ୍ତରୀୟ ଶିଶୁଦିବସ କାର୍ଯ୍ୟକ୍ରମରେ ଶିଶୁଙ୍କ ଗହଣରେ ବସି ମନଖୋଲା କଥା ହୋଇ ଲୋକପ୍ରିୟତାର ପ୍ରମାଣ ଦେଇଛନ୍ତି।
୧୭ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ...





















