କେମିତି ଓଜେଏସ୍ ପରୀକ୍ଷାରେ ସଫଳ ହେଲେ ସ୍ୱସ୍ତିକ ଦାଶ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=_-5qv4EsJhc
ଓଡ଼ିଶା ଜୁଡିସିଆଲ ସର୍ଭିସ୍ (ଓଜେଏସ୍) ପରୀକ୍ଷାରେ ତୃତୀୟ ଚେଷ୍ଟାରେ ସଫଳତା ହାସଲ କରିଛନ୍ତି ସ୍ୱସ୍ତିକ ଦାଶ। ପିଲାବେଳୁ ଜୁଡିସିଆଲ୍ ଅଫିସର ହେବାର ଲକ୍ଷ୍ୟ ରଖିଥିଲେ। ବାପା ମା’ଙ୍କ ପ୍ରେରଣାରେ ଓଜେଏସ୍ ପରୀକ୍ଷା...
ମାତ୍ର ୪ ଘଣ୍ଟାରେ ମିଳିବ ନୂଆ ପାନ୍ କାର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ପାନ୍ କାର୍ଡ ପାଇଁ ଆଉ ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ମାତ୍ର ୪ ଘଣ୍ଟାରେ ପାନ୍ କାର୍ଡ ତିଆରି ହୋଇପାରିବ। ଏଥିପାଇଁ ଆପଣଙ୍କୁ କେବଳ ଆଧାର କାର୍ଡ ଦେବାକୁ...
ମାଲକାନଗିରି ସୀମାନ୍ତ ବୁର୍କାଲଙ୍କା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ମାଓବାଦୀ ନିହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ବୁର୍କାଲଙ୍କା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ...
ଦଳ ବଦଳିଗଲେ କ’ଣ ଚରିତ୍ର ବଦଳିଯାଏ?
କପିଳାସ ଭୂୟାଁ
ପ୍ରାକ୍ ନିର୍ବାଚନୀ ପରିବେଶରେ ଯାହା ବହୁଧା ଦେଖିବାକୁ ମିଳୁଛି ତା' ହେଲା ଯେ ନେତାମାନେ ସେମାନଙ୍କ ପାର୍ଟି ବଦଳେଇବାରେ ଲାଗିଛନ୍ତି। କଂଗ୍ରେସ ନେତାମାନେ ଦଳ ଛାଡ଼ି ଯେଉଁ ବେଗରେ ବିଜେଡିରେ...
ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାନ୍ଦିପୁର ଡିଆରଡିଓ ଗୋପନୀୟ ତଥ୍ୟ ଲିକ୍ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଏନେଇ ବୁଧବାର ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚର ଏକ ଟିମ୍ ଏହି ଦାୟିତ୍ଵ ନେଇଥିବା ଟୁଇଟ କରି...
ରାଜ୍ୟକୁ କେନ୍ଦ୍ରର ଚିଠି – ନିର୍ଦ୍ଦିଷ୍ଟ ବହି ପଢ଼ିବାକୁ ବାଧ୍ୟ କଲେ ମିଳିବ ଦଣ୍ଡ
ଓଡ଼ିଶାଲାଇଭ ବ୍ୟୁରୋ
ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅଧିକାରକୁ ଦୃଷ୍ଟିରେ ରଖି ଜାତୀୟ ଶିକ୍ଷା ଅଧିକାର ସୁରକ୍ଷା ଆୟୋଗ(ଏନ୍ସିପିସିଆର)ଙ୍କ ପକ୍ଷରୁ କଡ଼ା ନିୟମ ରହିଛି। କିଛି ଦିନ ହେଲା ଏହି ନିୟମ ପାଳନ ହେଉନଥିବା ନଜରକୁ ଆସିବା...
ବଜେଟରେ ସ୍ଵାସ୍ଥ୍ୟକୁ ଗୁରୁତ୍ଵ – ସ୍ଵାସ୍ଥ୍ୟ ସେବା ପାଇଁ ୭ ହଜାର ୭୦୦ କୋଟିର ବ୍ୟୟ ବରାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୦ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସ୍ଵାସ୍ଥ୍ୟକୁ ଅଧିକ ଗୁରୁତ୍ଵ ଦେଇଛନ୍ତି। ଏନେଇ ମଙ୍ଗଳବାର ଅର୍ଥମନ୍ତ୍ରୀ ସ୍ଵାସ୍ଥ୍ୟ ବାବଦକୁ ୭ ହଜାର ୭୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଯାହା...
ପଶ୍ଚିମବଙ୍ଗରେ ତେଜୁଛି ଡାକ୍ତର ଆନ୍ଦୋଳନ, ୪ର୍ଥ ଦିନରେ କାର୍ଯ୍ୟବନ୍ଦ
ଓଡ଼ିଶାଲାଇଭ ବ୍ୟୁରୋ
ତୀବ୍ର ରୂପ ନେଉଛି ପଶ୍ଚିମବଙ୍ଗ ଡାକ୍ତର ଆନ୍ଦୋଳନା ଧୀରେ ଧୀରେ ଏହା ସାରାଦେଶରେ ବ୍ୟାପୁଛିା ହାଇଦ୍ରାବାଦ, ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଉତ୍ତରପ୍ରଦେଶରେ ବି ଡାକ୍ତର ଏହି ଆନ୍ଦୋଳନକୁ ସମର୍ଥନ କରୁଛନ୍ତିା...
ଶ୍ରୀନଗର-ଜମ୍ମୁ ହାଇୱେରେ କାର୍ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ସିଆରପିଏଫ୍ ଯବାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀନଗର ଜମ୍ମୁ ହାଇୱେରେ ଏକ କାର୍ରେ ବିସ୍ଫୋରଣ ଘଟିଛି। ଘଟଣାସ୍ଥଳରୁ କାର୍ ଚାଳକ ଫେରାର ହୋଇଯାଇଛି। ଏହି ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ହେଲେ ଏହି ବିସ୍ଫୋରଣରେ ବଡ଼...
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଗୁଣ୍ଡିଚା ଯାତ୍ରା – ମହିଳା ଭକ୍ତ ଟାଣିଲେ ସୁଭଦ୍ରାଙ୍କ ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଣ୍ଡିଚାବାଡ଼ିରେ ଲାଗିଲା ବଳଭଦ୍ରଙ୍କ ରଥ
ଟାଉନ ଥାନା ପାଖରେ ଅଟକିଲା ସୁଭଦ୍ରାଙ୍କ ରଥ
ଆସନ୍ତାକାଲି ଟଣା ହେବ ନନ୍ଦିଘୋଷ
ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାରେ ଭକ୍ତି ଭାବମୟ ପରିବେଶରେ ଟଣା...


















