ସିକ୍କିମ: ଗଭୀର ଖାତ ଭିତରକୁ ଖସିଗଲା ସେନା ଗାଡ଼ି, ୧୬ ଯବାନ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ସିକ୍କିମଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସହିଦ ହୋଇଛନ୍ତି ୧୬ ଜଣ ଭାରତୀୟ ଯବାନ। ଶୁକ୍ରବାର ଦିନ ହୋଇଥିବା ଏହି ଦୁର୍ଘଟଣାରେ ୪ ଜଣ ଯବାନ ଗୁରୁତର ଆହତ ହୋଇ ଚିକିତ୍ସା...

ସଉନାମରା: ହକି ପାଇଁ ସମର୍ପିତ ଗାଁ

[youtube https://www.youtube.com/watch?v=YnvpX042JZ8] ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକର ସଉନାମରା ଗାଁ। ହକି ସହିତ ଏ ଗାଁର ନାଁ ଏମିତି ଯୋଡ଼ି ହୋଇଯାଇଛି ଯେ, ଏଠାକାର ପିଲାଠାରୁ ବୁଢ଼ା ସଭିଁଙ୍କ ହାତରେ ଦେଖିବାକୁ ମିଳେ ହକି...

ଲଗାତାର ତୃତୀୟ ଥର ପାଇଁ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଟ୍ରଫି ଜିତିଲା ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ବେଙ୍ଗାଳୁରୁରେ ଖେଳାଯାଇଥିବା ଦୃଷ୍ଟିହୀନ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇ ବିଶ୍ୱକପ୍ ଟ୍ରଫି ଜିତିଲା ଟିମ୍ ଇଣ୍ଡିଆ। ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା...

‘ଅବତାର ୨’ ଦେଖିବାବେଳେ ହୃଦଘାତରେ ବ୍ୟକ୍ତିଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳଚ୍ଚିତ୍ର ‘ଅବତାର ୨’ ଦେଖିବା ବେଳେ ହୃଦ୍‌ଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଆନ୍ଧ୍ରପ୍ରଦେଶର କାକିନଡ଼ା ଜିଲ୍ଲା ଅନ୍ତର୍ଗତ ପେଡ୍ଡାପୁରମ୍‌ ସହରରେ ଘଟିଛି ଏଭଳି ଘଟଣା। ମୃତ ବ୍ୟକ୍ତିଜଣକ ହେଲେ ଲକ୍ଷ୍ମୀରେଡ୍ଡୀ ସ୍ରିନୁ।...

ମଧ୍ୟପ୍ରଦେଶରେ ୪ଟି ଗୋଡ଼ ଥିବା ଶିଶୁ କନ୍ୟା ଜନ୍ମ, ଉଭୟ ମାଆ ଓ ଶିଶୁ ସୁସ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରଦେଶର ଗ୍ୱାଲିୟର ଅଞ୍ଚଳରେ ଆରତୀ କୁଶୱା ନାମକ ଜଣେ ମହିଳା ୪ଟି ଗୋଡ଼ ଥିବା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ସିକନ୍ଦର କାମ୍ପୋ ଅଞ୍ଚଳର ଆରତୀ ସ୍ଥାନୀୟ କମଲ ରାଜା...

ହକି ହିରୋଙ୍କ କ୍ରୀଡ଼ା ଯାତ୍ରା: ‘ସାବାସ୍ ଦିଲ୍ଲୀପ’

[youtube https://www.youtube.com/watch?v=6n98JX_wciY] ହକି ହିରୋ ଦିଲ୍ଲୀପ ତିର୍କୀଙ୍କ କ୍ରୀଡ଼ା ଜୀବନ ଉପରେ ବିଶେଷ ପ୍ରଦର୍ଶନୀ ‘ସାବାସ୍ ଦିଲ୍ଲୀପ’। ନଭେମ୍ଵର ୨୪ ଓ ୨୫ ତାରିଖ ଦୁଇଦିନ ଧରି ଭୁବନେଶ୍ଵରର ଜୟଦେବ ଭବନରେ ଚାଲିଥିବା ଏହି...

କୋରାପୁଟ: ଠେଲାପେଲାରୁ ଚାଲିଗଲା ମହିଳାଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କଳି ତୁଟାଇବାକୁ ଯାଇ ଠେଲାପେଲା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ଥାନା ଅନ୍ତର୍ଗତ ବାରିଣିପୁଟ ଗାଁରେ। ମୃତ ମହିଳା...

ଓଡ଼ିଶାରେ ୨ ରୁ ୩ ଡିଗ୍ରୀ ଖସିବ ପରାଦ, ତିନିଦିନ ପରେ ବଢ଼ିବ ଶୀତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ତିନିଦିନ ପରେ ପୁଣି ତାପମାତ୍ରା ଖସିବା ସହ ଶୀତ ବଢ଼ିବ। ବାତ୍ୟା ମାଣ୍ଡୋସ୍‌ ପ୍ରଭାବରେ ରବିବାର ଦିନ ରାଜ୍ୟରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହୋଇଛି।...

ପଦ୍ମପୁର ଉପନିର୍ବାଚନ ବିଜୟ ଅଭିମୁଖେ ବିଜେଡି: ଆରମ୍ଭ ହେଲା ସେଲିବ୍ରେସନ

ଓଡ଼ିଶାଲାଇଭ୍ ବ୍ୟୁରୋ ପଦ୍ମପୁର ବିଧାନସଭା ଉପନିର୍ବାଚନ ବିଜୟ ଅଭିମୁଖେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା। ବିଜୟ ଘୋଷଣା ପୂର୍ବରୁ ବିଜେଡିର ସେଲିବ୍ରେସନ ଆରମ୍ଭ ହୋଇଛି। ଡିସେମ୍ବର ୫ ତାରିଖରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି...

ପଦ୍ମପୁର ପରୀକ୍ଷା: ପ୍ରଥମ ରାଉଣ୍ଡରେ ଆଗରେ ବିଜେଡି 

ଓଡ଼ିଶାଲାଇଭ୍ ବ୍ୟୁରୋ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବା ପରେ ଆରମ୍ଭ ହୋଇଛି ଇଭିଏମ୍ ଗଣତି।...