୪୦ଘଣ୍ଟାର ଅପରେସନ ପରେ ମିଳିଲା ଦଶମ ମୃତଦେହ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାକାଳପଡା ମହାନଦୀରେ ଡଙ୍ଗାବୁଡ଼ି ଘଟଣାରେ ଦଶମ ମୃତଦେହକୁ ଉଦ୍ଧାର କରାଯାଇଛି। ୪୦ ଘଣ୍ଟାର ଅପରେସନ ପରେ ମୃତଦେହକୁ ଉଦ୍ଧାର କଲା ଓଡ୍ରାଫ ଟିମ୍। ନିପାଣିଆ ନିକଟରୁ ୬ବର୍ଷ ଝିଅର ମୃତଦେହ ଉଦ୍ଧାର...
ଓଡ଼ିଆ ଉପନ୍ୟାସକୁ ଲୋକପ୍ରିୟ କରାଇବାରେ କାହ୍ନୁ ଚରଣ ମହାନ୍ତିଙ୍କ ଅବଦାନ ଥିଲା ଅତୁଳନୀୟ
ଓଡ଼ିଶାଲାଇଭ ବ୍ୟୁରୋ
ଜଣେ ଅସାଧାରଣ ପ୍ରତିଭାବାନ ଔପନ୍ୟାସିକ ଥିଲେ କାହ୍ନୁଚରଣ ମହାନ୍ତି। ଆଜି ତାଙ୍କ ଜନ୍ମ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି।
କାହ୍ନୁଚରଣ ମହାନ୍ତି, ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଔପନ୍ୟାସିକ। ଓଡ଼ିଆ...
ବଜେଟ ପୂର୍ବରୁ ଆସିଲା ଓଡ଼ିଶା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୨-୨୩
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୩-୨୪ରେ ଓଡ଼ିଶା ୮.୫ ପ୍ରତିଶତ ହାରରେ ବିକାଶ କରିବ
ଓଡ଼ିଶାରେ ଜିଡିପି ଅଭିବୃଦ୍ଧିର ହାର ଜାତୀୟ ହାରଠାରୁ ଅଧିକ
ଓଡ଼ିଶାର ପ୍ରତି ବ୍ୟକ୍ତି ମୁଣ୍ଡ ପିଛା ଆୟ ଦେଢ଼ ଲକ୍ଷ...
ନୀତି ଆୟୋଗ ବୈଠକକୁ ଗଲେନି ନବୀନ, ବିରୋଧୀ କଲେ ଟାର୍ଗେଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଦିଲ୍ଲୀରେ ଶେଷ ହୋଇଛି ନୀତି ଆୟୋଗର ଚତୁର୍ଥ ଗଭର୍ଣ୍ଣିଂ କାଉନସିଲ ବୈଠକ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିବା ବେଳେ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେଇ ନିଜର ଦାବି ଉପସ୍ଥାପନ...
ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ, କମୁନି ମୃତ୍ୟୁସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଗତ କିଛି ଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ତଳମୁହାଁ ହୋଇଛି। କିନ୍ତୁ କମିବାର ନାଁ ଧରୁନାହିଁ ମୃତ୍ୟୁସଂଖ୍ୟା। ପ୍ରାୟତଃ ଦିନକୁ ୧୦ରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି। ଫଳରେ...
ଗିରଫ ହେଲେ ବ୍ରହ୍ମପୁର ଆରଆଣ୍ଡବି ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ ଦିଲ୍ଲୀପ କୁମାର ଚୌଧୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗିରିଫ ହେଲେ ବ୍ରହ୍ମପୁର ଆରଆଣ୍ଡବି ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ ଦିଲ୍ଲୀପ କୁମାର ଚୌଧୁରୀ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦିଲ୍ଲୀପ ଚୌଧୁରୀଙ୍କୁ ଗିରଫ କରିଛି ଭିଜିଲାନ୍ସ।
ସହକାରୀ ନିର୍ବାହୀ...
ସୁନ୍ଦରଗଡ଼ରେ ‘କଲ୍ ସେଣ୍ଟର’ ଲୋକାର୍ପିତ, ହିତାଧିକାରୀଙ୍କ କଥା ଶୁଣିବ ଜିଲ୍ଲା ପ୍ରଶାସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋ’ ସରକାର ଓ ୫ଟି ଯୋଜନାର ଲକ୍ଷ୍ୟ ପୂରଣ ପାଇଁ ‘କଲ୍ ସେଣ୍ଟର’
ସୁନ୍ଦରଗଡ଼ ଜିଲ୍ଲାପାଳ କଲେ ଲୋକାର୍ପଣ
କଲ୍ ସେଣ୍ଟରକୁ ମାଗଣାରେ କଲ୍ କରିପାରିବେ ଲୋକେ
ଟୋଲ ଫ୍ରି...
ନୂଆପଡ଼ା ବିଧାନସଭା ଉପନିର୍ବାଚନ: ଜାରି ହେଲା ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କଲା ବିଜେଡି। ନୂଆପଡ଼ା ଉପନିର୍ବାଚନ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ନୂଆପଡ଼ା ବିଧାନସଭା...
ଗୁଗଲ ଡୁଡଲରେ ଅମରୀଶ ପୁରୀ
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ଅଭିନେତା ଅମରୀଶ ପୁରୀଙ୍କ ଜନ୍ମଦିନ ଅବସରରେ ଗୁଗଲ ଡୁଡଲ କରି ଜଣାଇଲା ଅଭିନନ୍ଦନ।
'ମିଷ୍ଟର ଇଣ୍ଡିଆ', 'ନାୟକ', 'ଦିଲବାଲେ ଦୁଲହନିଆଁ ଲେ ଜାୟେଗେଁ' ଓ 'ପରଦେଶ' ଭଳି ସୁପରିହିଟ ଭଳି...
ଭୁବନେଶ୍ଵରରେ ଶିଶୁ ବିକ୍ରି ଘଟଣା – ବାପା ସମେତ ୩ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରରେ ଖଣ୍ଡଗିରି ଅଞ୍ଚଳରେ ଶିଶୁ ବିକ୍ରି ଘଟଣାରେ ଆଉ ୩ଜଣ ଗିରଫ। ଶିଶୁର ବାପା ଓ ବିକ୍ରିରେ ମଧ୍ୟସ୍ଥତା କରିଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଶିଶୁକୁ କିଣିଥିବା ବ୍ୟକ୍ତିଙ୍କୁ...


















