ମଙ୍ଗଳବାରଠୁ ଏହିସବୁ ସ୍ମାର୍ଟଫୋନ୍‌ରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଙ୍ଗଳବାରଠୁ ଅନେକ ସ୍ମାର୍ଟଫୋନ୍‌ରେ ହ୍ୱାଟ୍ସଆପ୍‌ ସେବା ବନ୍ଦ ହୋଇଯିବ। ଫେସ୍‌ବୁକ୍‌ର ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ର ସପୋର୍ଟ ପେଜ୍‌ରେ ଏନେଇ ସୂଚନା ଦିଆଯାଇଛି। ୩୧ ଡିସେମ୍ବରରୁ ୱିଣ୍ଡୋଜ୍‌ ସ୍ମାର୍ଟଫୋନ୍‌ରେ ଆଉ ହ୍ୱାଟ୍ସଆପ୍‌ ସପୋର୍ଟ...

ଭୁବନେଶ୍ୱରରେ ଭଡ଼ାରେ ମିଳିବ ସାଇକେଲ, ପ୍ରଥମ ପର୍ଯ୍ୟାୟରେ ଆସିବ ୨ ହଜାର ସାଇକେଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ମାର୍ଟସିଟି ଭୁବନେଶ୍ୱରରେ ଏଣିକି ଭଡ଼ାରେ ମିଳିବ ସାଇକେଲ। ଯାତ୍ରୀ ସାଇକେଲ ନେଇ ଯାତ୍ରା କରିପାରିବେ। ହକି ବିଶ୍ୱକପ୍ ପୂର୍ବରୁ ଏହି ନୂଆ ବ୍ୟବସ୍ଥା ଲାଗୁ ହେବ। ରାଜଧାନୀ ଭୁବନେଶ୍ୱର ଦିନକୁ ଦିନ  ସ୍ମାର୍ଟ ହେଉଛି।...

ଆଜିର ଟପ୍ ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ୨୩ ଡିସେମ୍ଵର, ୨୦୨୦ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ ହେଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଛାତ୍ରମାନେ ଓଡ଼ିଶାର ନୂଆ ଯୁଗର ସାରଥୀ – ନବୀନ ପଟ୍ଟନାୟକ ଏସଆଇଟି ତଦନ୍ତକୁ ନେଇ...

ସାଲିଆ ସାହିକୁ ଫେରିଲା କରୋନା, ନିରଙ୍କାରୀ ନଗରରେ ଜଣେ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜଧାନୀର ସବୁଠୁ ବଡ଼ ବସ୍ତି କୁହାଯାଉଥିବା ସାଲିଆ ସାହିକୁ ପୁଣି ଫେରିଲା କରୋନା। ଏହା ମଧ୍ୟରେ ଥିବା ନିରଙ୍କାରୀ ନଗରର ଜଣେ ୨୨ ବର୍ଷୀୟ ଯୁବକ କରୋନାରେ ପଜିଟିଭ୍ ଥିବା...

୨୦୨୪ରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସାରା ବିଶ୍ଵରେ ୩୧୦ ବିଲିୟନ ଡଲାରର କ୍ଷୟକ୍ଷତି

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ବର୍ଷ ବିଶ୍ୱର ବିଭିନ୍ନ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଲାଗି ଏକ ମହଙ୍ଗା ବର୍ଷ ରୂପେ ସାବ୍ୟସ୍ତ ହୋଇଛି। ଅନ୍ତର୍ଜାତୀୟ ବୀମା କମ୍ପାନି ସୁଇସ୍‌ ଦ୍ଵାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ,...

ଖୋର୍ଦ୍ଧା ପୋଲିସର ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ ଆହତ

ଓଡ଼ିଶାଲାଇଭ ବ୍ୟୁରୋ ରାଜଧାନୀ ପରେ ଖୋର୍ଦ୍ଧା ପୋଲିସ ମଧ୍ୟ ଆକ୍ସନ ମୋଡରେ। ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ନିକଟରେ ବୁଧବାର ରାତିରେ ଏନକାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ ଖାଁ ଆହତ ହୋଇଛି। ତା...

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ଅଧୀନରେ ନିଯୁକ୍ତି ସୁଯୋଗ, ମେ’ ୩ ତାରିଖ ସୁଦ୍ଧା କରନ୍ତୁ ଆବେଦନ

chakiri 4
ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (OSSC) ଅଧୀନରେ ଜିଲ୍ଲା ସଂସ୍କୃତି ଅଧିକାରୀ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ। ଖାଲି ପଡ଼ିଥିବା ପଦବୀ...

କାହିଁକି ଫେଲ୍ ମାରିଲା ବିକ୍ରମ, ଜାଣନ୍ତୁ ବୈଜ୍ଞାନିକ କାରଣ?

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=EnaMA2kukac] ଜାଣନ୍ତୁ ଲ୍ୟାଣ୍ଡର ବିକ୍ରମ ଫେଲ ମାରିବା ସତ୍ତ୍ଵେ ଭାରତର ଚନ୍ଦ୍ର ଅଭିଯାନକୁ କିପରି ମିଳିଛି ସଫଳତା? (ଭୁବନେଶ୍ଵରରୁ ନୀଳାମ୍ଵର ରଥ): ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରଯାନ-୨ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଏକ...

ଲାଦାଖର ମାଉଣ୍ଟ କୁନରେ ହିମସ୍ଖଳନ: ଭାରତୀୟ ସେନାର ଜଣେ ଯବାନ ସହିଦ, ୩ ଜଣ ନିଖୋଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଲାଦାଖର ମାଉଣ୍ଟ କୁନରେ ବୁଧବାର ହିମସ୍ଖଳନ ଯୋଗୁଁ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି। ଏହାସହ ୩ ଜଣ ଯବାନ ନିଖୋଜ ହୋଇଯାଇଛନ୍ତି। ସେମାନେ ବରଫରେ ଫସି ରହିଥିବା ଆଶଙ୍କା...

ମାଟ୍ରିକ ପରୀକ୍ଷା ଦେଲେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଠ ପଢ଼ିବା ପାଇଁ କୌଣସି ବୟସ କିମ୍ବା ପଦବୀର ଆବଶ୍ୟକତା ନଥାଏ। ମନରେ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ଥିବାରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ସୋରଡ଼ା...