ନୟାଗଡ଼ରୁ ନକଲି ଟଙ୍କା କାରଖାନା ଠାବ, ୨ଜଣଙ୍କୁ ଗିରଫ କଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର ନୟାଗଡ଼ ସହରରୁ ଏକ ନକଲି ଟଙ୍କା ଛପା କାରଖାନା ଠାବ ହୋଇଛି। ଏହି ଘଟଣାରେ ଦୁଇ ଯୁବକଙ୍କୁ ପୋଲିସ ଗିରଫ କରିଛି। ନକଲି ଟଙ୍କା ଦେଇ ଗାଡ଼ି କିଣୁଥିବା ବେଳେ...
ଅନୁତାପ ମଣିଷ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିପାରେ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=lsSRqaBPfwU]
ମଣିଷ ଜୀବନରେ ଅନୁତାପ କାହାକୁ ନକରାତ୍ମକ ପଥ ଦେଖାଏ ତ କାହାକୁ ସକରାତ୍ମକ ଅନୁଭୂତି ପ୍ରଦାନ କରିଥାଏ। ଜୀବନରେ ଅନୁତାପକୁ କିପରି ସକରାତ୍ମକ ରୂପେ ଗ୍ରହଣ କରି ଭବିଷ୍ୟତକୁ...
ନବୀନ ନିବାସ ସାମ୍ନାରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ସାମ୍ନାରେ ଜଣେ ମହିଳା ଆତ୍ମାହୁତି କରିବାକୁ ଉଦ୍ୟମ କରିଛନ୍ତି। ନିଜ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀମାନେ ମହିଳଳାଙ୍କୁ...
ହୀରାକୁଦ ଡ୍ୟାମରୁ ମୁଣ୍ଡଳି ବ୍ୟାରେଜ୍ – ଜାଣନ୍ତୁ, କେଉଁ କେଉଁ ବାଟ ଦେଇ ଆସେ ବନ୍ୟାଜଳ?
ଓଡ଼ିଶାଲାଇଭ୍ ବ୍ୟୁରୋ
ହୀରାକୁଦର ବନ୍ୟାଜଳ କେଉଁ କେଉଁ ବାଟ ଦେଇ ମହାନଦୀର ତଳମୁଣ୍ଡରେ ପହଞ୍ଚିଥାଏ ଜାଣନ୍ତୁ...
ଓଡ଼ିଶାର ସବୁଠୁ ବଡ଼ ନଦୀ କୁହାଯାଉଥିବା ମହାନଦୀରେ ଏବେ ବନ୍ୟା ପରିସ୍ଥିତି। ଛତିଶଗଡ଼ ଉପର ମୁଣ୍ଡରେ ଲଗାଣ ବର୍ଷା...
ବାରବାଟୀରେ ଟସ୍ ଜିତିଲା ଭାରତ – ପ୍ରଥମେ ବ୍ୟାଟିଂ କରିବ ୱେଷ୍ଟଇଣ୍ଡିଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ମାତ୍ର କିଛି କ୍ଷଣ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମହାମୁକାବିଲା। କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି।...
ପୃଥିବୀର କକ୍ଷ ଛାଡ଼ିଲା ‘ଆଦିତ୍ୟ ଏଲ୍-ୱାନ’, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଆଉ ୧୧୦ ଦିନର ଅପେକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୃଥିବାର ସମସ୍ତ ୫ଟି କକ୍ଷପଥକୁ ପାର୍ କଲା ‘ଆଦିତ୍ୟ ଏଲ୍-ୱାନ’
ଏବେ 'ଏଲ୍-ୱାନ' ପଏଣ୍ଟ ଅଭିମୁଖେ ଯାତ୍ରା କରୁଛି ସ୍ପେସକ୍ରାଫ୍ଟ
ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଆଉ ୧୧୦ ଦିନର ଅପେକ୍ଷା...
ବଜ୍ରକାପ୍ତା ଚୋରା ଚାଲାଣ, ୨୦ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଲ୍ଡର୍ ଲାଲା ଫେରାର୍, କାବୁ କରିବାକୁ ଜାଲ ବିଛାଇଛି ବନ ବିଭାଗ।
କଟକ: ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ବୁଧବାର ନୟାଗଡରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବନ ବିଭାଗ। ଅଭିଯୁକ୍ତ ଜଣକ...
ଜାଲ୍ ଦସ୍ତଖତରେ ଟଙ୍କା ଉଠାଇ ଗିରଫ ହେଲେ ୩ ବ୍ୟାଙ୍କ ଅଧିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାଲ୍ ଦସ୍ତଖତରେ ଟଙ୍କା ଉଠାଇ ଗିରଫ ହେଲେ ୩ ବ୍ୟାଙ୍କ ଅଧିକାରୀ। ୩ଜଣ ଅଧିକାରୀ ସମ୍ଵଲପୁର ବୋମାଲଇ ଆଇସିଆଇସିଆଇ ବ୍ୟାଙ୍କ ଶାଖାର କର୍ମଚାରୀ। ଗିରଫ ହୋଇଥିବା ଅଧିକାରୀମାନେ ହେଲେ ମ୍ୟାନେଜର...
ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡ଼ିଲେ ମହେନ୍ଦ୍ର ସିଂ ଧୋନି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ ୨୦୨୪ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ (ଆରସିବି)। ହେଲେ ଏହାପୂର୍ବରୁ ଗୁରୁବାର...
ଡାଇବେଟିସ୍ ରୋଗୀଙ୍କୁ କେତେ ବିପଦ କରୋନା ଭାଇରସ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
[youtube https://www.youtube.com/watch?v=5R_rKqBTYj0]
ସାରାବିଶ୍ୱରେ କରୋନା ଭାଇରସ (କୋଭିଡ୍-୧୯)ର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ପ୍ରତିଷେଧକ ବାହାରିନି। କିନ୍ତୁ ହଁ ସଚେତନ...


















