ପାକିସ୍ତାନକୁ ଝଟକା, ଶାନ୍ତି ବଜାୟ ରଖିବାକୁ କହିଲା ସୁରକ୍ଷା ପରିଷଦ

ଓଡ଼ିଶାଲାଇଭ୍ ବ୍ୟୁରୋ ବୈଠକ ସମ୍ପୂର୍ଣ୍ଣ ଅଣଔପଚାରିକ ବୋଲି କହିଲା ଜାତିସଂଘ ଏହା ଭାରତର ଆଭ୍ୟନ୍ତରୀଣ ମାମଲା -  ଜାତିସଂଘ ଉଭୟ ଦେଶକୁ ଶାନ୍ତି ବଜାୟ ରଖିବାକୁ ପରାମର୍ଶ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଭାରତର...

ଜୁଲାଇ ୩୧ ଯାଏଁ ରାଜ୍ୟରେ ଖୋଲିବନି ସ୍କୁଲ, କଲେଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁଲାଇ ୩୧ ଯାଏଁ ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସ୍କୁଲ କଲେଜ ସହ କୋଚିଂ...

ପଢୁଆଁ ଅଷ୍ଟମୀରେ ଉଠିଲା ବିବାଦ – ମହାପ୍ରଭୁଙ୍କ ମାମୁ ନୁହନ୍ତି ମାଧବାନନ୍ଦଜୀଉ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ମାମୁ କିଏ? ଏହାକୁ ନେଇ ଆଜି ବିବାଦ ତେଜିଛି। ନିଆଳି ମାଧବାନନ୍ଦଜୀଉ ମହାପ୍ରଭୁଙ୍କ ମାମୁ ନୁହନ୍ତି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିବା ପରେ...

କରୋନା ପାଇଁ ରାଜ୍ୟର ସବୁ ବ୍ୟାଙ୍କରେ ସକାଳ ୧୦ରୁ ୨ଟା ପର୍ଯ୍ୟନ୍ତ ମିଳିବ ଗ୍ରାହକସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡ଼ିକରେ ଗ୍ରାହକ ସେବା ସମୟକୁ କମାଇ ଦିଆଯାଇଛି। ୬ ଘଣ୍ଟା ପରିବର୍ତ୍ତେ ବ୍ୟାଙ୍କଗୁଡ଼ିକରେ...

କେବଳ ଓଡ଼ିଶାରେ ନୁହେଁ, ପୂର୍ବ ଭାରତର ପ୍ରଥମ ନିର୍ଦ୍ଦେଶିକା ଥିଲେ ପାର୍ବତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରକ୍ଷଣଶୀଳ ସମାଜରେ ଯେବେ ମହିଳାମାନଙ୍କ ସାମ୍ନାରେ କଟକଣାର ବାଡ଼ ପଡ଼ିଥିଲା ସେବେ ଚଳଚ୍ଚିତ୍ର ଜଗତରେ ନିର୍ଦ୍ଦେଶିକା ଭାବେ ନିଜକୁ ଆବିଷ୍କାର କରିବା କୌଣସି ଦୁଃସାହସଠୁ କମ୍‌ ନଥିଲା। ମାତ୍ର ଏହି ଅବାସ୍ତବ ପରିକଳ୍ପନାକୁ...

ତିର୍ତ୍ତୋଲରେ ପୁଣି ଶୁଭିଲା ଶଙ୍ଖନାଦ – ଉପ ନିର୍ବାଚନରେ ବାଜି ମାରିଲେ ବିଜୟ ଶଙ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ତିର୍ତ୍ତୋଲ ଉପ ନିର୍ବାଚନରେ ବିଜେଡିର ବିଜୟ। ବିଜେଡିକୁ ମିଳିଛି ୮୮,୩୧୦ ଭୋଟ୍ ବିଜେପିକୁ ମିଳିଛି ୪୬,୬୦୭ ଭୋଟ୍ କଂଗ୍ରେସକୁ ମିଳିଛି ୨୮,୭୭୮ ଭୋଟ୍ ତିର୍ତ୍ତୋଲ ଉପନିର୍ବାଚନରେ ବାଜି ମାରିଲା ବିଜେଡି। ବିଜେପି ପାର୍ଥୀ ରାଜକିଶୋର ବେହେରାଙ୍କୁ ୪୦...

ଚାଷୀ ଆତ୍ମହତ୍ୟା ଉଦ୍ୟମ: ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଷ ପିଇଲେ ଚାଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଣେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ। ବରଗଡ଼ ବରପାଲି ବ୍ଳକ କନବାର ଗାଁର ଅକୁର ବିଶି ନାମକ ଜଣେ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୧୪ ନଭେମ୍ବର ୨୦୨୦, ଶନିବାର)

rashi fala
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଶନିବାର କାର୍ତ୍ତିକ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିବା ୦୨:୧୮:୦୯ ଗତେ ଅମାବାସ୍ୟା ତିଥି। ତୁଳାଚନ୍ଦ୍ର...

ଓଡ଼ିଶାରେ ଜାନୁଆରି ୧୫ ସୁଦ୍ଧା ସରିବ ରାସନ କାର୍ଡ ଇ-କେୱାଇସି ପ୍ରକ୍ରିୟା – ଖାଦ୍ୟ ଯୋଗାଣ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଜାନୁଆରି ୧୫ ତାରିଖ ସୁଦ୍ଧା ସରିବ ରାସନ କାର୍ଡ ଇ-କେୱାଇସି ପ୍ରକ୍ରିୟା। ବର୍ତ୍ତମାନ ସୁଦ୍ଧା ୮୫ ପ୍ରତିଶତ ଇ-କେୱାଇସି ସରିଥିବାବେଳେ ଏବେ ଯାଏଁ ୫୦ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି।...

ଝରାଫୁଲ ମୃତ୍ୟୁ ଘଟଣା – ବୟଫ୍ରେଣ୍ଡ ରାକେଶ ପାଖରେ ଅଟକିଛି ସସପେନ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟକୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାକୁ ୩ ଦିନ ବିତିଥିଲେ ବି ଝରାଫୁଲଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି। ମୟୁରଭଞ୍ଜର ଝିଅ...