ଓଡ଼ିଶାଲାଇଭ୍ ବ୍ୟୁରୋ
୨୩ ଡିସେମ୍ଵର, ୨୦୨୦
-
ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ ହେଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ
-
ଏସଆଇଟି ତଦନ୍ତକୁ ନେଇ ବିଜେପିର ପ୍ରଶ୍ନ, କାହିଁକି ହେଲାନି ବାବୁଲି ନାୟକଙ୍କ ପଲିଗ୍ରାଫ ଟେଷ୍ଟ?
- ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରିବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
- କଟକରେ ଆଉ ଏକ ବଜ୍ରକାପ୍ତା ଚାଲାଣ ରାକେଟକୁ ଧରିଲା କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ
- ଅନୁଗୁଳରେ ପ୍ରଚଳିତ କଟକଣା ବିରୁଦ୍ଧରେ ଗଲେ ଯୁବକ, କିନ୍ନରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ
- ଦୂର ଦୁରାନ୍ତ ରୋଗୀଙ୍କ ପାଇଁ ଭଦ୍ରକରେ ବାଇକ ଆମ୍ବୁଲାନ୍ସ ସେବା ଆରମ୍ଭ କଲେ ଜିଲ୍ଲାପାଳ ଡକ୍ଟର ଜ୍ଞାନ ଦାସ
- ବ୍ରିଟେନରୁ ଫେରିଥିବା ଜନୈକ ବ୍ୟକ୍ତି ଭୁବନେଶ୍ୱରରେ ଠାବ ଓ କୋଭିଡ ହସ୍ପିଟାଲରେ ଭର୍ତ୍ତି
- ଆୟ ବହିର୍ଭୁତ ମାମଲାରେ ପୁରୀରେ ଜନୈକା ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ