ଚାଷୀ ଆନ୍ଦୋଳନର ବଡ଼ ଚେହେରା ରାକେଶ ଟିକାୟତ – ୪୪ ଥର ଯାଇଛନ୍ତି ଜେଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଷୀ ଆନ୍ଦୋଳନରେ ସବୁଠାରୁ ଅଧିକ ଚର୍ଚ୍ଚାକୁ ଆସିଛନ୍ତି ଚାଷୀ ନେତା ରାକେଶ ଟିକାୟତ। ଚାଷୀଙ୍କୁ ଦୀର୍ଘ ୨ ମାସ ହେଲା ଦିଲ୍ଲୀ ସୀମାରେ ଏକାଠି ବସାଇବାରେ ତାଙ୍କର ରହିଛି ବଡ଼ ଭୂମିକା।...
ଫେବ୍ରୁଆରି ୧୮ରୁ ବିଧାନସଭାର ବଜେଟ ଅଧିବେଶନ
ଓଡ଼ିଶାଲାଇଭ ବ୍ୟୁରୋ
ଫେବ୍ରୁଆରି ୧୮ରୁ ଆରମ୍ଭ ହେବ ବିଧାନସଭା ବିଜେଟ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବିଧାନସଭାରେ ନିଜର ଅଭିଭାଷଣ ରଖିବେ।
ଏହାପରେ ଫେବ୍ରୁଆରି ୨୨ରେ ବର୍ଷ ୨୦୨୧ - ୨୨...
ପଶ୍ଚିମବଙ୍ଗରୁ ଆସାମ – ନିର୍ବାଚନ ହେବାକୁ ଥିବା ୪ ରାଜ୍ୟକୁ ମିଳିଲା ସ୍ପେଶାଲ ଉପହାର
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋଦୀ ସରକାର ୨୦୨୧-୨୨ ସାଧାରଣ ବଜେଟରେ ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟ ପାଇଁ ସ୍ପେଶାଲ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ୪ ରାଜ୍ୟର ‘ରୋଡ୍ ଇନଫ୍ରାଷ୍ଟକଚର’ ପାଇଁ ୨.୨୭ କୋଟି...
ବଜେଟରେ ନିର୍ମଳା ଖୋଲିଲେ ଶିକ୍ଷା ପେଡ଼ି – ଦେଶରେ ଖୋଲିବ ଆଉ ୧୦୦ ସୈନିକ ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଜେଟ୍ ୨୦୨୧-୨୨ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶିକ୍ଷା କ୍ଷେତ୍ର ଉପରେ ଫୋକସ୍ କରିଛନ୍ତି। ଦେଶରେ ଆଉ ୧୦୦ନୂଆ ସୈନିକ ସ୍କୁଲ ସ୍ଥାପନ ହେବ। ପିପିଡି ମୋଡରେ ଏହି ସ୍କୁଲ ପ୍ରତିଷ୍ଠା...
ସଂସଦ ବଜେଟ ଅଧିବେଶନ – ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ୧୬ ବିରୋଧୀ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାରଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ବଜେଟ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମଳିତ ଅଧିବେଶନକୁ ସମ୍ବୋଧିତ କରିବେ। ତେବେ ଆସନ୍ତାକାଲି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ...
ଆଜିର ରାଶିଫଳ – (୨୮ ଜାନୁଆରି ୨୦୨୧, ଗୁରୁବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।
ତିଥି ଓ ପର୍ବ-ଦିବସ: ଗୁରୁବାର ପୌଷ ଶୁକ୍ଳ ପୂର୍ଣ୍ଣିମା ରାତ୍ରି ୧୨:୪୬:୧୦ ଗତେ ମାଘ କୃଷ୍ଣ...
ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୨୭ ଜାନୁଆରି ୨୦୨୧, ବୁଧବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।
ତିଥି ଓ ପର୍ବ-ଦିବସ: ବୁଧବାର ପୌଷ ଶୁକ୍ଳ ଚତୁର୍ଦ୍ଦଶୀ ରାତ୍ରି ୦୧:୧୭:୪୧ ଗତେ ପୂର୍ଣ୍ଣିମା ତିଥି। ମିଥୁନଚନ୍ଦ୍ର ରାତ୍ରି ୦୯:୪୨ ଗତେ କର୍କଟଚନ୍ଦ୍ର। ପୁନର୍ବସୁ...
ସୁନ୍ଦରଗଡ଼ ଜିଲ୍ଲା ଆଜି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି: ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ସ୍ଥିତ ରିଜର୍ଭ ପୋଲିସ ପଡ଼ିଆଠାରେ ମଙ୍ଗଳବାର ଦିନ କୋଭିଡ୍ ସତର୍କତା ଭିତରେ ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା...
ଦିନକ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି ଗୋସ୍ୱାମୀ
ଓଡ଼ିଶାଲାଇଭ୍ ବ୍ୟରୋ
ଜାନୁଆରି ୨୪, ଅର୍ଥାତ ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ହରିଦ୍ୱାରର ସୃଷ୍ଟି ଗୋସ୍ୱାମୀ ଦିନକ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ। ଉତ୍ତରାଖଣ୍ଡର ‘ବାଲ୍ ସଂରକ୍ଷଣ ଆୟୋଗର’ ଅଧ୍ୟକ୍ଷା ଉଷା...
ସେରମ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ, ୫ ଜଣଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟରେ ହୋଇଥିବା ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୯ ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା...




















