ଚାଲିଛି ଭେରିଫିକେସନ, ଏବେ ମିଳିବନି ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ମିଳିବନି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ବର୍ତ୍ତମାନ ପାଇଁ ଚତୁର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି। ଯାଞ୍ଚ କାର୍ଯ୍ୟ ଶେଷ ହେବା...
ଆଇଟିବିପିରେ ୫୨୬ଟି ସବ ଇନ୍ସପେକ୍ଟର ଓ କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି: ଡିସେମ୍ବର ୧୪ ଶେଷ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନସ୍ଥ ଆଇଟିବିପିରେ ଅନେକ ‘ସବ ଇନ୍ସପେକ୍ଟର’ ଓ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଆଇଟିବିପିର ଟେଲି କମ୍ୟୁନିକେସନ ବିଭାଗରେ ଖାଲିଥିବା ପ୍ରାୟ...
ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଦେବେନ୍ଦ୍ର ଫଡ଼ନାବିସ। ମୁମ୍ବାଇର ଆଜାଦ ମଇଦାନଠାରେ ଆୟୋଜିତ ସ୍ଵତନ୍ତ୍ର ସମାରୋହରେ ଦେବେନ୍ଦ୍ର ଫଡ଼ନାବିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ...
ଗୁଗଲ୍ ସିଇଓ ସୁନ୍ଦର ପିଚାଇଙ୍କୁ ମୁମ୍ବାଇ କୋର୍ଟର ଅବମାନନା ନୋଟିସ୍
ପୁଷ୍ପମିତ୍ର ମହାନ୍ତି
ଗୁଗଲ୍ କମ୍ପାନିର ସିଇଓ ସୁନ୍ଦର ପିଚାଇଙ୍କୁ ମୁମ୍ବାଇର କୋର୍ଟ ଅବମାନନା ନୋଟିସ ଜାରି କରିଛନ୍ତି। ଏକ ଭିଡିଓକୁ ହଟାଇବା ପାଇଁ ୟୁଟ୍ୟୁବ୍ ପୂର୍ବ ଆଦେଶ ପାଳନ କରିନଥିବାରୁ ସୁନ୍ଦର ପିଚାଇଙ୍କୁ ଅବମାନନା...
ରାଜ୍ୟ ବିଜେପି କର୍ମୀଙ୍କୁ ମୋଦୀଙ୍କ ଗୁରୁମନ୍ତ୍ର – ‘ଲୋକଙ୍କ ନିକଟତର ହେବା ପାଇଁ ନିରନ୍ତର କାମ କର’
ମିନତି ମିଶ୍ର
୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ସେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କ ସହ ବୈଠକ କରିଛନ୍ତି। ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ...
ଭୁବନେଶ୍ୱର: ଆରମ୍ଭ ହେଲା ଡିଜିପି ସମ୍ମିଳନୀ, ଉଦଘାଟନ କଲେ ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଆରମ୍ଭ ହେଲା ଡିଜିପି ସମ୍ମିଳନୀ। ଲୋକସେବା ଭବନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଓ ସବୁ...
ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଓ ଆଦିବାସୀ ମହିଳାଙ୍କ ଆର୍ଥିକ ବିକାଶ ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ପଦକ୍ଷେପ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ଅଭିବୃଦ୍ଧି ସହ ଆଦିବାସୀ ମହିଳାଙ୍କ ଆର୍ଥିକ ବିକାଶ ପାଇଁ ପଦକ୍ଷେପ ନେଇଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ। ଏନେଇ ବାଙ୍ଗିରିପୋଷି ଓ ବଣକାଟିରେ ଆରମ୍ଭ...
ଶରୀରରେ ଇଲେକ୍ଟ୍ରୋଲାଇଟ୍ର ଅଭାବ କେମିତି ଦୂର ହେବ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=nDnPWfIk0So
ଶରୀରରେ କ୍ୟାଲ୍ସିୟମ୍, ସୋଡିୟମ୍, ପୋଟାସିୟମ୍, ମାଙ୍ଗାନିଜ୍ ଭଳି ଅନେକ ପ୍ରକାରର ଇଲେକ୍ଟ୍ରୋଲାଇଟ୍ ଥାଏ, ଯାହା ଶରୀରକୁ ସଠିକ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟରୁ ଯେକୌଣସି ବି...
ଓଡ଼ିଶା ପୋଲିସରେ ୨୦୮୦ଟି କନଷ୍ଟେବଳ ପଦବୀ ପାଇଁ ଆବେଦନ ଜାରି: ଅକ୍ଟୋବର ୩୦ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପୋଲିସରେ ଅନେକ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ବିଭିନ୍ନ ବିଭାଗରେ ଖାଲିଥିବା ୨୦୮୦ଟି କନଷ୍ଟେବଳ ପଦବୀ ପୂରଣ ପାଇଁ ଓଡ଼ିଶା ପୋଲିସ ଚୟନ ପକ୍ଷରୁ ବିଜ୍ଞପ୍ତି...
ବୟସ୍କଙ୍କ ପାଇଁ କେମିତି ହେବା ଦରକାର ଡାଏଟ୍ ପ୍ଲାନ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=YZ6kbLLdMgU
ଆଜି ହେଉଛି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ। ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ ଏବଂ ସେମାନଙ୍କ ଯତ୍ନ ପାଇଁ ସଚେତନ ହେବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଅକ୍ଟୋବର ୧ ତାରିଖକୁ...





















