ଷ୍ଟଣ୍ଟବୟେ ତରନଜୀତ – ସାଇକେଲରେ ଖେଳନ୍ତି ଦୁଃସାହସିକ ଖେଳ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=85JAwzJAuFo]
ମନରେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ଅସମ୍ଭବ କାମ ବି ସମ୍ଭବ ହୋଇଯାଏ। ଏମିତି କିଛି ସମ୍ଭବ କରି ଦେଖାଇଛନ୍ତି ତରନଜୀତ ସିଂହ। କମ୍ ବୟସରେ ଜଣେ ସଫଳ ଷ୍ଟଣ୍ଟବୟେ...
ଓଡ଼ିଶାରେ ଦରଦାମ ଆକାଶ ଛୁଆଁ – ବିଧାନସଭାରେ ସ୍ୱୀକାର କଲେ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଉପରେ ଦରଦାମ ନିୟନ୍ତ୍ରଣ ବାହାରେ ରହିଛି। ଡାଲି, ତେଲ ଓ ପିଆଜରେ ଅହେତୁକ ଦର ବୃଦ୍ଧି ହୋଇଥିବା ବିଧାନସଭାର ବୁଧବାର ସ୍ୱୀକାର କରିଛନ୍ତି ରାଜ୍ୟ ଖାଦ୍ୟ...
ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ପାଖରେ କରୋନା ଲକ୍ଷଣ, ହସ୍ପିଟାଲରେ ଭର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ଓଡ଼ିଆ ପୁଅ ସମ୍ବିତ ପାତ୍ର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଗୁରୁବାର ତାଙ୍କ ପାଖରେ କରୋନାର ଲକ୍ଷଣ ଦେଖାଦେଇଛି। ଏହାପରେ ତାଙ୍କୁ ତୁରନ୍ତ ଗୁରୁଗ୍ରାମର ଏକ...
ମାଲକାନଗିରି: ଦୁଇ ଜଣଙ୍କୁ ଘରୁ ଉଠାଇ ନେଲେ ମାଓବାଦୀ
ଓଡ଼ିଶାଲାଇଭ ବ୍ୟୁରୋ
ମାଲକାନଗିରିରେ ମାତିଛନ୍ତି ମାଓବାଦୀ। ପୋଲିସ ଇନଫରମର ସନ୍ଦେହରେ ଦୁଇ ଜଣଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଦୁଇ ଅପହୃତ ହେଲେ କୁକୁରଗଣ୍ଡ ଗାଁର କୋବାସି ଓ ଉଙ୍ଗା କାଲାମାଳି।
ସୂଚନା ମୁତାବକ, ଶୁକ୍ରବାର...
ସଂପର୍କ ଭାଙ୍ଗିଗଲେ ନିଅନ୍ତୁ ନାହିଁ ଟେନସନ – ବ୍ରେକଅପ୍ର ବି ଥାଏ ଫାଇଦା!
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମ ଜୀବନରେ ଯଦି ସବୁଠୁ ସୁନ୍ଦର କିଛି ଥାଏ ତାହା ହେଉଛି ସଂପର୍କ। ସବୁ ସଂପର୍କ ମଧ୍ୟରେ ନିଆରା ହୋଇଥାଏ ପ୍ରେମ ସଂପର୍କ, ଯାହା ଦୁଇଟି ମନକୁ ଗୋଟିଏ କରିଥାଏ। ହେଲେ...
ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରୋନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି। ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟୁଇଟ୍ ଜରିଆରେ...
ଓଲା, ଉବେର ଡ୍ରାଇଭରଙ୍କ ପାଇଁ ନୂଆ ନିୟମ – ବୁକିଂ କରିବା ପରେ ନ ଆସିଲେ ଦେବାକୁ ହେବ ଜୋରିମାନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁକିଂ ପରେ କ୍ୟାବ ଡ୍ରାଇଭର ଯଦି ଯାତ୍ରୀଙ୍କୁ ନେବାକୁ ଆସିବେନି ତେବେ ଉକ୍ତ ଡ୍ରାଇଭରକୁ ଦେବାକୁ ହେବ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା।
ଯାତ୍ରୀଙ୍କ ପ୍ରତି ହେଉଥିବା ଅସୁବିଧାକୁ ନଜରରେ ରଖି ଦିଲ୍ଲୀର...
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର – ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
୫ ପ୍ରତିଶତ ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା। ଏହା ୨୦୧୯ ଜୁଲାଇ ମାସରୁ ପିଛିଲା ଭାବେ ଲାଗୁ ହେବ।
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ବଢ଼ିଲା ରାଜ୍ୟ ସରକାରୀ...
ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଲାଗି ରହିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ହୋଇଛି। ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ। ସୋମବାର ଦିନ ମଧ୍ୟପ୍ରଦେଶରେ ବସିଥିବା ବିଧାୟକ ଦଳର...
ରାଜ୍ୟରେ ପୁଣି ଉପର ତଳ କୋଭିଡ ସ୍ଥିତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କୋଭିଡକୁ ନେଇ ଚିନ୍ତା କମିବାର ନାଁ ନେଉନାହିଁ। କିଛି ଦିନ କୋଭିଡ ସଂକ୍ରମଣ ସଂଖ୍ୟା କମିଥିବାବେଳେ ପୁଣି ଉପର ତଳ ହେଉଛି କୋଭିଡ ସ୍ଥିତି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ...


















