Birthday Special: ଦିନେ ଭୋକରେ ରହି, ଷ୍ଟେସନରେ ରାତି କାଟୁଥିଲେ ମିଥୁନ ଚକ୍ରବର୍ତ୍ତୀ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଦିନ ଥିଲା ମିଥୁନ୍‍ ଚକ୍ରବର୍ତ୍ତୀ ଷ୍ଟେସନରେ ରାତି କାଟୁଥିଲେ। ପାଖରେ ପଇସା ନଥିବାରୁ ଦିନେ ଦିନେ ଉପାସରେ ରହୁଥିଲେ। ହେଲେ ସମୟର ମୋଡ଼ ବଦଳିଗଲା। ଭୋକ ଉପାସରେ ଦିନ କାଟୁଥିବା...

ଆସୁଛି ପୌର ଭୋଟ୍, ଯୁବ ଭୋଟରଙ୍କ ଉପରେ ବିଜେଡିର ଆଖି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପୌର ଭୋଟ ପାଇଁ ଯୁବ ଭୋଟରଙ୍କୁ ସଭ୍ୟ କରୁଛି ବିଜେଡି। (ଭୁବନେଶ୍ୱରରୁ ସରୋଜ ମହାପାତ୍ର):୧୧୨ ଆସନ ପାଇଁ ଓଡ଼ିଶାରେ ସରକାର ଗଠନ କରିବା ପରେ ବିଜେଡି ଏବେ ପୌର ଭୋଟକୁ ଯିବା...

ବାର୍ଥ ଡେ’ ସ୍ପେଶାଲ: ବଲିଉଡର ବ୍ୟାଡମ୍ୟାନ ଶକ୍ତି କପୁରଙ୍କ ଓଲିଉଡରେ କମାଲ୍

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅଶି ଦଶକରେ  କେତେକ ହିନ୍ଦୀ ସିନେମା ମୁକ୍ତିଲାଭ କରିଥିଲା, ଯେଉଁଥିରେ ଦର୍ଶକ ପ୍ରାୟତଃ ପ୍ରଖ୍ୟାତ ଚରିତ୍ର ଅଭିନେତା କାଦର ଖାନଙ୍କ ସହିତ ଶକ୍ତି କପୁରଙ୍କୁ ଦେଖିବାକୁ ପାଉଥିଲେ। ନିଜର ଦମଦାର ଖଳନାୟକ...

ନୟାଗଡ଼ର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେଲେ ସ୍ଵଧାଦେବ ସିଂ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ସ୍ଵଧାଦେବ ସିଂ। ବୁଧବାର ଦିନ ପୂର୍ବତନ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ନୂତନ ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କୁ...

ସୋଆ ପ୍ରତିଷ୍ଠାତାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ଆରଏସ୍‌ଏସ୍ ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ସୋମବାର ଦିନ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ଅଖିଳ ଭାରତୀୟ ସମ୍ପର୍କ...

ଗୁଗଲ ଡୁଡଲରେ ଷ୍ଟିଭ୍‌ ଇର୍‌ୱିନ୍‌ – ଜନ୍ମ ଦିନର ଶୁଭେଚ୍ଛା ଜଣାଇଲା ଗୁଗଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଷ୍ଟିଭ୍‌ ଇର୍‌ୱିନ୍‌, ଏହି ନାଁ ଶୁଣିଲେ ଅବଶ୍ୟ ଆପଣ ଜାଣି ପାରିବେନି, କିନ୍ତୁ ଉପରୋକ୍ତ ଫଟୋ ଦେଖିଲେ ନିଶ୍ଚୟ ଜାଣି ପାରୁଥିବେ। କ୍ରୋକୋଡାଇଲ ହଣ୍ଟର୍‌ ବା କୁମ୍ଭୀର ଶିକାରୀ ନାମରେ ଷ୍ଟିଭ୍‌...

ଆରପାରିରେ ବର୍ଷିୟାନ ଆକ୍ଟର କାଦର ଖାନ

 ଓଡ଼ିଶାଲାଇଭ୍ ବ୍ୟୁରୋ କାଦର ଖାନଙ୍କ ପରଲୋକରେ ବଲିଉଡ ଜଗତରେ ସୃଷ୍ଟି ହୋଇଛି ଏକ ଅପୂରଣୀୟ କ୍ଷତି। ବର୍ଷିୟାନ ଆକ୍ଟର କାଦର ଖାନଙ୍କ ମଙ୍ଗଳବାର ପରଲୋକ ଘଟିଛି। ୮୧ ବର୍ଷ ବୟସରେ କାଦର ଶେଷ ନଶ୍ଵାସ ତ୍ୟାଗ କରିଛନ୍ତି।...

ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବାଙ୍କ ଦେହାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଉପକଣ୍ଠ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ମିଶ୍ର ଓରଫ ସୁର ବାବାଙ୍କ ଦେହାନ୍ତ ହୋଇଛି। ଅସୁସ୍ଥତା ଯୋଗୁ ଦୀର୍ଘ ଦିନ ହେଲା ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ...

ଆର୍‌ଟିଆଇଆଇସିଏସ୍ ହସ୍ପିଟାଲ ପକ୍ଷରୁ ଅଙ୍ଗଦାନ ଏବଂ ପ୍ରତିରୋପଣ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ଵେଚ୍ଛାକୃତ ଅଙ୍ଗଦାନ ପ୍ରତି ଜାଗରଣ ସୃଷ୍ଟି କରିବା ପାଇଁ ଭୁବନେଶ୍ଵର ରବିନ୍ଦ୍ରନାଥ ଟାଗୋର୍ ଇଣ୍ଟରନ୍ୟାସ୍‌ନାଲ୍ ଇଷ୍ଟିଟ୍ୟୁଟ୍ ଅଫ୍ କାର୍ଡିଆକ୍ ସାଇନ୍ସି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ...

ଅଗ୍ରଣୀ ମିଡିଆ କମ୍ପାନିରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି: ଡିସେମ୍ବର ୨୫ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗତ ୨୦୧୨ ମସିହାରୁ ଭୁବନେଶ୍ୱରଠାରେ ପ୍ରତିଷ୍ଠିତ ମିଡିଆ କମ୍ପାନି ‘ଓଡ଼ିଶାଲାଇଭ୍‌’ (ଏକାଡେମି ଫର ମିଡିଆ ଲର୍ଣ୍ଣଂ ପ୍ରାଇଭେଟ୍‌ ଲିମିଟେଡ୍‌) ପାଇଁ ବିଭିନ୍ନ ପଦବୀରେ ନିଯୁକ୍ତି ସୁଯୋଗ ଘୋଷଣା କରାଯାଇଛି। କମ୍ପାନିର ନ୍ୟୁଜ୍‌ ମିଡିଆ...