ଆମେରିକାର ‘ଟୁଇଟର’କୁ ଟକ୍କର ଦେବ ଭାରତ ‘ଟୁଟର’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସିଲା ସ୍ୱଦେଶୀ ଆପ୍‌ ଟୁଟର ଟୁଇଟରକୁ ଦେବ ଟକ୍କର ମେଡ୍‌ ଇନ୍‌ ଇଣ୍ଡିଆକୁ କରିବ ପ୍ରୋତ୍ସାହିତ ଆମେରିକାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟୁଇଟର’କୁ ଟକ୍କର ଦେବ ଭାରତର ‘ଟୁଟର’।  ଏହାକୁ ସ୍ୱଦେଶୀ...

ବିବାଦରେ ପପୁଙ୍କ ଫିଲ୍ମ ପୋଷ୍ଟର: ଦୂତୀ କହିଲେ, ନାରୀମାନେ କ’ଣ ପୁରୁଷଙ୍କ ପାଇଁ କୁକୁର?

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି ବିବାଦରେ ଫସିଛନ୍ତି ଓଲିଉଡ୍‌ର କମେଡିଆନ୍‌ ତତ୍ତ୍ୱ ପ୍ରକାଶ ଶତପଥୀ ଓରଫ ପପୁ ପମ୍‌ ପମ୍‌। ପପୁ ଏବେ ତାଙ୍କର ଅପକମିଂ ଫିଲ୍ମର ପୋଷ୍ଟର ମିଷ୍ଟର କହ୍ନେୟାକୁ ନେଇ ବିବାଦଘେରକୁ ଆସିଛନ୍ତି। ଗଣେଶ...

କଳାହାଣ୍ଡିରେ ପୁଣି ୧୧ କରୋନା ପଜିଟିଭ୍

corona test
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କଳାହାଣ୍ଡି ଜିଲ୍ଲାରେ ଚିହ୍ନଟ ହେଲେ ପୁଣି ୧୧ ଜଣ କରୋନା ପଜିଟିଭ୍। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୩କୁ ବୃଦ୍ଧି ପାଇଛି। ଏନେଇ କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ...

ସହିଦ ଯବାନ ଦେବାଶିଷ ବିଶ୍ଵାଳଙ୍କ ପରିବାର ଲାଗି ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଗୁରୁବାର ଦିନ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବନ ଦେବାଶିଷ ବିଶ୍ଵାଳଙ୍କ ପରିବାର ଲାଗି ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ...

ମୟୂରଭଞ୍ଜ: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀ ସାବ୍ୟସ୍ତ ହୋଇଥିବା ଲାଡ଼ା ସିକୁଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ...

ଭାରତ-ଅଷ୍ଟ୍ରେଲିଆ ବିଶ୍ଵ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ଟସ୍ ଜିତି ଟିମ୍ ଇଣ୍ଡିଆର ବୋଲିଂ ନିଷ୍ପତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଛି ବିଶ୍ଵ ଟେଷ୍ଟ ଚାମ୍ପିୟନସିପର (ଡବ୍ଲୁଟିସି) ଫାଇନାଲ୍ ମୁକବିଲା। ଟେଷ୍ଟ କ୍ରିକେଟର ବିଶ୍ଵ ବିଜେତା ହେବା ଲକ୍ଷ୍ୟରେ ଏହି ମ୍ୟାଚରେ ଉଭୟ ଦଳ...

ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ମନୋବିଜ୍ଞାନ ବିଭାଗର ଅନ୍ତର୍ଜାତୀୟ ସେମିନାର ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ‘ପରିବର୍ତ୍ତନଶୀଳ ବିଶ୍ୱରେ ମନୋବିଜ୍ଞାନର ପ୍ରୟୋଗ: ବୁଝାମଣା, କାର୍ଯ୍ୟାନ୍ୱୟନ ଓ ପରିବର୍ତ୍ତନ’ ଶୀର୍ଷକ ଦୁଇଦିନିଆ ଅନ୍ତର୍ଜାତୀୟ ସେମିନାର ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନ ବିଭାଗ ପକ୍ଷରୁ...

ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ ମଞ୍ଚରେ ସାଂସଦ ଅପରାଜିତା ଏବଂ ବିଧାୟକ ଅଶୋକ ପଣ୍ଡା କଥା କଟାକଟି

ଓଡ଼ିଶାଲାଇଭ୍ ବ୍ୟୁରୋ ମୁହାଁମୁହିଁ ହେଲେ ଅପରାଜିତା ଆଉ ଅଶୋକ। ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ ମଞ୍ଚରେ ମୁହାଁମୁହିଁ ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ବିଧାୟକ ଅଶୋକ ପଣ୍ଡା। ଲିଙ୍ଗରାଜ ଓ ବିନ୍ଦୁ...

ତୃତୀୟ ଲହର ପାଇଁ ଏବେଠୁ ପ୍ରସ୍ତୁତ ରାଜ୍ୟ ସରକାର – ଶିଶୁଙ୍କ ଚିକିତ୍ସା ପାଇଁ ବଢ଼ିବ ବେଡ୍ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ “ବର୍ତ୍ତମାନ କରୋନାର ଦ୍ଵିତୀୟ ଲହରରେ ଆମେ ଅଛେ। ତୃତୀୟ ଲହର ପାଇଁ ଏବେଠୁ ପ୍ରସ୍ତୁତ ହୋଇସାରିଲେଣି ରାଜ୍ୟ ସରକାର। ରାଜ୍ୟରେ ସଂକ୍ରମଣ ଏବେବି ରହିଛି। ଅନ୍ୟ ଦେଶ ଓ ରାଜ୍ୟରେ ସଂକ୍ରମଣ...

‘ନୋ ବ୍ୟାଗ ଡେ’ – ଶନିବାର ଛାତ୍ରଛାତ୍ରୀ ସ୍କୁଲକୁ ନେବେନି ବ୍ୟାଗ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ସାଙ୍ଗକୁ ଶାରୀରିକ, ମାନସିକ ଓ ବୌଦ୍ଧିକ ସ୍ତରରେ ଚାପ ମୁକ୍ତ ହେବା ଲାଗି ସମଗ୍ର ଗଞ୍ଜାମ ଜିଲ୍ଲାରେ ଆଜିଠୁ ‘ନୋ...