ପ୍ରବଳ ବର୍ଷା ପାଇଁ ଜୁନ ୨୯ ଯାଏଁ ଓଡ଼ିଶାକୁ ଚେତାବନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷାରେ ଭିଜୁଛି ସାରା ଓଡ଼ିଶା। ଜୁନ ୨୯ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ବିଭିନ୍ନ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ...
ଆଇନ ମନ୍ତ୍ରୀ କହିଲେ – ଚୋରି ହୋଇନି ମହାପ୍ରଭୁଙ୍କ ମୋଦକ
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବଡ଼ଠାକୁରଙ୍କ ମୋଦକ ଚୋରି ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଭିନ୍ନ ଭିନ୍ନ ଚର୍ଚ୍ଚା। ଏହାରି ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ପ୍ରତିକ୍ରିୟା...
ପିଲାଙ୍କ କିଡନି ସମସ୍ୟାକୁ କେମିତି ଚିହ୍ନିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=LezHtB2qgv4
କେବଳ ବୟସ୍କ ନୁହଁନ୍ତି ପିଲାଙ୍କଠାରେ ମଧ୍ୟ କିଡନି ସମସ୍ୟା ଦେଖିବାକୁ ମିଳେ। ପିଲାଙ୍କଠାରେ କିଡନି ସମସ୍ୟାର ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।
ତେବେ ପିଲାଙ୍କଠାରେ କିଡନି...
ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି: ଇରାନକୁ ସହାୟତାର ହାତ ବଢ଼ାଇଲା ରୁଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ହିଂସାର ନିଆଁରେ ଜଳୁଛି ମଧ୍ୟପ୍ରାଚ୍ୟ। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଏବେ ଭୀଷଣ ରୂପ ନେବାକୁ ଲାଗିଛି। ଏହାରି ମଧ୍ୟରେ ଏଣ୍ଟ୍ରି ମାରିଛି ଆମେରିକା।
ଗୋଟିଏ ପଟେ ଆମେରିକାର...
ମୟୂରଭଞ୍ଜ: ମହୁଲକରକଚିଆ ଗାଁରେ ସ୍ୱାସ୍ଥ୍ୟ ଶିବିର, ଚିକିତ୍ସା ସେବା ଯୋଗାଇଲେ ଜୁନିୟର ଡାକ୍ତର
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ମହୁଲକରକଚିଆ ଗ୍ରାମରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର...
ସାପ କାମୁଡ଼ିଲେ କେମିତି କରିବେ ପ୍ରାଥମିକ ଚିକିତ୍ସା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=9eyoElRHdZE
ସାପ କାମୁଡ଼ାରେ ଅଧିକାଂଶ ଲୋକ ଗୁରୁତର ଆହତ ହେଉଥିବା ବେଳେ କିଛି ପ୍ରାଣ ହରାଉଛନ୍ତି।
ଗାଁ ଗହଳିରେ ଆଜିବି ଅଧିକାଂଶ ଲୋକ ସାପ କାମୁଡ଼ିଲେ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ଉପଯୁକ୍ତ ଚିକିତ୍ସା...
ଓଡ଼ିଶାରେ ଜୁନ ୨୭ ଯାଏଁ ପ୍ରବଳ ବର୍ଷିବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଜୁନ ୨୭ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ...
ଜାଣନ୍ତୁ, ନିଜ ରାଗକୁ କେମିତି କରିବେ କଣ୍ଟ୍ରୋଲ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=5VYbXrZXEc4
କ୍ରୋଧ ବା ରାଗ ଲାଗିବା ଏକ ସାଧାରଣ ଅବସ୍ଥା। ଅନେକ ସମୟରେ କିଛି ବ୍ୟକ୍ତିଙ୍କଠାରେ ଅହେତୁକ କ୍ରୋଧ ଦେଖିବାକୁ ମିଳିଥାଏ। ଫଳରେ ବ୍ୟକ୍ତିଜଣକ ହିତାହିତ ଜ୍ଞାନ ଭୁଲିଯାଇ ନିଜର କିମ୍ବା...
ବାରିପଦାରେ ପାଳନ ହେଲା ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲା କ୍ରୀଡ଼ା ବିଭାଗ, ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗର ମିଳିତ ସହଯୋଗରେ ବାରିପଦାସ୍ଥିତ ଷ୍ଟାଡିୟମ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।
ଜିଲ୍ଲପାଳ ହେମକାନ୍ତ ସଏଙ୍କ ସଭାପତିତ୍ୱରେ...
ଓଡ଼ିଶାରେ ଜୁନ ୨୬ ଯାଏଁ ପ୍ରବଳ ବର୍ଷା ପାଇଁ ଚେତାବନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଜୁନ ୨୬ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆସନ୍ତା ୨୪...




















