ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଦଶମ ଶତାଦ୍ଦୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ, ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଉଦଘାଟିତ ହୋଇଛି। ଶିବ ବନ୍ଦନାରୁ ପ୍ରଥମ ସଂଧ୍ୟା ଆରମ୍ଭ ହୋଇଥିଲା। ଏହା ସହିତ ନୃତ୍ୟ ଶିଳ୍ପୀ ସୂରୁପା...

ଆଜିଠୁ ବିଶ୍ଵ ପୁସ୍ତକ ମେଳା ଆରମ୍ଭ, ଦିବ୍ୟାଙ୍ଗଙ୍କ ପ୍ରତିଭା ସହ ଜଡ଼ିତ ହେବେ ପାଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀରେ ବିଶ୍ଵ ପୁସ୍ତକ ମେଳା ଜାନୁଆରୀ ୫ରୁ ଆରମ୍ଭ ହୋଇ ଜାନୁଆରୀ ୧୩ରେ ସରିବ। ଶନିବାରଠାରୁ ଦିଲ୍ଲୀରେ ବିଶ୍ଵ ପୁସ୍ତକ ମେଳା ଆରମ୍ଭ ହୋଇଛି। ଚଳିତ ବର୍ଷ ପୁସ୍ତକ ପ୍ରଦର୍ଶନୀର ୨୭ତମ ସଂସ୍କରଣ।...

ସଂସଦରେ ପୁଣି ଆଖି ମାରିଲେ ରାହୁଲ, କ୍ୟାମେରାରେ ହେଲା କଏଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭାରେ ଆଜି ବହୁ ବିବାଦୀୟ ରାଫେଲ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଗରମାଗରମ ବିତର୍କ ଦେଖିବାକୁ ମିଳିଛି। ଜଣେ ଅନ୍ୟ ଜଣଙ୍କ...

ବାରିପଦା ଯିବେନି ନବୀନ, ପୁରୀରେ କରିବେ ମହିଳା ସମାବେଶ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆସୁଛନ୍ତି ବାରିପଦା। ୪ ହଜାର ୫୦୦ କୋଟି ଟଙ୍କାର ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। ଏହା ସମ୍ପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ। ହେଲେ ଏହି...

ମହାକାଳପଡ଼ାର ସେହି କାଳ ରାତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତିଦିନ ପରି ବୁଧବାର ଜଗସିଂହପୁର ଜିଲ୍ଲା କୁଜଙ୍ଗ ଥାନା ହସିଂଣା ଗାଁର ଲୋକେ ଜଗସିଂହପୁର ଜିଲ୍ଲାର ଭୁତମୁଣ୍ଡାଇ ପୋଲ ତଳୁ ମହାନଦୀ ବାଟଦେଇ ବତୀଘର ନଦୀରେ ପଶି ଚଟକା ମୁହାଁଣରେ ପହଞ୍ଚି...

ବଲିଉଡ ବିଗ୍ ବଜେଟ୍ ସିନେମା ବକ୍ସ ଅଫିସରେ ଫୁସ୍

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍‌ ବ୍ୟୁରୋ ୨୦୧୮ରେ ବଲିଉଡରେ ଏମିତି କିଛି ବଡ଼ ଫିଲ୍ମ ରିଲିଜ୍ ହୋଇଥିଲା, ଯାହା ଦର୍ଶକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଥିଲା। ଏସବୁ ଫିଲ୍ମ ରିଲିଜ୍ ହେବା ଆଗରୁ ଦର୍ଶକ ତାଙ୍କୁ ଦେଖିବାକୁ...

ବର୍ଷ ପୂରିଲା – କ’ଣ କରିବେ ବିଜୟ-ଦିଲ୍ଲୀପ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟଙ୍କ ଆଗାମୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର। '୨୦୧୯ରେ ଓଡ଼ିଶା ରାଜନୀତି ଦେଖିବ ନୂଆ ସକାଳ' - ବିଜେପିରୁ ଇସ୍ତଫା ଦେବା ପରେ ଏହା ଥିଲା...

ଆଜିର ବଡ଼ ଖବର (ଜାନୁଆରୀ ୦୨, ୨୦୧୯)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବା ପାଇଁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ 'ଆଜିର ବଡ଼ ଖବର'। ଆହୁରି ୨୪ ଘଣ୍ଟା ଶୀତ, ଭୁବନେଶ୍ୱରରେ ପାରଦ ୧୦ ଡିଗ୍ରୀ ତଳେ ଓଡ଼ିଶାରେ ଆହୁରି ୨୪...

୨୦୧୮ରେ ବାବୁସାନଙ୍କୁ ପଛରେ ପକାଇଲେ ଜ୍ୟୋତି, ବାଜିମାତ କଲେ ଏଲିନା

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡରେ ୨୦୧୮ରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହେଲା। ପ୍ରତିବର୍ଷ ଭଳି ଏ ବର୍ଷ ବି ନାୟକମାନଙ୍କ ମଧ୍ୟରେ ଜବରଦସ୍ତ ଟକ୍କର୍ ଦେଖିବାକୁ ମିଳିଥିଲା। ଏହି ବର୍ଷ ବାବୁସାନ୍...

ମହାରଥୀଙ୍କ ଘର ଉପରକୁ ମହିଳା କଂଗ୍ରେସର ଅଣ୍ଡା ଓ ଟମାଟୋ ମାଡ଼

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ବହୁ ଚର୍ଚ୍ଚିତ ପିପିଲି ପୀଡିତାଙ୍କୁ ନେଇ ପ୍ରଦୀପ ମହାରଥୀ ଦେଇଥିବା ପ୍ରତିକ୍ରିୟାକୁ ବିରୋଧ କରାଯାଇଛି। ମହିଳା କଂଗ୍ରେସ ପକ୍ଷରୁ ତାଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ କରାଯାଉଛି। ଶତାଧିକ ମହିଳା ଏକାଠି...