ପାକ୍‌ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ: କହିଲେ,”ଆମେ ଡାକ୍ତର ତିଆରି କରୁଛୁ, ପାକିସ୍ତାନ ‘ଜିହାଦୀ’ ତିଆରି କରୁଛି”

ଓଡ଼ିଶାଲାଇଭ୍ ବ୍ୟୁରୋ ମିଳିତ ଜାତିସଂଘର ସାଧାରଣ ପରିଷଦରେ ପୁଣି ପାକିସ୍ତାନ ଉପରେ ବର୍ଷିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ଜାତିସଂଘ ମଞ୍ଚରେ ପାକିସ୍ତାନର କାର୍ଯ୍ୟକଳାପକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। କହିଛନ୍ତି, "ଭାରତ...

ସବୁଠି ବାଜି ମାରିନେଲା ଛାତ୍ର ବିଜେଡି: ବାଜା ବଜାଇ ସେଲିବ୍ରେସନ୍ ପାଳିଲେ ବିଜୟୀ ପ୍ରାର୍ଥୀ

ଓଡିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଛି ଛାତ୍ର ସଂସଦ ନିର୍ବାଚନ ଫଳାଫଳ। ଏହାକୁ ନେଇ ପ୍ରମୁଖ କ୍ୟାମ୍ପସରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରମାଦେବୀ ବିଶ୍ୱବିଦ୍ୟାଳୟରୁ ଆରମ୍ଭ କରି କଟକ ଶୈଳବାଳା କଲେଜ, ସବୁଠି ଚାଲିଛି...

ଆଉ ଜଣେ ଓଡ଼ିଆ ଝିଅଙ୍କ କମାଲ୍‌: ଆଇ ଇ ଏସ୍‌ ପରୀକ୍ଷାରେ ୩ୟ ସ୍ଥାନ ଅଧିକାର କଲେ ମନୀଷା...

ଓଡିଶାଲାଇଭ୍ ବ୍ୟୁରୋ ଆଉ ଜଣେ ଓଡ଼ିଆ ଝିଅ ଜାତୀୟ ସ୍ତରରେ କମାଲ୍ ଦେଖାଇଛନ୍ତି। ଭାରତୀୟ ଅର୍ଥ ସେବା(ଆଇ.ଇ.ଏସ୍) ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ଷ୍ଟିଲ୍‌ ସିଟି ରାଉରକେଲାର ମନୀଷା ଖୁଣ୍ଟିଆ...

ଦୁର୍ଗମ ଅଞ୍ଚଳ ଗର୍ଭବତୀଙ୍କ ପାଇଁ ନୂଆ ଯୋଜନା ‘ସମ୍ପୂର୍ଣ୍ଣା’: ମେଡିକାଲ ଆସିଲେ ମିଳିବ ୧୦୦୦ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁର୍ଗମ ଅଞ୍ଚଳ ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର। ମେଡିକାଲ ଆସିବା ପାଇଁ ସେମାନଙ୍କୁ ମିଳିବ ଯାତାୟାତ ଖର୍ଚ୍ଚ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର 'ସମ୍ପୂର୍ଣ୍ଣା' ଯୋଜନା ଶୁଭାରମ୍ଭ କରିଛନ୍ତି।...

ସୁବଳ ସାହୁ ପରିବାରକୁ ନେଇ କଥା କଟାକଟି : ନିରଞ୍ଜନ କହିଲେ ‘ପର ଘରଭଙ୍ଗା’

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପରିବାର ସଦସ୍ୟ ବିଜେଡିରେ ଯୋଗ ଦେବା ପରେ ଏହି ଘଟଣାରେ ଆକ୍ଷେପ ପ୍ରତି ଆକ୍ଷେପ ଆରମ୍ଭ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ...

ନିରାଶ ହେଲେ ପ୍ରଭାତ: ସିବିଆଇ କୋର୍ଟରେ ଜାମିନ୍‌ ଆବେଦନ ଖାରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ନିରାଶ ହେବାକୁ ପଡ଼ିଛି। ଭୁବନେଶ୍ୱର ସିବିଆଇ କୋର୍ଟରେ ଜାମିନ୍ ଆବେଦନ ଖାରଜ ହୋଇଯିବାରୁ ପ୍ରଭାତଙ୍କୁ ଝଟକା ଲାଗିଛି। ପ୍ରଭାତ ଓକିଲ ସେସନ୍‌ସ କୋର୍ଟରେ ପୁଣି...

ମିଶନ ବିଜେପୁର: କଂଗ୍ରେସରୁ ‘ରୀତା’ଙ୍କୁ ଆଣିଲା ବିଜେଡି, ବିଜେପି ନଜରରେ ଏକ୍ସ-ଏମ୍‌ଏଲ୍‌ଏ ‘ଅଶୋକ ପାଣିଗ୍ରାହୀ’!

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ଉପ-ନିର୍ବାଚନକୁ ନେଇ ଚାଲିଛି ଟଣାଟଣି ରାଜନୀତି। ବିଜେଡି ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ 'ରୀତା ସାହୁ'ଙ୍କୁ ଆମଦାନୀ କରି ପ୍ରାର୍ଥୀ କରିବାକୁ ସଜବାଜ ହୋଇଥିବା ବେଳେ ବିଜେଡିର...

ଓଡ଼ିଶାର ‘ହାଁସିଲି’ କୁକୁଡ଼ାକୁ ଜାତୀୟ ପ୍ରଜାତି ମାନ୍ୟତା

କପିଳାସ ଭୂୟାଁ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଆଦିବାସୀ ଗାଁଗୁଡ଼ିକରେ ଗଞ୍ଜା ଲଢେଇ ଏକ ସାଧାରଣ ଦୃଶ୍ୟ। ହାଣ୍ଡିଆ, ରସି କି ମହୁଲି ପିଇ ମତୁଆଲା ଆଦିବାସୀମାନେ ଗଞ୍ଜା ଗୋଡ଼ରେ ଖୁର ବାନ୍ଧି ଲଢେଇ...

ରମାଦେବୀରେ ଛାତ୍ର ବିଜେଡିର ବାଜିମାତ୍: ସଭାନେତ୍ରୀ ହେଲେ ସୌଭାଗ୍ୟ ସୌମ୍ୟାଶ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରମାଦେବୀ ବିଶ୍ୱବିଦ୍ୟାଳୟ ଓ ରାଜଧାନୀ କଲେଜକୁ କବ୍‌ଜା କଲା ଛାତ୍ର ବିଜେଡି। ଛାତ୍ର ବିଜେଡି ସମର୍ଥିତ ସଭାପତି ପ୍ରାର୍ଥୀ ଏହି ଦୁଇ ପ୍ରମୁଖ କ୍ୟାମ୍ପସରେ ନିର୍ବାଚିତ ହୋଇଛନ୍ତି। ରମାଦେବୀରେ ଛାତ୍ର ବିଜେଡି ସମର୍ଥିତ...

ବିଜ୍ଞାନରେ ପ୍ରଥମ ମହିଳା ଡକ୍ଟରେଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ପ୍ରଥମ ମହିଳା ଯିଏ ବିଜ୍ଞାନରେ ଡକ୍ଟରେଟ ଉପାଧି ହାସଲ କରିଥିଲେ ତାଙ୍କୁ ଆଜି ଗୁଗଲ ପକ୍ଷରୁ ସମ୍ମାନିତ କରାଯାଇଛି। ସେହି ମହାନ ମହିଳା ହେଉଛନ୍ତି ଅସୀମା ଚାଟ୍ଟାର୍ଜି। ୧୯୨୦ ଓ ୧୯୩୦...