ଆସନ୍ତା ୧୨ ଓ ୧୩ ତାରିଖରେ ବନ୍ଦ ରହିବ ବିଦ୍ୟୁତ୍ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ଦିନ ପାଇଁ ସାମୟିକ ଭାବେ ବନ୍ଦ ରହିବ ବିଦ୍ୟୁତ ସେବା। କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାର କେତେକ ଅଞ୍ଚଳରେ ଆସନ୍ତା ୧୨(ମଙ୍ଗଳବାର) ଏବଂ ୧୩(ବୁଧବାର) ତାରିଖ...

ପ୍ଲାଜମା ଦାନ କଲେ ବିଏସ୍‌ଏଫ ଯବାନ, ପ୍ରଶଂସା କଲେ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଜଗତସିଂହପୁର:ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କଲେ ବିଏସ୍ଏଫ୍ ଜବାନ। ଜଗତସିଂହପୁର ଜିଲ୍ଲାର ରାଜିବ ବରାଳଙ୍କ ଏଭଳି ପଦକ୍ଷେପକୁ ନିଜେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରଶଂସା କରିଛନ୍ତି। ଜଗତସିଂହପୁର...

ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ୧୪ ବର୍ଷ: ଏବେବି ମନେପଡ଼ିଲେ ଥରିଉଠେ ଛାତି

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇ ଭାରତର ପ୍ରମୁଖ ଅର୍ଥନୈତିକ ସହର। ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ଦେଶର ଏହି ବାଣିଜ୍ୟିକ ରାଜଧାନୀରେ ଆତଙ୍କବାଦୀମାନେ ଖେଳିଥିଲେ ରକ୍ତର ହୋଲି। ଏହି ୨୬/୧୧ ଆତଙ୍କବାଦୀ ଆକ୍ରମଣ କଥା...

ବାହାର ରାଜ୍ୟରୁ ଓଡ଼ିଶା ଫେରିଲେଣି ୩୫ ହଜାର ୫୪୦ ଓଡ଼ିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୬ ହଜାର ୭୯୮ ପଞ୍ଚାୟତରେ ସ୍ୱତନ୍ତ୍ର ବ୍ୟବସ୍ଥା ୧୧ ହଜାର ୩୨୧ କ୍ୟାମ୍ପରେ ୫ ଲକ୍ଷ ବେଡ୍‌ ମହିଳା ଓ ପିଲାଙ୍କ ପାଇଁ ସ୍ୱତନ୍ତ୍ର ରୁମ୍‌ ବାହାର ରାଜ୍ୟରୁ ବର୍ତ୍ତମାନସୁଦ୍ଧା ୩୫...

ଲଞ୍ଚ୍ ହେଲା ଟାଟାର ଇଲେକ୍ଟ୍ରିକ୍‌ କାର୍‌ ‘ଟିଗୋର ଇଭି’, ୯.୪୪ ଲକ୍ଷରୁ ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶର ନାମୀ ଅଟୋମୋବାଲ କମ୍ପାନି ଟାଟା ମୋଟର୍ସ ଟିଗୋର କାର୍‌ର ଏକ ନୂଆ ଭାରିଏଣ୍ଟ ବଜାରକୁ ଛାଡ଼ିଛି। ଏହା ହେଉଛି ଟାଟାର ନୂଆ ଇଲେକ୍ଟ୍ରିକ୍‌ କାର୍‌। ଯାହାର ନାଁ ରହିଛି 'ଟିଗୋର...

ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀରେ ଜଳବନ୍ଦୀ ପରିସ୍ଥିତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବର୍ଷା ଯୋଗୁଁ ଦିଲ୍ଲୀରେ ଜଳବନ୍ଦୀ ପରିସ୍ଥିତି ଦେଖାଯାଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ଜମି ରହିଥିବାର ଦେଖିବାକୁ ମିଳିଛି। ଫଳରେ ଯାତାୟତରେ ପ୍ରବଳ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଦିଲ୍ଲୀବାସୀ। ଦିଲ୍ଲୀର ମୟୂରବିହାର...

ବଦଳିବ ପୁରୀର ପ୍ରସିଦ୍ଧ ଶ୍ରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରି ଅଲାରନାଥ ପୀଠର ରୂପରେଖ

ଓଡ଼ିଶାଲାଇଭ୍ ବ୍ୟୁରୋ   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ଶ୍ରୀ ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ସୋମବାର ଅନୁମୋଦନ କରିଛନ୍ତି। ଶ୍ରୀ ଲୋକନାଥ ମନ୍ଦିରର ବିକାଶ ପାଇଁ...

ବଲିଉଡ୍‌ ପାଇଁ ଅଶୁଭ ୨୦୨୦ – ଦୁଇ ମାସରେ ୩ ଅଭିନେତାଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ୍‌ ପାଇଁ ଅଶୁଭ ହୋଇଛି ୨୦୨୦। ଗତ ଦୁଇ ମାସ ମଧ୍ୟ ୩ ଆଗଧାଡ଼ିର ଅଭିନେତାଙ୍କୁ ହରାଇଛି ବଲିଉଡ୍‌। ପ୍ରଥମେ ଇର୍ଫାନ ଖାନ୍, ଋଷି କପୁର ଆଉ ଏବେ ସୁଶାନ୍ତ ସିଂହ...

ବ୍ୟାଙ୍କ ଅଫ ବରୋଦାର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେଲେ ଓଡ଼ିଆ ପୁଅ ଦେବଦତ୍ତ ଚାନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଦେବଦତ୍ତ ଚାନ୍ଦ ବ୍ୟାଙ୍କ ଅଫ ବରୋଦାର ନୂଆ ପରିଚାଳନା ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଆସନ୍ତା ୩ ବର୍ଷ ଯାଏଁ ଏହି ଦାୟିତ୍ଵରେ...

ନୟାଗଡ଼ରେ ୧୮-୪୪ବର୍ଷ ବର୍ଗଙ୍କୁ କୋଭିଡ୍‌ ଟିକା, ଜିଲ୍ଲାରେ ଟିକା ନେଲେଣି ଦେଢ଼ ଲକ୍ଷରୁ ଅଧିକ ହିତାଧିକାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ରେ ପ୍ରଥମଥର ପାଇଁ ସୋମବାର ଦିନ ୧୮-୪୪ବର୍ଷ ବର୍ଗର ହିତାଧିକାରୀଙ୍କ ପାଇଁ କୋଭିଡ୍‌ ଟିକାକରଣ ଆରମ୍ଭ ହୋଇଯାଇଛି। କେବଳ ନୟାଗଡ଼ ସହରାଞ୍ଚଳର ନାଗରିକମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଯାଇଛି। ଜୁନ୍‌ ୭...