ଜେଇଇ ମେନ୍ ଏପ୍ରିଲ୍ ୮ରେ; ଅନଲାଇନରେ ହେବ ଜେଇଇ ଆଡଭାନ୍ସଡ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଓଡ଼ିଶାରୁ ପରୀକ୍ଷା ଦେବେ ୪୬ ହଜାର ଛାତ୍ରଛାତ୍ରୀ ଆସନ୍ତା ଏପ୍ରିଲ୍ ୮ରେ ଅନୁଷ୍ଠିତ ହେବ ଜେଇଇ ମେନ୍ ୨୦୧୮। କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପକ୍ଷରୁ ଜେଇଇ ମେନ୍ ଓ ଜେଇଇ...

୨୯ରେ ବାରଣାସୀରେ ପହଞ୍ଚିବେ ପ୍ରିୟଙ୍କା, କରିବେ କାଳ ଭୈରବ ମନ୍ଦିରରେ ପୂଜା

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ବାରଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ କଂଗ୍ରେସ ମହାସିଚବ ତଥା ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ପ୍ରାର୍ଥୀ ହୋଇପାରନ୍ତି। ଏ ନେଇ ରାଜନୈତିକ କରିଡରରେ ଢେର ଚର୍ଚ୍ଚା। ଅନ୍ୟପଟେ ପ୍ରିୟଙ୍କା...

୫ଜଣଙ୍କୁ ମିଳିଲା ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୧୯

ଓଡ଼ିଶାଲାଇଭ ବ୍ୟୁରୋ ସୃଜନ ଦ୍ୱାରା ଆୟୋଜିତ ୨୫ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ବୁଧବାର ଅନ୍ତିମ ସନ୍ଧ୍ୟା ଥିଲା। ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ଓଡ଼ଶାର ସଂସ୍କୃତି ପ୍ରେମୀ ଦର୍ଶକମାନଙ୍କୁ ଭାରତର ବିଭିନ୍ନ...

ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରେ ପୁଣି କଂଗ୍ରେସ, ନା ବିଜେଡି-ବିଜେପି ମାରିନେବେ ବାଜି

ସତୀଶ ଶର୍ମା ରାଜଗାଙ୍ଗପୁର ବିଧାନସଭା ଆସନ ହାତେଇବାକୁ କଂଗ୍ରେସ ଏବଂ ବିଜେଡି ମଧ୍ୟରେ ଛକାପଞ୍ଝା ଲାଗିରହିଥିବାବେଳେ ବିଜୟ ରଣନୀତି ପ୍ରସ୍ତୁତ କରୁଛି ବିଜେପି। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରେ ରାଜନୈତିକ...

ମହେଶ ଭଟ୍ଟଙ୍କୁ ବଲିଡଡର ‘ଡନ୍’ କହିଲେ ଅଭିନେତ୍ରୀ – ଆଣିଲେ ଡ୍ରଗ୍ସ କାରବାର ଅଭିଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ନାଁରେ ଆଉ ଏକ ଅଭିଯୋଗ ଆସିଛି। ମହେଶ ଭଟ୍ଟଙ୍କୁ ବଲିଉଡର ଡନ୍‌ କହିବା ସହିତ ତାଙ୍କର ଡ୍ରଗ୍ସ ଲିଙ୍କ୍‌ରେ...

ମୋଦି-ଶାହଙ୍କୁ କୃଷ୍ଣ-ଅର୍ଜୁନଙ୍କ ଯୋଡ଼ି କହି ପ୍ରଶଂସା କଲେ ସୁପରଷ୍ଟାର ରଜନୀକାନ୍ତ

ଓଡ଼ିଶାଲାଇଭ ବ୍ୟୁରୋ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହଟାଇଥିବାରୁ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ସୁପରଷ୍ଟାର ରଜନୀକାନ୍ତ। ଏହାସହ ମୋଦି-ଶାହଙ୍କୁ ସେ କୃଷ୍ଣ-ଅର୍ଜୁନଙ୍କ ଯୋଡ଼ି ମଧ୍ୟ...

ବିଧାନସଭା ପାଇଁ ବରିଷ୍ଠଙ୍କ ସହ ଫାଇଟ୍‌: ଆଗୁଆ ରହିଛନ୍ତି ଯୁବନେତା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୨୪ ନିର୍ବାଚନୀ ମହାସମରରେ ବରିଷ୍ଠ ନେତାମାନଙ୍କ ସହ ଫାଇଟ୍ କରୁଛନ୍ତି ଅନେକ ଯୁବ ନେତା ଓ ନେତ୍ରୀ। ସେମାନଙ୍କ ମଧ୍ୟରେ ଅଛନ୍ତି ଅନେକ ବରିଷ୍ଠ ନେତାଙ୍କ ପୁଅ ଓ ଝିଅ।...

ଉତ୍ତର-ପୂର୍ବ ୩ଟି ରାଜ୍ୟରେ ବାଜିଲା ନିର୍ବାଚନ ବିଗୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୩ଟି ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ନାମାଙ୍କନର ଶେଷ ତାରିଖ ୭ ଫେବୃଆରୀ ତ୍ରିପୁରାରେ ୧୮ ଫେବୃଆରୀ, ମେଘାଳୟ ଓ ତ୍ରିପୁରାରେ ଫେବୃଆରୀ ୨୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ବାଜିଲା...

ବିହାରରେ ଏନଡିଏ କରୁଛି ଲିଡ୍

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଚାଲିଛି ଭୋଟ୍ ଗଣତି। ୧୧ଟା ମଧ୍ୟରେ ବିହାରର ୪୦ଟି ସିଟରୁ ଏନଡିଏ ଆଗରେ ରହିଛି। ବିହାରରେ ଏନଡିଏ ୪୦ ସିଟରୁ ୩୮ ସିଟ୍ ଆଗରେ ଚାଲିଛି। ଅନ୍ୟପକ୍ଷରେ ବିହାରର ମହାଗଠବନ୍ଧନ...

ଉତ୍ତରା ଛକ ପାଲଟିଛି ମରଣଯନ୍ତା! ସର୍ଭିସ୍ ରୋଡ୍ ନିର୍ମାଣ ପାଇଁ ଦାବି ଶୁଣୁ ନାହାନ୍ତି ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରା ଛକରେ ବଢ଼ୁଛି ଦୁର୍ଘଟଣା। ସର୍ଭିସ ରୋଡ୍ ନିର୍ମାଣ ପାଇଁ ଆନ୍ତରିକତା ଦେଖାଉନି ପ୍ରଶାସନ। ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥର ଉତ୍ତରା ଛକ ରାସ୍ତା ପାଲଟିଛି ମରଣଯନ୍ତା। ଉତ୍ତରା ଛକରୁ...