ଓଡ଼ିଶା ମୁହାଁ ‘ଫନି’ – ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷିବ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=f9FPaW0y4qk] ଭୟଙ୍କର ରୂପ ନେଇ ଓଡ଼ିଶାର ଉପକୂଳ ଆଡ଼କୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫନି’। ଉତ୍ତର ପଶ୍ଚିମ ଦିଗ ଦେଇ ଓଡ଼ିଶା ଆଡ଼କୁ ମୁହାଁଇଛି ଫନି। ପୁରୀଠାରୁ ୬୬୦...
ପାଣିପାଗ ବିଭାଗ ପକ୍ଷରୁ ଜାରି ଗ୍ରୀନ, ରେଡ, ୟେଲୋ , ଅରେଞ୍ଜ ଆଲର୍ଟର ଅର୍ଥ କ’ଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଣିପାଗ ସମ୍ବନ୍ଧିତ ସମସ୍ୟାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ଆଲର୍ଟ ଜାରି କରାଯାଇଥାଏ। ଏହି ଆଲର୍ଟ ବିଭିନ୍ନ ରଙ୍ଗର ନାମରେ ଜାରି ହୋଇଥାଏ ଯେମିତିକି ଗ୍ରୀନ ଆଲର୍ଟ, ରେଡ୍...
ଫନି ପାଇଁ ସିଏମସି ତତ୍ପର – ଜଳ ନିଷ୍କାସନ ପାଇଁ ୨୫୦ରୁ ଅଧିକ ପମ୍ପ୍ ମହଜୁଦ
ଓଡ଼ିଶାଲାଇଭ୍ ବ୍ୟୁରୋ
(କଟକରୁ ପ୍ରଣବ କୁମାର ନନ୍ଦୀ): ସାମୁଦ୍ରିକ ଝଡ଼ ଫନି ଏବେ ଓଡ଼ିଶା ମୁହାଁ ହୋଇଛି। ଏହାର ପ୍ରଭାବରେ କଟକରେ ବର୍ଷା ଓ ପବନ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ...
‘ଫନି’ ମାନେ ସାପ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗର କୂଳରେ ଯେଉଁ ବାତ୍ୟାଟି ଏହିକ୍ଷଣି ଭୟର ବାତାବରଣ ସୃଷ୍ଟି କରିଛି ଜାଣନ୍ତୁ ତାହାର ନାମ ଅନୁସାରେ କାମ। ଫୋନିର ଅର୍ଥ ହେଲା ସାପ। ଉତ୍ତର ହିନ୍ଦମହାସାଗରରୁ ସୃଷ୍ଟି ହୋଇଥିବା ଏହି...
ଆସୁଛି ‘ଫନି’ – ୧୧ ଆଇପିଏସ୍ ଅଫିସରଙ୍କୁ ୧୧ ଜିଲ୍ଲାର ଦାୟିତ୍ୱ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ‘ଫନି’ର ମୁକାବିଲା ପାଇଁ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର। ବାତ୍ୟାରେ ଯେମିତି କିଛି କ୍ଷୟ କ୍ଷତି ନହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବାତ୍ୟା ପ୍ରଭାବିତ...
ଆସୁଛି ବାତ୍ୟା ‘ଫନି’ – ୯ ଜିଲ୍ଲା ପାଇଁ ନିଯୁକ୍ତି ହେଲେ ୧୨ ଆଇଏଏସ ଅଫିସର
ଓଡ଼ିଶାଲାଇଭ ବ୍ୟୁରୋ
ବାତ୍ୟା ‘ଫନି’ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଜୋର କରିଛନ୍ତି। ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ୧୨ଜଣ ଆଇଏଏସଙ୍କୁ ୯ ଜିଲ୍ଲାର ଦାୟିତ୍ୱ ମିଳିଛି। ପୁରୀ ଜିଲ୍ଲା ପାଇଁ...
‘ଫନି’ ଲାଗି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ଼ ‘ଫନି’। ମେ’ ୩ ଅପରାହ୍ଣରେ ଲ୍ୟାଣ୍ଡଫଲ କରିବ ‘ଫନି’। ଏବେ ବାତ୍ୟା ଘଣ୍ଟାକୁ ୧୦ କିଲୋମିଟର ବେଗରେ ଓଡ଼ିଶା ଆଡ଼େ ମାଡ଼ି ଆସୁଛି। ସମ୍ଭାବ୍ୟ...
‘ଫନି’ Update @2PM
ଓଡ଼ିଶାଲାଇଭ୍ ବ୍ୟୁରୋ
ସାମୁଦ୍ରିକ ଝଡ଼ ‘ଫନି’କୁ ନେଇ ପଢ଼ନ୍ତୁ ଗୁରୁତ୍ୱପୂର୍ଣ୍ଣ ଖବର।
‘ଫନି’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି
‘ଫନି’ ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି। ସମ୍ଭାବ୍ୟ ବାତ୍ୟା ପୁରୀ, ଖୋର୍ଦ୍ଧା,...
‘ଫନି’ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=e4EQJyKbJm0
‘ଫନି’ ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ଅଛନ୍ତି। ସମ୍ଭାବ୍ୟ ବାତ୍ୟା ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ଗଞ୍ଜାମରେ ଏହାର ପ୍ରଭାବ ଅଧିକ ପଡ଼ିବ।...
‘ଫନି’ ପାଇଁ କେମିତି ରହିବେ ସତର୍କ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୟଙ୍କର ରୂପ ନେଇ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଫନି’। ଯାହାପାଇଁ ସାରାରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ଫନି’। ‘ଫନି’...



















