ଜୋୟିତା ମଣ୍ଡଳ ହେଲେ ଦେଶର ପ୍ରଥମ ‘ଟ୍ରାନ୍ସଜେଣ୍ଡର’ ବିଚାରପତି

ଓଡ଼ିଶାଲାଇଭ୍‍ ବ୍ୟୁରୋ ୨୧ ବର୍ଷିୟା ଜୋୟିତା ମଣ୍ଡଳ ଦେଶର ପ୍ରଥମ କିନ୍ନର ବିଚାରପତି ହୋ‍ଇଛନ୍ତି। ପଶ୍ଚିମବଙ୍ଗର ଇସ୍‌ଲାମପୁର ଲୋକ ଅଦାଲତରେ ସେ ଏହି ନିଯୁକ୍ତି ପାଇଛନ୍ତି। ୨୦୧୦ ମସିହାରେ ଜୋୟିତା କିନ୍ନରମାନଙ୍କର ଅଧିକାର ଓ...

ଲଗାଣ ବର୍ଷା ଆଣିଦେଲା ଦୁର୍ଦ୍ଦଶା, ପାଣି ଘେରରେ ରାତି କାଟୁଛନ୍ତି ବାଲେଶ୍ୱରବାସୀ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଲଘୁଚାପଜନିତ ଲଗାଣ ବର୍ଷା ବାଲେଶ୍ୱରବାସୀଙ୍କ ପାଇଁ ଦୁଃଖ ଆଣି ଦେଇଛି। ବର୍ଷା କମିଯାଇଥିଲେ ମଧ୍ୟ ଦୁର୍ଦ୍ଦଶାରୁ ଲୋକେ ମୁକୁଳିପାରି ନାହାନ୍ତି। ବାଲେଶ୍ୱର ସହର ସମେତ ବିଭିନ୍ନ ବ୍ଲକର ଲୋକେ ପାଣି ଘେରରେ...

ଇଣ୍ଡିଆ କ୍ଲିନ୍‍ କୁକ୍‍ ଷ୍ଟୋଭ୍‍ ଫୋରମ୍‍-୨୦୧୭ରେ ସାମିଲ୍‍ ହେବ ଓଡ଼ିଶା

ଓଡ଼ିଶାଲାଇଭ୍‍ ବ୍ୟୁରୋ ଅକ୍ଟୋବର ୨୪ରୁ ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ ସେଣ୍ଟରରେ ଅନୁଷ୍ଠିତ ହେବାକୁ ଯାଉଛି ‘ଇଣ୍ଡିଆ କ୍ଲିନ୍‍ କୁକ୍‍ ଷ୍ଟୋଭ୍‍ ଫୋରମ୍‍ ୨୦୧୭ ’। ଏଥିରେ ଓଡ଼ିଶା ସାମିଲ୍‍ ହେବ ବୋଲି ଇଣ୍ଡିଆ କ୍ଲିନ୍‍...

‘ଅତିଥି ଦେବୋ ଭବ’ – ଏବେ ଆପଣଙ୍କ ଘରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପେଇଂ ହୋଷ୍ଟ ବା ଏବେ ଆପଣ ବାହାର ପର୍ଯ୍ୟଟକଙ୍କୁ ନିଜ ଘରେ ଅତିଥି ଭାବେ ଗ୍ରହଣ କରି ପାରିବେ। ଆସନ୍ତା ପହିଲାରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଏକ ନୂଆ ଯୋଜନା ଆରମ୍ଭ କରିବାକୁ...

ମିଥୁନ୍‍ ଚକ୍ରବର୍ତ୍ତୀ: ଭୋକରେ ରହୁଥିଲେ, ଷ୍ଟେସନରେ ରାତି କାଟୁଥିଲେ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଦିନ ଥିଲା ମିଥୁନ୍‍ ଚକ୍ରବର୍ତ୍ତୀ ଷ୍ଟେସନରେ ରାତି କାଟୁଥିଲେ। ପାଖରେ ପଇସା ନଥିବାରୁ ଦିନେ ଦିନେ ଉପାସରେ ରହୁଥିଲେ। ହେଲେ ସମୟର ମୋଡ଼ ବଦଳିଗଲା। ଭୋକ ଉପାସରେ ଦିନ କାଟୁଥିବା ମିୁଥୁନ୍‍...

କୋଲକାତା-ପୁରୀ ପୁରୁଣା ଜଗନ୍ନାଥ ସଡ଼କର ଗବେଷଣା ଶେଷ

ଓଡ଼ିଶାଲାଇଭ୍‍ ବ୍ୟୁରୋ ପୁରୁଣା ଜଗନ୍ନାଥ ସଡ଼କକୁ ପୁଣି ଜୀବନ୍ତ ହୋଇଉଠିଛି। ବାସ୍ତବ କ୍ଷେତ୍ରରେ ନୁହେଁ, ଇତିହାସ ଓ ଗବେଷଣାରେ। ଏକ ଗବେଷକ ଦଳ ଏହି କାମ ଶେଷ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ...

ଧର୍ମେନ୍ଦ୍ରଙ୍କ ‘ଅପାରଗ ସରକାର’ ମନ୍ତବ୍ୟ: ବିଜେଡି କହିଲା ‘ଦାୟିତ୍ୱହୀନ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅପାରଗ ସରକାର କହି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ବିଜେଡିକୁ ଟାର୍ଗେଟ୍‍ କରିଥିବା ବେଳେ ବିଜେଡି କହିଛି ଏହା ଦାୟିତ୍ୱହୀନ ମନ୍ତବ୍ୟ। ଥମୁନି ବିଜେପି-ବିଜେଡି ମଧ୍ୟରେ କଥା କଟାକଟି। ସାଧାରଣ ନିର୍ବାଚନକୁ ଆହୁରି...

ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ: ଲୋକାର୍ପଣ କଲେ ଜନକଲ୍ୟାଣକାରୀ ପ୍ରକଳ୍ପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବଲାଙ୍ଗୀର ସହର ପାଇଁ ୫୫.୩୬ କୋଟି...

ଆରମ୍ଭ ହେଲା ଜାତୀୟ ସାମରିକ ପରମ୍ପରା ମହୋତ୍ସବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍କଳ ସଂଗୀତ ମହାବିଦ୍ୟାଳୟଠାରେ ଆରମ୍ଭ ହୋଇଛି ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ମହୋତ୍ସବ। ଏହା ୩ ଦିନ ଧରି ଚାଲିବ। ଏବର୍ଷ ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତିକୁ...

‘ଐଶ୍ୱର୍ଯ୍ୟା! ମତେ ଏକୁଟିଆ ଭେଟ’

ଓଡ଼ିଶାଲାଇଭ୍‍ ବ୍ୟୁରୋ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କ ପଛରେ ପଡିଯାଇଥିଲେ ହଲିଉଡ୍ ଟାଇକୁନ ହାର୍ଭେ ୱିନଷ୍ଟେନ୍। ହୋଟେଲ ଭିତରେ ଐଶ୍ୱର୍ଯ୍ୟାଙ୍କୁ ଏକୁଟିଆ ଚାହୁଁଥିଲେ ୱିନଷ୍ଟେନ୍। ଅନେକ ଥର ଓସ୍କାର ପୁରସ୍କାର ପାଇଥିବା ହଲିଉଡ୍ ଫିଲ୍ମର ଖ୍ୟାତିସମ୍ପନ୍ନ ନିର୍ମାତା...