ଆସନ୍ତା ଜାନୁଆରି ୧୪ ତାରିଖରୁ କଂଗ୍ରେସର ‘ଭାରତ ନ୍ୟାୟ ଯାତ୍ରା’

ଭାସ୍କର ପରିଚ୍ଛା ଆସନ୍ତା ୨୦୨୪ ଜାନୁଆରି ୧୪ ତାରିଖରୁ ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବାକୁ ଯୋଜନା କରିଛି କଂଗ୍ରେସ। ଏଥିପାଇଁ ଆସନ୍ତା ଜାନୁଆରି ୪ ତାରିଖରେ ଦଳ ଏକ ବଡ଼ ବୈଠକ ଡାକିଛି।...

ଓଡ଼ିଶାରେ ୧୧୨.୫୩ ମେଗାୱାଟର ସବୁଜ ଶକ୍ତି ପ୍ରକଳ୍ପକୁ ସିଙ୍ଗିଲ୍ ୱିଣ୍ଡୋ କମିଟିର ଅନୁମୋଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୧୧୨.୫୩ ମେଗାୱାଟର ସବୁଜ ଶକ୍ତି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଗୁରୁବାର ଶକ୍ତି ବିଭାଗ ଅନ୍ତର୍ଗତ ସିଙ୍ଗିଲ୍ ୱିଣ୍ଡୋ କମିଟିର ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇଛି। ଏହାଦ୍ଵାରା ରାଜ୍ୟରେ ମୋଟ...

ରାଉରକେଲାରେ ନିୟନ୍ତ୍ରଣ ହେଉନି ଝାଡ଼ାବାନ୍ତି ସ୍ଥିତି, ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି ନୂଆ ରୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ଝାଡ଼ାବାନ୍ତି ସ୍ଥିତି ନୟନ୍ତ୍ରଣକୁ ଆସୁନାହିଁ। ଗୁରୁବାର ଦିନ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପୁଣି ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେଉଥିବାବେଳେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ଦିନ ସ୍ଵାସ୍ଥ୍ୟ...

ଆଉ ୫ ବର୍ଷ ବଢ଼ିଲା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢ଼ାଇଛନ୍ତି ରାଜ୍ୟ ସରକାର। ଏହି ଯୋଜାନା ବୃଦ୍ଧି ହେବା ଦ୍ୱାରା ଆସନ୍ତା ୨୦୨୮ ମସିହା ପର୍ଯ୍ୟନ୍ତ ପୂର୍ବପରି ୫ କିଲୋଗ୍ରାମ...

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଛୋଟ ଅଦଳବଦଳ, ୪ ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଛୋଟ ଅଦଳବଦଳ ଦେଖିବାକୁ ମିଳିଛି। ନିର୍ବାଚନରେ ବିଜେପି ଟିକେଟରୁ ବିଜୟୀ ହୋଇଥିବା ୩ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର,...

ପାରାଦୀପ: ଜାହାଜରୁ ଜବତ କୋକେନର ହେବ ମାନ ନିରୂପଣ, ଜାତୀୟ ଫରେନସିକ୍ ଲାବୋରେଟୋରିକୁ ପଠାଯିବ ନମୁନା

ଓଡ଼ିଶାଲାଇଭ୍ ବ୍ୟୁରୋ ପାରାଦୀପ ବନ୍ଦରରେ ଜାହାଜରୁ ଜବତ ହୋଇଥିବା ୨୨୦ କୋଟି ଟଙ୍କାର କୋକେନକୁ ନେଇ ଏବେ ଖୋଳତାଡ଼ ଜାରି ରହିଛି। ଏବେ ଏହି କୋକେନର ମାନ ନିରୂପଣ କରିବା ପାଇଁ ପଦକ୍ଷେପ ଆରମ୍ଭ...

ପରଲୋକରେ ‘ସିଆଇଡି’ ଇନ୍ସପେକ୍ଟର ଫ୍ରେଡିକ୍ସ ଦିନେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ପରଲୋକରେ ଲୋକପ୍ରିୟ ଟିଭି ସୋ’ ‘ସିଆଇଡି’ର ଇନ୍ସପେକ୍ଟର ଫ୍ରେଡିକ୍ସ ଚରିତ୍ରରେ ଅଭିନୟ କରୁଥିବା ଦିନେଶ ଫଡନୀଶ। ମଙ୍ଗଳବାର ଦିନ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ...

ଭୋଟର ତାଲିକାରେ ଯୋଡ଼ି ହେଲେ ଓଡ଼ିଶାର ୫ ଲକ୍ଷରୁ ଅଧିକ ନୂଆ ଭୋଟର

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସଜବାଜ ଆରମ୍ଭ କରିଛନ୍ତି ନିର୍ବାଚନ ଆୟୋଗ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସରିଛି। ଏଥିରେ ୫ ଲକ୍ଷରୁ ଅଧିକ ନୂଆ...

ପାରାଦୀପ ବନ୍ଦରରେ ଜାହାଜରୁ ୨୦୦ କୋଟି ଟଙ୍କାର କୋକେନ୍ ଜବତ, ଡେନମାର୍କକୁ ଚୋରାଚାଲାଣ ବେଳେ ଧରାପଡ଼ିଲା   

ଓଡ଼ିଶାଲାଇଭ୍ ବ୍ୟୁରୋ ପାରାଦୀପ ବନ୍ଦରକୁ ଆସିଥିବା ଏକ ଜାହାଜରୁ ବିପୁଳ ମାତ୍ରାରେ ନିଶା ଦ୍ରବ୍ୟ ଜବତ ହୋଇଛି। ଏହି ନିଶା ଦ୍ରବ୍ୟ ‘କୋକେନ୍’ ହୋଇଥିବା ପରୀକ୍ଷା ପରେ ଜଣା ପଡ଼ିଛି। ଏହାର ମୂଲ୍ୟ ୨୦୦...

ବିଶାଖାପାଟଣା ଫିସିଂ ହାରବରରେ ଅଗ୍ନିକାଣ୍ଡ ଯୋଗୁଁ ଜଲିଗଲା ୪୦ ଡ଼ଙ୍ଗା, ୫୦ କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟଣା ଫିସିଂ ହାରବରରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୦ରୁ ଊର୍ଦ୍ଧ୍ଵ ଡଙ୍ଗା ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୫୦ କୋଟି...