ଆଠ ଦିନ ହେଲା ନିଖୋଜ ଥିଲେ, ଦେବୀ ନଦୀ ଘାଟରୁ ମିଳିଲା ଦେବବ୍ରତଙ୍କ ଗଳିତ ଶବ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: କାଠଯୋଡି ନଦୀକୁ ଡେଇଁ ନିଖୋଜ ଥିବା ଯୁବକଙ୍କ ସନ୍ଧାନକୁ ନେଇ କିଛି ଦିନ ଧରି ଚାଲିଥିବା ଘଣ୍ଟାଚକଟାର ଆଜି ଅବସାନ ଘଟିଛି। ନିଖୋଜ ଥିବା ଦେବବ୍ରତଙ୍କ ମୃତଦେହ ଗୋବିନ୍ଦପୁର ଥାନା...

ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଳବୀଙ୍କୁ ସାତ ଜନ୍ମର ସାଥୀ କଲେ ଅର୍ଦ୍ଧେନ୍ଦୁ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବାହା ହେଲେ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଳବୀ ଓ ଅଭିନେତା ଅର୍ଦ୍ଧେନ୍ଦୁ। ସୋସିଆଲ ମିଡିଆରେ ଛାଡ଼ିଲେ ମେହେନ୍ଦୀ ଓ ହଳଦୀର ଫଟୋ। ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଳବୀଙ୍କୁ ସାତ...

ଭାରତୀୟ ନୌସେନାରେ ୪୦୦ ପଦବୀ ପାଇଁ ନିଯୁକ୍ତି, ନଭେମ୍ଵର ୨୮ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ନୌସେନାରେ ଚାକିରି ସୁଯୋଗ। ନଭେମ୍ଵର ୨୮ ପର୍ଯ୍ୟନ୍ତ କରିପାରିବେ ଆବେଦନ। ଭାରତୀୟ ନୌସେନାରେ ଚାକିରି ପାଇଁ ଆସିଛି ବଡ଼ ସୁଯୋଗ। ନୌସେନାରେ ଯୋଗ ଦେବା ପାଇଁ ପ୍ରାର୍ଥୀମାନେ କରିପାରିବେ ଆବେଦନ। ଭାରତୀୟ...

ମୋଦି ମନ୍ତ୍ରିମଣ୍ଡଳ: ଅଦଳବଦଳ ପ୍ରକ୍ରିୟା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ସକାଳ ୧୦ଟାରେ ତାଙ୍କ ମନ୍ତ୍ରିମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ କରିବାକୁ ଯାଉଛନ୍ତି। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ମନ୍ତ୍ରୀମଣ୍ଡଳ ଅଦଳବଦଳର ପୂର୍ବାଭାସ ସ୍ଵରୂପ...

ବିଜେଡିରୁ ଇସ୍ତଫା ଦେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସୁଛି ନିର୍ବାଚନ। ଟିକେଟ ବଣ୍ଟନ ଏବଂ ପ୍ରାର୍ଥୀ ଚୟନକୁ ନେଇ ବଢ଼ିବାରେ ଲାଗିଛି ବିଭିନ୍ନ ଦଳ ମଧ୍ୟରେ ଅସନ୍ତୋଷ। ଏହାରି ଭିତରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ହିନ୍ଦୋଳ ବିଧାୟିକା ସୀମାରାଣୀ...

କରୋନା ପାଇଁ ଛଟ୍ ପୂଜା ଉପରେ କଟକଣା – ନଦୀ ଘାଟରେ ପୂଜା ନିଷିଦ୍ଧ, ସାମୂହିକ ସ୍ନାନ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ପାଇଁ ଛଟ୍ ପୂଜା ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର। ଆସନ୍ତା ୨୦ ଓ ୨୧ ତାରିଖରେ କୌଣସି ନଦୀ କୂଳରେ କିମ୍ବା ଘାଟରେ ଛଟ ପୂଜା ଆୟୋଜନ ହୋଇପାରିବ...

ପାଣିପାଗ ପୂର୍ବାନୁମାନ ହେବ ଆହୁରି ସହଜ, ଆଜି ଇସ୍ରୋ ଲଞ୍ଚ କରିବ ଇନସାଟ୍-୩ଡିଏସ୍ ସାଟେଲାଇଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶନିବାର ଲଞ୍ଚ କରିବାକୁ ଯାଉଛି ଇନସାଟ୍-୩ଡିଏସ୍ ସାଟେଲାଇଟ୍। ଏହା ଦ୍ଵାରା ପାଣିପାଗ ସମ୍ବନ୍ଧୀୟ ସୂଚନା ଜାଣିବା ଆହୁରି ସହଜ ହେବ। ଏହା ଇନସାଟ୍ ସିରିଜର...

ମୁଖ୍ୟମନ୍ତ୍ରୀଙ୍କ ଫୋନରୁ ନେଟୱର୍କ ଗାଏବ – ଥାନାରେ ରାତି କାଟିଲେ ବିଏସଏନଏଲ ଅଧିକାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବୀର ଦାସଙ୍କ ମୋବାଇଲ ଫୋନରୁ ନେଟୱର୍କ ଗାଏବ ହୋଇଯିବାରୁ ବିଏସଏନଏଲର ଦୁଇ ଅଧିକାରୀଙ୍କୁ ଜେଲରେ ରାତି କାଟିବାକୁ ପଡ଼ିଛି। ଘଟଣାଟି ସୋମବାର ରାତିରେ ଘଟିଛି। ମୁଖ୍ୟମନ୍ତ୍ରୀ ରଘୁବୀର ଦାସ ରାତିରେ...

ହାଇଲେବଲ କ୍ଲିୟରାନ୍ସ ଅଥରିଟି ବୈଠକ – ୨ ଲକ୍ଷ କୋଟିର ପ୍ରକଳ୍ପକୁ ଅନୁମୋଦନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୫ ବୃହତ ପ୍ରକଳ୍ପକୁ ମଞ୍ଜୁରୀ ୨ ଲକ୍ଷ ୪୭୯ କୋଟି ଟଙ୍କାର ହେବ ନିବେଶ ସୁବର୍ଣ୍ଣରେଖା ବନ୍ଦର ନିକଟରେ ପ୍ରକଳ୍ପ କରିବ ହଳଦିଆ ପେଟ୍ରୋକେମିକାଲ୍‌ସ ପାରାଦୀପ ତୈଳ ବିଶୋଧନାଗାରର...

୧୧ତମ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆରମ୍ଭ – ଜନଜାତି କଳାକାରଙ୍କ ପାରମ୍ପରିକ ନୃତ୍ୟରେ ଦୁଲୁକିଲା ମଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହାୟତାରେ ଅନୁସୂଚିତ ଜାତି, ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି ତିନି ଦିନିଆ ୧୧ତମ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ...