ଏଫଆଇଏଚ୍ ପ୍ରୋ-ଲିଗ ପାଇଁ ଭାରତୀୟ ଦଳ ଘୋଷିତ, ଏକମାତ୍ର ଓଡ଼ିଆ ଭାବେ ଦଳରେ ନିଲମ ସଂଜୀପ ଖେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲାରେ ହେବାକୁଥିବା ଏଫଆଇଏଚ୍ ପ୍ରୋ-ଲିଗ ହକି ପାଇଁ ଘୋଷିତ ହୋଇଛି ଭାରତୀୟ ଦଳ। ସୋମବାର ହକି ଇଣ୍ଡିଆ ପକ୍ଷରୁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହରମନପ୍ରିତ ସିଂହଙ୍କୁ ଦଳର...
ଆଜିର ରାଶିଫଳ – (୨୪ ନଭେମ୍ବର ୨୦୨୦, ମଙ୍ଗଳବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।
ତିଥି ଓ ପର୍ବ–ଦିବସ: ଆଜି କାର୍ତ୍ତିକ ଶୁକ୍ଳ ଦଶମୀ ରାତ୍ରି ୦୨:୪୨:୩୨ ଗତେ ଏକାଦଶୀ ତିଥି। କୁମ୍ଭଚନ୍ଦ୍ର ଦିବା ୦୮:୫୨ ଗତେ ମୀନଚନ୍ଦ୍ର।...
ରାଜଧାନୀରେ ଏନକାଉଣ୍ଟର – ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଆହତ
ଓଡ଼ିଶାଲାଇଭ ବ୍ୟୁରୋ
ଗୋଟିଏ ପରେ ଗୋଟିଏ ଅପରାଧୀକୁ ସାବାଡ଼ କରିବାକୁ ଲାଗିଛି ରାଜଧାନୀ ପୋଲିସ। କିଛିଦିନର ବିରତୀ ପରେ ଆଜି ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଛି କମିସନରେଟ ପୋଲିସ। ଡକାୟତି ଉଦ୍ଦେଶ୍ୟରେ...
‘ଓଡ଼ିଶାଲାଇଭ୍’ ପକ୍ଷରୁ ପ୍ରସ୍ତୁତ ବିଜୁବାବୁଙ୍କ ବିଭିନ୍ନ ତୈଳଚିତ୍ର ଓଡ଼ିଶା ବିଧାନସଭାକୁ ପ୍ରଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଓଡ଼ିଶାଲାଇଭ୍’ ପକ୍ଷରୁ ପ୍ରସ୍ତୁତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକପ୍ରିୟ ଜନନେତା ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ବିଭିନ୍ନ ତୈଳଚିତ୍ର ବିଧାନସଭାକୁ ପ୍ରଦାନ କରାଯାଇଛି। ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରସ୍ତୁତ ଏହି...
ଶୁଣନ୍ତୁ ମଧୁସୂଦନଙ୍କ କାଳଜୟୀ ଗୀତ – ‘ଜାତି ଇତିହାସ ଜାତିର ନିର୍ଝର, ସଦା ବହେ ତହୁଁ ଜାତି ପ୍ରାଣଧାର’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=6fIJrVo9AB8]
୨୮ ଏପ୍ରିଲ୍, ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ...
ଦିନେ ପରାଧୀନ ଭାରତରେ ଅଖଣ୍ଡ ଉତ୍କଳ ପ୍ରଦେଶ ଗଠନର ସ୍ଵପ୍ନ ଦେଖିଥିଲେ ଉତ୍କଳଗୌରବ ମଧୁସୂଦନ। ସେହି ସ୍ଵପ୍ନକୁ ସତ...
ହୋଲିରେ ଅମିତାଭଙ୍କ ଗୀତରେ ନାଚିଲେ ଶିଳ୍ପା ସେଠୀ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ
ହୋଲିରେ ସାରା ଦେଶ ନିଜକୁ ରଙ୍ଗରେ ରଙ୍ଗେଇଛି। ବଲିଉଡର ବିଗ୍ ଷ୍ଟାରମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। କୋରୋନା ଭାଇରସ ଭୟ ରହିଥିଲେ ମଧ୍ୟ ବଲିଉଡ୍ ଷ୍ଟାରମାନେ ନିଜ ନିଜ...
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ, ହିଟ ୱେଭ୍ ପାଇଁ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଖରାର ପ୍ରକୋପ ବଢ଼ିବାରେ ଲାଗିଛି। ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲା ବିଶେଷ କରି ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ବୁଧବାର ମଧ୍ୟ ହିଟ ୱେଭକୁ ନେଇ...
ଆଜିଠୁ ରାଜ୍ୟରେ ଗଡ଼ିବ ୬ ସ୍ପେଶାଲ ଟ୍ରେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ଅଢ଼େଇ ମାସର ବ୍ୟବଧାନ ପରେ ଆଜି ରାଜ୍ୟରେ ଟ୍ରେନ ଚଳାଚଳ କରିବ। ୬ଟି ସ୍ପେଶାଲ ଟ୍ରେନ ରାଜ୍ୟ ଭିତରେ ଚଳାଚଳ କରିବ। ଆଜି ଭୋରରୁ ଗୋଟିଏ ଟ୍ରେନ ରାଉରକେଲାରୁ ଭୁବନେଶ୍ଵର...
ସୁନ୍ଦରଗଡ଼ ଜିଲ୍ଲାରେ ପଡ଼ିଆ ଜମିରେ ଫଳ ଚାଷକୁ ପ୍ରୋତ୍ସାହନ, ଆଦିବାସୀ ଚାଷୀଙ୍କୁ ଦୀର୍ଘସ୍ଥାୟୀ ଜୀବିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ବର୍ଗର ଚାଷୀମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଫଳ ଚାଷ କରାଯାଉଛି। ଚାଷୀମାନେ ସେମାନଙ୍କ ପଡ଼ିଆ ଜମିରେ ଆମ୍ବ, କାଜୁ ଓ ଲେମ୍ବୁ...
କର୍କଟ ରୋଗ କାରଣରୁ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି ଦୂତୀ, ବାସନ୍ଦ ବିରୋଧରେ କରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡୋପ୍ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ କ୍ରୀଡ଼ାରୁ ବାସନ୍ଦ ହୋଇଛନ୍ତି ଓଡ଼ିଆ ଆଥଲେଟ ଦୂତୀ ଚାନ୍ଦ। ଏବେ ତାଙ୍କ ଖେଳ ଜୀବନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ...


















