ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ଜନ ଅସନ୍ତୋଷ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ନେଇ ଜନ ଅସନ୍ତୋଷ ବଢ଼ିବାକୁ ଲାଗିଛି। ମୃତ ସୁସ୍ମିତାଙ୍କ ପରିବାର, ଜିଲ୍ଲା ଆଦିବାସୀ ମଞ୍ଚ ଏବଂ କଂଗ୍ରେସ ପକ୍ଷରୁ ସିବିଆଇ ତଦନ୍ତ ଦାବି...

ଆସନ୍ତାକାଲି ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଆସନ୍ତାକାଲି, ଅକ୍ଟୋବର ୧୪ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ଦୁର୍ଗାପୂଜା ସମୟରେ ପର୍ଯ୍ୟଟକ ଶିମିଳିପାଳ ଭ୍ରମଣ ଓ ରାତ୍ରରହଣି ସୁବିଧା ପାଇପାରିବେ। ପୂର୍ବଭଳି ଦୈନିକ ଚାରିଚକିଆ...

ଓଡ଼ିଶାରେ ପହଞ୍ଚିଲା ସହିଦ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର: ଭୁବନେଶ୍ଵରରେ ଦିଆଗଲା ଗାର୍ଡ ଅଫ୍ ଅନର

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାର ଦିନ ଅପରାହ୍ଣ ୧.୪୫ ମିନିଟରେ ଭୁବନେଶ୍ଵର ବିମାନବନ୍ଦରଠାରେ ପହଞ୍ଚିଥିଲା ସିକ୍କିମ ବନ୍ୟାରେ ସହିଦ ହୋଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର। ବିମାନବନ୍ଦର ପରିସରରେ ସହିଦଙ୍କୁ ଗାର୍ଡ...

ଚଳିତ ଏସିଆନ ଗେମ୍ସରେ ଭାରତର ଐତିହାସିକ ପ୍ରଦର୍ଶନ, ପଦକ ସଂଖ୍ୟା ୧୦୦ ପାର୍

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନର ହାଙ୍ଗଝୌଉରେ ଚାଲିଥିବା ଏସିଆନ ଗେମ୍ସରେ ଐତିହାସିକ ପ୍ରଦର୍ଶନ କରିଛି ଭାରତ। ପ୍ରତିଯୋଗିତାରେ ଭାରତର ମୋଟ ପଦକ ସଂଖ୍ୟା ୧୦୦ ପାର୍ କରିଛି। ପ୍ରଥମଥର ପାଇଁ ଏସିଆନ ଗେମ୍ସରେ ଭାରତୀୟ ଖେଳାଳିମାନେ...

ଏସିଆନ ଗେମ୍ସ ଜାଭଲିନ ଥ୍ରୋ: ନୀରଜଙ୍କୁ ସ୍ଵର୍ଣ୍ଣ, ଓଡ଼ିଆ ପୁଅ କିଶୋରଙ୍କୁ ରୌପ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆନ ଗେମ୍ସ ଜାଭଲିନ ଥ୍ରୋରେ ଭାରତକୁ ଡବଲ ସଫଳତା ନୀରଜ ଚୋପ୍ରାଙ୍କୁ ସ୍ଵର୍ଣ୍ଣ, ରୌପ୍ୟ ପଦକ ଜିତିଲେ ଓଡ଼ିଆ ପୁଅ କିଶୋର ଜେନା ୮୭.୫୪ ମିଟର ଜାଭଲିନ ଫିଙ୍ଗି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କଲେ...

କାହିଁକି ହୋଇଥାଏ ଗଳା ସଂକ୍ରମଣ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://youtu.be/f2ZgtFagHkY?si=_FHbpk6-JLlNNLNX ଗଳା ସଂକ୍ରମଣ ହେଲେ ଗଳା ଦରଜ ହେବା, ଛେପ ଢୋକିବା ବେଳେ କଷ୍ଟ ଅନୁଭବ ହେବା, ତଣ୍ଟି ବସିଯିବା ଭଳି ଲକ୍ଷଣ ଦେଖାଦିଏ। ଗଳା ସଂକ୍ରମଣ ଅଧିକ ଦିନ ଧରି...

ଏସବିଆଇ ପକ୍ଷରୁ ୨ ହଜାରଟି ‘ବ୍ୟାଙ୍କିଂ ପିଓ’ ପଦବୀରେ ନିଯୁକ୍ତି ପାଇଁ ସୁଯୋଗ, ଆଜି ସରିବ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଅନେକ ବ୍ୟାଙ୍କିଂ ପ୍ରୋବେସନାରି ଅଫିସର (ପିଓ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଭାରତରେ ଥିବା ଏସବିଆଇର ବିଭିନ୍ନ ଶାଖାରେ ୨ ହଜାରଟି ପିଓ...

ଆଜି ଦୁଇ ମହାନାୟକ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଦୁଇ ମହାନାୟକଙ୍କ ଜୟନ୍ତୀ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସହ ଲାଲ ବାହାଦୁର ଶାସ୍ତ୍ରୀ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ସାରାଦେଶରେ ଗାନ୍ଧିଜୀଙ୍କର ୧୫୪ତମ ଜୟନ୍ତୀ ପାଳନ ହେଉଥିବାବେଳେ ଶାସ୍ତ୍ରୀଜୀଙ୍କର...

ଅତିରିକ୍ତ ବଜେଟ୍: ଓଡ଼ିଶାର ମୋଟ ଋଣ ଭାର ୮୮ ହଜାର ୪୮୭ କୋଟି ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ୨୦୨୩ ଜୁଲାଇ ସୁଦ୍ଧା ରାଜ୍ୟର ମୋଟ ଋଣ ଭାର ୮୮ ହଜାର ୪୮୭ କୋଟି...

ପ୍ରମିଳା ମଲ୍ଲିକଙ୍କ ଇସ୍ତଫା ପରେ ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ଵ ବିଭାଗର ଅତିରିକ୍ତ ଦାୟିତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ଵ ମିଳିଛି। ପ୍ରମିଳା ମଲ୍ଲିକ ଗୁରୁବାର ଦିନ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ...