ଆସନ୍ତାକାଲି ଓଡ଼ିଶାରେ ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି, ଜୁନ ୨୧ ତାରିଖରେ ଓଡ଼ିଶାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ଯାଏଁ ଖୋଲା...
ରିଲିଜ ହେଲା ‘କବିର ସିଂହ’ର ପ୍ରଥମ ଗୀତ
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ନିକଟରେ ଶାହିଦ କପୁର ଓ କିଆରା ଆଡଭାନୀଙ୍କ ଅଭିନୀତ ଚର୍ଚ୍ଚିତ ଫିଲ୍ମ 'କବିର ସିଂହ'ର ଟ୍ରେଲର ରିଲିଜ ହୋଇଥିଲା। ଏବେ ଏହି ଫିଲ୍ମର ପ୍ରଥମ ଗୀତ ରିଲିଜ ହୋଇଛିା ଗୀତରେ...
ପରଲୋକରେ ବରିଷ୍ଠ କଂଗ୍ରେସ ନେତା ହରିହର କରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ହରିହର କରଣଙ୍କ ପରଲୋକ ହୋଇଛି। ସେ ସେପ୍ଟିସେମିଆ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଚିକିତ୍ସାଧୀନ...
ସୁନ୍ଦରଗଡ଼ ଜିଲ୍ଲାରେ ଶେଷ ପର୍ଯ୍ୟାୟ ଏଲ୍ଏଲ୍ଆଇଏନ୍ ମଶାରୀ ବଣ୍ଟନ ଆରମ୍ଭ, ବଣ୍ଟାଯିବ ୩ ଲକ୍ଷରୁ ଅଧିକ ମଶାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ (ଏଲ୍ଏଲ୍ଆଇଏନ୍) ବଣ୍ଟନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛି ପ୍ରଶାସନ। ସୋମବାର ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମର ତୃତୀୟ...
ଦ୍ୱିତୀୟ ଦିନରେ ସଟ୍ଡାଉନ୍ – ରାସ୍ତାଘାଟ ଖାଁ ଖାଁ, ପୋଲିସର କଡ଼ା ପହରା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଆଜି ରାତି ୮ଟାରେ ଶେଷ ହେବ ସଟ୍ଡାଉନ୍।
୪୮ ଘଣ୍ଟିଆ ସଟ୍ଡାଉନ୍ ଡାକରା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ପ୍ରଥମ ଦିନ ପରି ଦ୍ୱିତୀୟ ଦିନ ମଧ୍ୟ ସଟ୍ଡାଉନ ସଫଳ ହୋଇଥିବା...
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ସ୍ପଷ୍ଟ ହେବ ବାତ୍ୟାର ଚିତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ଆଣ୍ଡାମାନ ସାଗରରେ ଶୁକ୍ରବାର ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଏହା ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ। ଶୁକ୍ରବାର ରାତି ସୁଦ୍ଧା ବାତ୍ୟାର...
ବାହାନଗା ଟ୍ରେନ ଟ୍ରାଜେଡି: ମୃତଦେହ ଚିହ୍ନଟ ପାଇଁ ଭୁବନେଶ୍ଵର ଏମ୍ସରେ ଆରମ୍ଭ ହେଲା ଡିଏନଏ ଟେଷ୍ଟିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଶବଗୁଡ଼ିକୁ ଚିହ୍ନଟ ପାଇଁ ଏବେ ଭୁବନେଶ୍ଵର ଏମ୍ସରେ ଆରମ୍ଭ ହୋଇଛି ଡିଏନଏ ଟେଷ୍ଟିଂ ପ୍ରକ୍ରିୟା। ଏ ଯାଏଁ ଚିହ୍ନଟ ହୋଇପାରିନଥିବା ଶବଗୁଡ଼ିକର ଡିଏନଏ...
ଫ୍ଲିପ୍କାର୍ଟ ସେଲ୍ରେ ଶସ୍ତାରେ ମିଳୁଛି ପାୱାରଫୁଲ୍ ସ୍ମାର୍ଟଫୋନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଇ-କମର୍ସ ସାଇଟ୍ ଫ୍ଲିପ୍କାର୍ଟରେ ଚାଲିଛି କ୍ୱାଲକମ୍ ସ୍ନାପ୍ଡ୍ରାଗନ୍ ଡେଜ୍। ଏହି ସମୟ ମଧ୍ୟ ଗ୍ରାହକଙ୍କୁ ପାୱାରଫୁଲ୍ ପ୍ରୋସେସର ଥିବା ସ୍ମାର୍ଟଫୋନ୍ଗୁଡ଼ିକ ଉପରେ ରିହାତି ଦିଆଯାଉଛି। ଗୁଗୁଲ ପିକ୍ସେଲ ୩ଏ ଏକ୍ସଏଲ୍, ଭିଭୋ...
“ପଦ୍ମଭୂଷଣ ରାହୁଲ ବଜାଜଙ୍କର ବିୟୋଗ ଶିଳ୍ପ ଜଗତ ପାଇଁ ଅପୂରଣୀୟ କ୍ଷତି”
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୫୦ ବର୍ଷ ଧରି ବଜାଜ ଗ୍ରୁପର ଚେୟାରମ୍ୟାନ ରହିଥିବା ପଦ୍ମଭୂଷଣ ରାହୁଲ ବଜାଜଙ୍କର ପରଲୋକ ହୋଇଛି। ପୁଣେ ସ୍ଥିତ ବାସଭବନରେ ତାଙ୍କର ୮୩ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଦୀର୍ଘ...
ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ ବୋଲିଂ କରିବ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ରବିବାର ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆରେ ପ୍ରଥମେ ବୋଲିଂ କରିବ ଭାରତ। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି।
ବେଙ୍ଗାଳୁରୁର ଏମ୍ ଚିନ୍ନାସ୍ଵାମୀ ଷ୍ଟାଡିୟମ ସିରିଜର...


















