ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ଜୋର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ଜୋର ଧରିଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ଏହି ଦାବି କରି ସୋମବାରଠୁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବଲାଙ୍ଗିର...

୩୪ଟଙ୍କାର ପେଟ୍ରୋଲ କେମିତି ବିକାଯାଉଛି ୭୧ଟଙ୍କାରେ ସଂସଦରେ ସରକାର ଜଣାଇଲେ ପୂରା ଗଣିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯଦି ପେଟ୍ରୋଲରୁ ଟିକସ ଏବଂ ଡିଲର କମିସନ୍ ହଟାଇ ଦିଆଯାଏ ତାହାଲେ ଗ୍ରାହକମାନେ ପାଖାପାଖି ଅଧା ମୂଲ୍ୟରେ ପେଟ୍ରୋଲ ଓ ଡିଜେଲ  କିଣିବାରେ ସୁଯୋଗ ପାଇ ପାରନ୍ତେ। ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ...

ସମ୍ବଲପୁର ବୋର୍ଡ ଅଫିସ୍‌ରେ ନିଆଁ ଲଗାଇଲେ ଦୁର୍ବୃତ୍ତ – ୨ ବାଇକ୍‌ ସହ ଜଳିଗଲା ଦରକାରୀ କାଗଜପତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୁଧବାର ସମ୍ବଲପୁର ବୋର୍ଡ ଅଫିସ୍‌ରେ ନିଆଁ ଲଗାଇଲେ ଦୁର୍ବୃତ୍ତ,୨ ବାଇକ୍‌ ସହ ଜାଳିଦେଲେ ଅଫିସ୍‌ର ଦରକାରୀ କାଗଜପତ୍ର। ମାଧ୍ୟମିକ ଶିକ୍ଷା ପରିଷଦର ସମ୍ବଲପୁର ଶାଖା କାର୍ଯ୍ୟାଳୟରେ ବୁଧବାର କିଛି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବାର...

କୃଷ୍ଣପ୍ରସାଦ ବ୍ଲକରେ ପୁଣି ବାର୍ଡ ଫ୍ଲୁ, କୁକୁଡ଼ା ମରା ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ବିଭିନ୍ନ ଗାଁରେ ପୁଣି କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି। ଗାଁରେ ପୁଣିଥରେ ବାର୍ଡଫ୍ଲୁ ଚିହ୍ନଟ ହେଉଥିବାରୁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅଛନ୍ତି। ରାମଲେଙ୍କା ଗାଁର ଏକ...

ଢିଲା ମାରିଛି ରାଜ୍ୟ ସରକାର : ଏନସିପିସିଆର

  ଓଡ଼ିଶାଲାଇଭ ବ୍ୟୁରୋ ଢେଙ୍କାନାଳ ବେଲଟିକିରି ସେଲଟର ହୋମ ନିର୍ଯାତନା ଘଟଣାରେ ତଦନ୍ତ ଜାରି ରଖିଛନ୍ତି ଜାତୀୟ ଶିଶୁ ସୁରକ୍ଷା ଆୟୋଗ। କେନ୍ଦ୍ରୀୟ ଟିମର ତଦନ୍ତରୁ ଅନେକ ତଥ୍ୟ ସାମ୍ନାକୁ ଆସୁଛି। ଏନସିପିସିଆର ସଦସ୍ୟ ୟଶୱନ୍ତ ଜୈନ ଗଣମାଧ୍ୟମକୁ ସୂଚନା...

କିଏ ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ? ନିଷ୍ପତ୍ତି ନେବେ ରାହୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ରାହୁଲଙ୍କୁ ମିଳିଲା ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଚୟନ କରିବା ଦାୟିତ୍ଵ। ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବେ ସେ ଦାୟିତ୍ଵ ରାହୁଲ ଗାନ୍ଧିଙ୍କୁ ଦିଆଯାଇଛି। ବୁଧବାର ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି...

NALCO’s Mines division bags rich haul of awards at Mines Safety Week

 OdishaLIVE Bureau Panchapatmali Bauxite Mines of National Aluminium Company (NALCO), a Navratna PSU, under Ministry of Mines, bagged a rich haul of awards in multiple...

ଛାତ୍ର ସମାଜ ପାଇଁ ଉଦାହରଣ ପାଲଟିଲେ କରିଲୋପାଟଣା ପୁରାତନ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁ ଶିଷ୍ୟ ସମ୍ପର୍କର ପୁନରୁଦ୍ଧାର କଲେ କେନ୍ଦ୍ରପଡ଼ା, କରିଲୋପାଟଣା ଜୟରାମ ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀ। ଦିନକୁ ଦିନ ଦୂରେଇ ଦୂରେଇ ଯାଉଛି ଗୁରୁଶିଷ୍ୟର ସମ୍ପର୍କ। ହେଲେ ପରିବର୍ତ୍ତନଶୀଳ ଏହି ଶିକ୍ଷକ ଛାତ୍ରଙ୍କ ସମ୍ପର୍କକୁ ପୁଣି...

ମହାକାଳପଡ଼ାରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ ବ୍ୟୁରୋ “ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ଆମେ ବଦ୍ଧପରିକର। ଏହି ପ୍ରକଳ୍ପ ଆପଣଙ୍କ ପିଇବା ପାଣି ସମସ୍ୟା ଦୂର କରିବ। ବିକାଶ ପାଇଁ ବିଜେଡି ସବୁବେଳେ ଗୁରୁତ୍ଵ ଦେଉଛି। ସରକାରଙ୍କ ଅନେକ ଯୋଜନା...

ବୁଲନ୍ଦସହର ହିଂସାକାଣ୍ଡ – ୪ ଗିରଫ, ୭ ଜଣଙ୍କ ନାଁରେ ଏତଲା

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଲନ୍ଦସହର ହିଂସାକାଣ୍ଡରେ ବଳି ପଡ଼ିଲେ ପୋଲିସ୍ ଅଧିକାରୀ ସୁବୋଧ କୁମାର। ବୁଲନ୍ଦସହର ହିଂସାକାଣ୍ଡରେ ପୋଲିସ୍ ୪ଜଣଙ୍କୁ ଗିରଫ କରିଛି। ଏହି ସୂଚନା ଦେଇଛନ୍ତି ଉତ୍ତରପ୍ରଦେଶ ପୋଲିସ୍ ଏଡିଜି ଆନନ୍ଦ କୁମାର। ଘଟଣାରେ ମୋଟ...