ଭାରତର ବଡ଼ କୂଟନୈତିକ ସଫଳତା: ମୁମ୍ବାଇ ୨୬/୧୧ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ରାଣାକୁ ପ୍ରତ୍ୟର୍ପଣ କରିବ ଆମେରିକା

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇ ୨୬/୧୧ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ହୁସେନ ରାଣାକୁ ପ୍ରତ୍ୟର୍ପଣ କରିବ ଆମେରିକା। ଏନେଇ ଆମେରିକା ସୁପ୍ରିମକୋର୍ଟ ମଞ୍ଜୁରି ଦେଇଛନ୍ତି। ତହବ୍ବୁର ରାଣା ଏବେ କାଲିଫର୍ଣ୍ଣିଆର ଏକ ଜେଲରେ ଥିବାବେଳେ ଆଗକୁ...

ଭିଜିଲାନ୍ସ ଜାଲରେ ବୌଦ୍ଧ ଡିଭିଏଫ୍ କନଷ୍ଟେବଳ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଜଣେ ପୋଲିସ କନଷ୍ଟେବଳ। ଜଣେ ବ୍ୟକ୍ତିଙ୍କଠାରୁ ୬ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି ବୌଦ୍ଧ...

‘ସାମ୍ବାଦିକ ସୁରକ୍ଷା ଆଇନ୍’ ଆଣିବାକୁ ଦାବି କଲେ କଂଗ୍ରେସ ନେତା ନରସିଂହ ମିଶ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର ପ୍ରତିନିଧିମାନେ ଆଜି ଅସୁରକ୍ଷିତ। ରାଜନୈତିକ ଦଳର କର୍ମୀଠାରୁ ଆରମ୍ଭ କରି ପୋଲିସ୍ ଅଧିକାରୀ ପର୍ଯ୍ୟନ୍ତ ଆଜି ସମସ୍ତଙ୍କ ଆକ୍ରମଣର ଶିକାର ହେଉଛନ୍ତି ସାମ୍ବାଦିକମାନେ। ତେଣୁ ରାଜ୍ୟରେ...

କରୋନାରୁ ସୁସ୍ଥ ହେଲେ ୪୭୬୧ ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରୁ ଆଜି ୪୭୬୧ ଆକ୍ରାନ୍ତ ସୁସ୍ଥ ଖୋର୍ଦ୍ଧାରୁ ସର୍ବାଧିକ ୧୧୭୩ ଆକ୍ରାନ୍ତ ସୁସ୍ଥ  କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୭୦ ହଜାର ଟପିଲା ରାଜ୍ୟରେ ଆଜି କରୋନାରୁ ସୁସ୍ଥ...

ବିଧାନସଭା ବଜେଟ ଅଧିବେଶନ – ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲାରେ କମ୍ପିଲା ଗୃହ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ପ୍ରଥମ ଦିନରେ ହିଁ ବିରୋଧୀଙ୍କ ହୋହଲ୍ଲା, ହଟ୍ଟଗୋଳ ଯୋଗୁଁ ଗୃହ କମ୍ପିଛି। ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ଶୁକବ୍ରାର ଦିନ ୧୦ଟା ୩୦...

ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ – କଟକଣା ଭିତରେ ଜୋରସୋରରେ ଚାଲିଛି ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ନୀତିନିର୍ଘଣ୍ଟ ହୋଇଯାଇଛି। ଜୁନ୍ ୨୪ରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ପଡୁଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। କରୋନା ସଙ୍କଟ ଟଳିନଥିବାରୁ ସ୍ନାନ...

ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ: ନାଚ ଗୀତରେ କମ୍ପିଲା ରାଜଧାନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀରେ ଜନ ସେବା ପାଇଁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହୋଇ ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିବା ଲାଗି ବିମାନ ବନ୍ଦର ଆଗରେ...

କୋରାପୁଟରେ ଜନନୀ ଯନ୍ତ୍ରଣା – ୩ କିଲୋମିଟର ଚାଲିଲେ, ରାସ୍ତାରେ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲାରେ ଜନନୀ ଯନ୍ତ୍ରଣା। ଗାଁ କୁ ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କ ଜଣକ ତିନି କିଲୋମିଟର ଚାଲିଚାଲି ରାସ୍ତାକୁ ଆସିଥିଲେ। ପ୍ରସବ ପାଇଁ ଯନ୍ତ୍ରଣା ଅନୁଭବ କରିବାରୁ ରାସ୍ତା ମଝିରେ...

ରାଜ୍ୟରେ ୮ ଶହ ଟପିଲା କରୋନା ମୃତ୍ୟୁସଂଖ୍ୟା – ଦିନକରେ ଗଲା ୧୬ ଆକ୍ରାନ୍ତଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି ପୁଣି ୧୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୮୧୩କୁ ବୃଦ୍ଧି ଘଟିଛି। ଆଜି ବାଲେଶ୍ୱରରୁ ସର୍ବାଧିକ ୩ ଆକ୍ରାନ୍ତଙ୍କ ଜୀବନ...

ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ, ୫ ଗିରଫ

ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ ମାଲକାନଗିରି: ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଚାଲାଣକାରୀମାନେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଆଜି ଏକ ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରା...