କଂଗ୍ରେସର ୭ ସାଂସଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କଲେ ବାଚସ୍ପତି
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସର ୭ ଜଣ ସାଂସଦଙ୍କ ଉପରେ ଲାଗିଥିବା ନିଲମ୍ବନ ପ୍ରତ୍ୟାହାର କଲେ ବାଚସ୍ପତି ଓମ ବିର୍ଲା। ଗୃହରେ ଏନେଇ ସ୍ୱତନ୍ତ୍ର ପ୍ରସ୍ତାବ ଆଣିବା ପରେ ବାଚସ୍ପତି ସାଂସଦମାନଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର...
ରାଜ୍ୟସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ୪ ବିଜେଡି ପ୍ରାର୍ଥୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ୪ ବିଜେଡି ପ୍ରାର୍ଥୀ। ଆଜି ବିଧାନସଭାରେ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ବିଜେଡି ରାଜ୍ୟସଭା ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ...
ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୁଧବାରଠୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସରକାର...
ଗୁଗଲରେ ସର୍ଚ୍ଚ କରନ୍ତୁନି ଏହି କଥା – ଆକାଉଣ୍ଟରୁ ଶୂନ ହୋଇଯିବ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକାଲି ଅନେକ ଲୋକ ଯେକୌଣସି ଜିନିଷ ଖୋଜି ପାଇବାକୁ ଗୁଗଲର ସାହାଯ୍ୟ ନେଉଛନ୍ତି। ଏହାଦ୍ୱାରା ଲୋକମାନେ ଅନେକ ସୁବିଧାସୁଯୋଗ ପାଇବା ସହ ଅନେକ ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ଏପରିକି ଏହାଦ୍ୱାରା...
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଦେବନି ବିଜେପି!
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଦେବନି ବିଜେପି। ଦଳ ପାଖରେ ଆବଶ୍ୟକୀୟ ସଂଖ୍ୟା ନଥିବା ହେତୁ ଦଳ ଏଥର ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବା ନେଇ କୌଣସି ନିଷ୍ପତ୍ତି ନେଇନି। ଏନେଇ...
ନବୀନଙ୍କ ମହିଳା କାର୍ଡ – ମୟୂରଭଞ୍ଜରୁ ରାଜ୍ୟସଭା ଯିବେ ମମତା
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ରାଜ୍ୟସଭା ନିର୍ବାଚନ ପାଇଁ ମହିଳା କାର୍ଡ ଖେଳିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସବୁ ପ୍ରସଙ୍ଗରେ ମହିଳାମାନଙ୍କୁ ଗୁରୁତ୍ୱ ଦେଉଥିବା ନବୀନ ରାଜ୍ୟସଭା ନିର୍ବାଚନରେ ମଧ୍ୟ ସେହି...
କୋରୋନା ଡର: ମନ୍ତ୍ରୀ ଓ ଅଫିସରଙ୍କୁ ବିଦେଶ ନଯିବାକୁ ନବୀନଙ୍କ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ରହିଛି। ଦିନକୁ ଦିନ କୋରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
କୋରୋନା ଭାଇରସ ପାଇଁ ହୋଲି ପାଳିବେନି ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରାବିଶ୍ୱରେ ମହାମାରୀ ସୃଷ୍ଟି କରିଥିବା ପ୍ରାଣଘାତୀ କୋରୋନା ଭାଇରସ ପାଇଁ ଏଥର ହୋଲି ପାଳିବେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଳିତ ବର୍ଷ କୌଣସି ହୋଲି ମିଳନ ପର୍ବରେ ସେ ଯୋଗ ଦେବେନି।...
ମାର୍ଚ୍ଚ ୨୪ରେ ରିଲିଜ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ସୂର୍ଯ୍ୟବଂଶୀ' ମାର୍ଚ୍ଚ ୨୪ରେ ରିଲିଜ ହେବାକୁ ଯାଉଛି। ସୋମବାର ଫିଲ୍ମର ଟିଜର ରିଲିଜ ହେବା ସହିତ ରିଲିଜ୍ ତାରିଖ ମଧ୍ୟ ସାମ୍ନାକୁ ଆସିଛି।...
ମନଖୋଲି ହସିଲେ ହୋଇନଥାଏ ଏହି ସମସ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିଦିନ ଜୀବନରେ ହସିବା ନିହାତି ଆବଶ୍ୟକ। କିଛି ସମୟ ହସିଲେ ଅନେକ ଚିନ୍ତାରୁ କିଛି ସମୟ ପାଇଁ ମକ୍ତି ମିଳିଥାଏ। ହସ ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ ବୋଲି ଡାକ୍ତରମାନେ ପରାମର୍ଶ...





















