ବିଜେଡି ପ୍ରତିଷ୍ଠା ଦିବସରେ ନବୀନ କାହିଁକି କହିଲେ ‘ମୋ ଉପରେ ପାର୍ଟି ନିର୍ଭରଶୀଳ ନୁହେଁ’?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପ୍ରତିଷ୍ଠା ଦିବସରେ ନବୀନଙ୍କ ମନ୍ତବ୍ୟକୁ ନେଇ ରାଜନୀତି ପାଣିପାଗ ଗରମ। ‘‘ମୋ ଉପରେ ପାର୍ଟି ନିର୍ଭରଶୀଳ ନୁହେଁ। କୌଣସି ନେତାଙ୍କ ଉପରେ ବି ପାର୍ଟି ନିର୍ଭରଶୀଳ ନୁହେଁ’’, ପ୍ରତିଷ୍ଠା ଦିବସରେ ବିଜେଡି...

କରୋନା ସ୍ଥିତି ଗମ୍ଭୀର – କେମିତି ସୁରକ୍ଷିତ ରହିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଏବେ କରୋନା ସ୍ଥିତି ଗମ୍ଭୀର। ଯେଉଁଭଳି ହାରରେ ସଂକ୍ରମଣ ବଢ଼ୁଛି ଆଗକୁ ସ୍ଥିତି ଆହୁରି ଖରାପ ହୋଇପାରେ। ଏଭଳି ସଙ୍କଟ ବେଳେ ନିଜକୁ କେମିତି ସତର୍କ ଏବଂ ସୁରକ୍ଷିତ ରଖିବେ...

ବିଗ୍ ବଜେଟ ଫିଲ୍ମ ‘ଆଦିପୁରୁଷ୍’ର ସୁଟିଂ ଆରମ୍ଭ କଲେ ପ୍ରଭାସ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସାଉଥ୍‌ ସୁପରଷ୍ଟାର ପ୍ରଭାସ ଓ ବଲିଉଡ ଅଭିନେତା ସୈଫ୍‌ ଅଲ୍ଲୀ ଖାନ ନିଜର ବିଗ୍‌ ବଜେଡ ଫିଲ୍ମ ‘ଆଦିପୁରୁଷ’ର ସୁଟିଂ ଆରମ୍ଭ କରିଛନ୍ତି। ପ୍ରଭାସ ନିଜେ ଟୁଇଟ କରି ଫ୍ୟାନ୍ସମାନଙ୍କୁ...

ନୂଆ ଦଳ ଗଢ଼ିବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନୂଆ ଦଳ ଗଢ଼ିବାକୁ ଯାଉଛନ୍ତି। ନିର୍ବାଚନ କମିଶନଙ୍କ ଅନୁମୋଦନ ପରେ ନୂଆ ପାର୍ଟିର ନାଁ ଘୋଷଣା କରିବେ ବୋଲି ବୁଧବାର ଏକ ସାମ୍ବାଦିକ...

ପରଦାରେ ଓଲିଉଡ ଅଭିନେତ୍ରୀଙ୍କୁ ଏହି ଚରିତ୍ରରେ ପସନ୍ଦ କରିନଥିଲେ ଦର୍ଶକ

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡର ତିନି ଲୋକପ୍ରିୟ ଅଭିନେତ୍ରୀ ହେଲେ ମହାଶ୍ୱେତା, ଅପରାଜିତା ଓ ଅନୀତା ଦାସ। ହେଲେ ଜାଣନ୍ତି କି ଏହି ପପୁଲାର ନାୟିକାଙ୍କୁ କେଉଁ ଚରିତ୍ରରେ ଦର୍ଶକମାନେ ପସନ୍ଦ କରିନଥିଲେ। ମହାଶ୍ୱେତା ‘ଶେଷ ଶ୍ରାବଣ’ରୁ...

ବାଲିମେଳା ଜଳଭଣ୍ଡାରର ଦୁଇଟି ଗେଟ୍ ଖୋଲିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଲକାନଗିରି: ଆସନ୍ତାକାଲି ସକାଳ ୧୦ଟାରେ ଖୋଲିବ ବାଲିମେଳା ଜଳଭଣ୍ଡାରର ଦୁଇଟି ଗେଟ୍। ଡ୍ୟାମରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି...

ଜଳ ସଙ୍କଟ – ୨୦୫୦ ବେଳକୁ ୫୦୦ କୋଟି ଲୋକଙ୍କୁ ମିଳିବନି ପିଇବା ପାଣି!

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱରେ ଦିନକୁ ଦିନ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଆସନ୍ତା ୨୦୫୦ ମସିହା ସୁଦ୍ଧା ବିଶ୍ୱର ପ୍ରାୟ ୫୦୦ କୋଟି ଲୋକ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେ। ଜାତିସଂଘର...

ଭୁବନେଶ୍ୱର ରେଳ ଷ୍ଟେସନ ହେବ ବିଶ୍ୱସ୍ତରୀୟ – ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ ରୂପ ନେବାକୁ ଯାଉଛି ଭୁବନେଶ୍ୱର ରେଳ ଷ୍ଟେସନ। ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ହେବା ସହ ଏହାକୁ ବିଶ୍ୱସ୍ତରୀୟ କରିବା ଲାଗି ଗୁରୁବାର ଦିନ ଭୂମି ପୂଜନ କରିଛନ୍ତି କେନ୍ଦ୍ର...

ଋଣ ମାଗୁଛି ପାକିସ୍ତାନ!

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/FE_3xzlkYpw ଭାରତ ସହ ଯୁଦ୍ଧ କରିବାକୁ ଆଉ ନାହିଁ ପାକିସ୍ତାନ ପାଖରେ ଆର୍ଥିକ ସମ୍ବଳ। ବିଶ୍ୱ ଆଗରେ ଋଣ ପାଇଁ ଗୁହାରି କରୁଛି ପାକିସ୍ତାନ। ପହଲଗାମ୍‌ ଆକ୍ରମଣର ଜବାବରେ ଭାରତ ଜାରି ରଖିଥିବା...

ଜରିମାନା ନେଇ ପାନେ ପାଇଲେ ପୋଲିସ ବାବୁ

ଓଡ଼ିଶାଲାଇଭ ବ୍ୟୁରୋ ବିଦ୍ୟୁତ ବିଲ ନଦେଇ ହେଲମେଟ ପାଇଁ ଆଇନ କାନୁନ ପଢ଼ାଉଥିଲେ ପୋଲିସ ବାବୁ ପରେ ପାନେ ଦେଲେ ବିଦ୍ୟୁତ କର୍ମଚାରୀ। ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶ ଫିରୋଜାବାଦରେ। ଜଣେ...