କ୍ୟାବିନେଟ ବୈଠକ: ୨ଟି ବିଭାଗର ୫ଟି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୨ଟି ବିଭାଗର ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏଠାରେ ଆଦିବାସୀଙ୍କୁ ରୋଜଗାର ଯୋଗାଇବା...
DRDO ଅଧୀନରେ ସାଇଣ୍ଟିଷ୍ଟ-ବି ପଦବୀରେ ୧୬୭ ଜଣଙ୍କ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
RAC (ରିକ୍ରୁଟମେଣ୍ଟ ଆଣ୍ଡ୍ ଆସେସମେଣ୍ଟ ସେଣ୍ଟର) ତରଫରୁ DRDO ଅଧୀନରେ ସାଇଣ୍ଟିଷ୍ଟ-ବି ପଦବୀରେ ସମୁଦାୟ ୧୬୭ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଜୁଲାଇ ୧୦ ତାରିଖ...
ପୁସ୍ତକ ସମୀକ୍ଷା – ପଞ୍ଚାନନ କାନୁନଗୋଙ୍କ ‘ଓଡ଼ିଶା ଅର୍ଥନୀତି ଇତିହାସ’
ଭାସ୍କର ପରିଛା
"ମୁଁ ଅର୍ଥନୀତିକୁ ନେଇ ବିବ୍ରତ ନୁହେଁ କାରଣ ମୁଁ ସେଥିରୁ କିଛି ବୁଝେ ନାହିଁ"- ଅଜ୍ଞାତ
ଓଡ଼ିଶାର ଅର୍ଥନୀତିକୁ ନେଇ ଯେ ସାମ୍ପ୍ରତିକ ସମୟରେ ବେଶ୍ କିଛି ପ୍ରତିନିଧିସ୍ତରୀୟ ପୁସ୍ତକ ରଚନା ହୋଇଛି...
କେମିତି ଓଜନ ବଢ଼ିବା, କମିବା ଉପରେ ପ୍ରଭାବ ପକାଇଥାଏ ଥାଇରଏଡ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
ଥାଇରଏଡ୍ ହରମୋନ କ୍ଷରଣ ଅସନ୍ତୁଳିତ ହେଲେ ଶରୀରର ସମସ୍ତ କାର୍ଯ୍ୟପ୍ରଣାଳୀ ଅବ୍ୟବସ୍ଥିତ ହୋଇଯାଏ। କେତେବେଳେ ଅଚାନକ ଓଜନ ବୃଦ୍ଧି ହୁଏ ତ କେତେବେଳେ ହ୍ରାସପାଏ।
ଅନେକ ସମୟରେ ଦେଖିବାକୁ ମିଳେ ଥାଇରଏଡର ଶିକାର...
ହିଂସାମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ମାଓ ଦମନ ପାଇଁ ନୂଆ ରଣନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି: ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ଲାଲଗଡ଼ରେ ମାଓ ଦମନ ନିମନ୍ତେ ନୂତନ ରଣନୀତି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନକ୍ସଲ ବିରୋଧୀ ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନର...
ଶହେ ଟଙ୍କିଆ କଏନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସିବ ୧୦୦ ଟଙ୍କିଆ କଏନ୍। ଏଆଇଏଡିଏମକେର ପ୍ରତିଷ୍ଠାତା ତଥା ତାମିଲନାଡ଼ୁର ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଏମଜି ରାମଚନ୍ଦ୍ରନଙ୍କ ଜନ୍ମ ଶତବାର୍ଷିକୀ ସ୍ମୃତିରେ ଏହି ନୂଆ ୧୦୦ଟଙ୍କିଆ କଏନ ପ୍ରଚଳନ କରାଯିବ।...
ରାଜଧାନୀ ଭୁବନେଶ୍ଵରରେ ଗଡ଼ିଲା ଇ-ବସ ଓ ଇ-ରିକ୍ସା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରରେ ଆରମ୍ଭ ହେଲା ଇ-ବସ ଏବଂ ଇ-ରିକ୍ସା ସେବା। ବ୍ୟାଟେରୀ ଚାଳିତ ବସ ଏବଂ ଅଟୋ ରିକ୍ସାକୁ ଆନୁଷ୍ଠାନିକ ଭାବେ ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏୟାରପୋର୍ଟ...
ଏୟାରପୋର୍ଟରେ ଭୁଲରେ ଶିଶୁକୁ ଛାଡ଼ି ଫ୍ଲାଇଟ୍ରେ ପଳାଇଲେ ମା’
ଓଡ଼ିଶାଲାଇଭା ବ୍ୟୁରୋ
ବିମାନ ଯାତ୍ରା ପୂର୍ବରୁ ଯଦି କିଛି ସାମଗ୍ରୀ ଛାଡ଼ି ହୋଇଯାଇଥାଏ, ତାହାଲେ ବସ୍ କିମ୍ବା କାରରେ ଫେରି ସାମଗ୍ରୀ ନେବା ସମ୍ଭବ ହୋଇନଥାଏ। ଫ୍ଲାଇଟକୁ ସେତେବେଳେ ଫେରାଇ ଅଣାଯାଇଥାଏ ଯେତେବେଳେ କୌଣସି...
ପୂର୍ବାଞ୍ଚଳ ଆଥ୍ଲେଟିକ୍ ଚାମ୍ପିଅନ୍ସିପ୍ – ପ୍ରଥମ ଦିନରେ ଓଡ଼ିଶାକୁ ୨୩ ପଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ୩୧ତମ ପୂର୍ବାଞ୍ଚଳ ଜୁନିଅର ଆଥ୍ଲେଟିକ୍ ଚାମ୍ପିଅନ୍ସିପ୍ ଶନିବାରଠୁ ରାଞ୍ଚିରେ ଆରମ୍ଭ ହୋଇଛି। ୨ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ୨୩ଟି ପଦକ ପାଇଛି ଓଡ଼ିଶା।...
ଫୁଲବାଣୀ: ମିଗୁନପଦରରେ ପ୍ରତିଷ୍ଠା ହେଲା ଜିଲ୍ଲାର ପ୍ରଥମ ବିଏସଏଫ କ୍ୟାମ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସମରବନ୍ଧ ପଞ୍ଚାୟତ ମିଗୁନପଦର ଗ୍ରାମରେ ପ୍ରତିଷ୍ଠା ହେଲା ଜିଲ୍ଲାର ପ୍ରଥମ ବିଏସଏଫ କ୍ୟାମ୍ପ। ଏହା ପୂର୍ବରୁ ମାଓବାଦୀଙ୍କ ମୁକାବିଲା ଲାଗି...


















