ଜୋର ଧରିଲା ଟିକା ରାଜନୀତି – ବାଲେଶ୍ଵର ଓ ଅନୁଗୁଳରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରିଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଟିକାକରଣକୁ ନେଇ ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି। ବାଲେଶ୍ଵର ଓ ଅନୁଗୁଳରେ ଥିବା ଟିକାକରଣ କେନ୍ଦ୍ରଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ନେଇ ତେଜିଛି ରାଜନୀତି। ବିଜେପି...
କରୋନାର ତୃତୀୟ ଲହରରେ କମ୍ ସଂକ୍ରମିତ ହେବେ ଶିଶୁ – ଡିଏମଇଟି
ଓଡ଼ିଶାଲାଇଭ୍ ବ୍ୟୁରୋ
“କରୋନାର ସମ୍ଭାବ୍ୟ ତୃତୀୟ ଲହରରେ କମ୍ ସଂକ୍ରମିତ ହେବେ ଶିଶୁ। ଏହା ଶିଶୁମାନଙ୍କ ପାଇଁ ବିପଦ ସୃଷ୍ଟି କରିବ ନାହିଁ। ଛୋଟପିଲାମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ସେମାନେ...
ଆଜିର ରାଶିଫଳ – (୧୫ ଜୁନ୍ ୨୦୨୧, ମଙ୍ଗଳବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।
ତିଥି ଓ ପର୍ବ-ଦିବସ: ଆଜି ଜ୍ୟେଷ୍ଠ ଶୁକ୍ଳ ୫ମୀ ରାତ୍ରି ୧୦:୫୭:୦୭ ଗତେ ୬ଷ୍ଠୀ ତିଥି। କର୍କଟ...
ସେଲିବ୍ରିଟିମାନଙ୍କ ଲକଡାଉନ୍ ରଜ – ଘରେ ରହି ପିଠା ଖାଇ କରୁଛନ୍ତି ମଉଜ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଫିକା ପଡ଼ିଛି ରଜ। ଓଡ଼ିଆ ସେଲିବ୍ରିଟିମାନେ ଘରେ ରହି ପାଳୁଛନ୍ତି ଲକଡାଉନ୍ ରଜ।
ଏଥର ରଜ ଉପରେ କରୋନା ମାଡ଼। ପୂର୍ବବର୍ଷ କରୋନାର ପ୍ରଥମ...
କେନ୍ଦ୍ରାପଡ଼ାର ଜଣେ ଡାକ୍ତରଙ୍କଠାରୁ ସାଇବର ଅପରାଧୀ ଠକିନେଲେ ସାଢ଼େ ୧୦ ଲକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କାଳରେ ସାଇବର ଠକମାନଙ୍କ ଦୌରାତ୍ମ୍ୟ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ରାଜ୍ୟରେ ଏବେ ପୁଣି ଜଣେ ଡାକ୍ତର ସାଇବର ଅପରାଧର ଶିକାର ହୋଇଛନ୍ତି। କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଡାକ୍ତର ବାଦଲ...
କରୋନା କଟକଣା – ଏଥର ବି ବିନା ଭକ୍ତରେ ହେବ ରଥଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁଲାଇ ୧୨ରେ ମହାପ୍ରଭୁଙ୍କ ରଥଯାତ୍ରା
କରୋନା ପାଇଁ ଏଥର ବିନା ଭକ୍ତରେ ହେବ ରଥଯାତ୍ରା
କେବଳ ପୁରୀକୁ ଛାଡ଼ି ବାକି ସବୁଠି ରଥଯାତ୍ରା ବନ୍ଦ
ଦୁଇ ଡୋଜ୍ ଟିକା ନେଇଥିବା...
ଇଦ୍ ମୁବାରକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଇଦ୍ ଅର୍ଥାତ ରମଜାନ ମାସର ଶେଷ ଦିନ। ମାସ ସାରା ମୁସଲମାନ ଭାଇ ଭଉଣୀ ରୋଜା ଓ ଉପବାସ ରଖି ରମଜାନ ମାସ ପାଳନ କରିଥିଲେ। ଗୁରୁବାର ଚାନ୍ଦ ଦେଖିବା...
ଆଇଏଏସ୍ ସ୍ତରରେ ଅଦଳ ବଦଳ – ବିଏମ୍ସି କମିସନର ହେଲେ ସଞ୍ଜୟ ସିଂହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଏଏସ୍ ସ୍ତରରେ ବୁଧବାର ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଫଳରେ ଭୁବନେଶ୍ୱର ମହାନଗର ନିଗମର କମିସନର ପ୍ରେମଚନ୍ଦ୍ର ଚଉଧାରୀଙ୍କ ବଦଳି ହୋଇଛି। ତାଙ୍କ ସ୍ଥାନରେ ୧୯୯୭ ବ୍ୟାଚ୍...
ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୧୧ ମେ ୨୦୨୧, ମଙ୍ଗଳବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।
ତିଥି ଓ ପର୍ବ-ଦିବସ: ଆଜି ବୈଶାଖ କୃଷ୍ଣ ଅମାବାସ୍ୟା ରାତ୍ରି ୧୨:୨୯:୪୩ ଗତେ ଶୁକ୍ଳ ପ୍ରତିପଦ...
ଭାରତରେ ତୃତୀୟ ଲହର କରୋନା ସଂକ୍ରମଣ ଆଶଙ୍କା – ସତର୍କ କରାଇଲେ ବିଶେଷଜ୍ଞ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ହଲଚଲ ସୃଷ୍ଟି କରିଛି। ଦ୍ୱିତୀୟ ଲହରର ଭୟାବହତାରେ ସାରାଦେଶ ଆତଙ୍କିତ ହୋଇଥିଲା ବେଳେ ଏବେ ତୃତୀୟ ଲହର ଆସିବ ବୋଲି କୁହାଯାଉଛି। ଏହି ଆଶଙ୍କା...




















