ଖେଳୁଥିବା ବେଳେ ନିଆଁ ଲାଗି ଜଳିଗଲେ ୩ ଶିଶୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଆଁ ଲାଗିଯିବା ଫଳରେ ୩ ଶିଶୁଙ୍କ ଦେହରେ ନିଆଁ ଲାଗିଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ। ଶିଶୁଙ୍କ ବୟସ ୫ ବର୍ଷରୁ କମ୍ ହେବ। ସେମାନଙ୍କ...
ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଅ – ପଟିଆଲା ହାଉସ୍ କୋର୍ଟ ଆଗରେ ନାରାବାଜି କଲେ ନିର୍ଭୟାଙ୍କ ମା’, ବାପା
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଅ
ନିର୍ଭୟାଙ୍କୁ ନ୍ୟାୟ ଦିଅ
ଉଇ ୱାଣ୍ଟ ଜଷ୍ଟିସ୍
ପଟିଆଲା ହାଉସ୍ କୋର୍ଟ ଆଗରେ ବୁଧବାର ଏହି ନାରାବାଜି ଶୁଣିବାକୁ ମିଳିଥିଲା। ଏହି ନାରାବାଜି ଆଉ କେହି ନୁହେଁ ନିର୍ଭୟାଙ୍କ ମା’...
ଡେଙ୍ଗୁ ଦାଉରୁ କିପରି ରକ୍ଷା ପାଇବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=EgGa0rDYrT4]
ଡେଙ୍ଗୁ ହେଉଛି ଏକ ଭୂତାଣୁ ଜନିତ ରୋଗ, ଯାହା ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ଏହି ମଶାମାନେ ଦିନରେ କାମୁଡ଼ିଥାନ୍ତି। ସୂର୍ଯ୍ୟୋଦୟର ୩ ଘଣ୍ଟା ପରେ ଏବଂ...
ଶିମିଳିପାଳ ଅଭୟାରଣ୍ୟରୁ ୧୮ କୋଟି ଟଙ୍କା ମୂଲ୍ୟର ବେଆଇନ ଅଫିମ ଫସଲ ନଷ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଭିତରେ ବେଆଇନ ଭାବେ ଚାଷ କରାଯାଇଥିବା ଅଫିମ ଫସଲକୁ ଜିଲ୍ଲା ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି। ନଷ୍ଟ...
କୋଷ୍ଠକାଠିନ୍ୟ ଦୂର ପାଇଁ ମହୋଷଧି ପାଳଙ୍ଗ ଶାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଳଙ୍ଗ ଶାଗ ଶାରୀରିକ ବିକାଶ ପାଇଁ ବେଶ୍ ଲାଭଦାୟକ। ଏଥିରେ ମିନେରାଲ୍, ଭିଟାମିନ୍ ଓ ଆହୁରି ଅନେକ ପୋଷକ ତତ୍ତ୍ୱ ଭରି ରହିଛି ।
ସାଧାରଣତଃ ଲୋକମାନେ ପାଳଙ୍ଗ ଶାଗର ଭଜା କିମ୍ବା...
ଆଜି ସର୍ବଦଳୀୟ ବୈଠକ, ଶୀତ ଅଧିବେଶନରେ ପ୍ରଶ୍ନକାଳ ରହିବ କି ନାହିଁ ସେନେଇ ଆଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ବସିବାକୁ ଯାଉଛି। ଏଥିପାଇଁ ଆଜି ସର୍ବଦଳୀୟ ବୈଠକ ବସିବ। ଅଧିବେଶନ କିପରି ହେବ, ପରିଚାଳନା କିପରି କରାଯିବ? ସେ ସମ୍ପର୍କରେ ବୈଠକରେ ଆଲୋଚନା...
ଓକିଲ ଇନ୍ଦିରାଙ୍କ କ୍ଷମା ପରାମର୍ଶକୁ ନେଇ ରାଗିଗଲେ ନିର୍ଭୟାଙ୍କ ମା’
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ଭୟା ଦୋଷୀଙ୍କୁ କ୍ଷମା ଦେବାକୁ ପରାମର୍ଶ ଦେଇଥିବା ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହଙ୍କ ଉପରେ ବର୍ଷିଛନ୍ତି ନିର୍ଭୟାଙ୍କ ମା‘।
‘‘ସାରାଦେଶ ଦୋଷୀଙ୍କ ଫାଶୀକୁ ଅପେକ୍ଷା କରିଛି। ଇନ୍ଦିରା କିଏ ମତେ ଏଭଳି ପରାମର୍ଶ...
ଶୀତଦିନେ ଖାଆନ୍ତୁ ଦେଶୀ ଘିଅ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ ଶୀତଦିନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ ହୋଇଥାଏ। କାରଣ ଏହି ଦିନରେ ସଠିକ୍ ଖାଦ୍ୟ ନ ଖାଇଲେ ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟା ହେବାର ଆଶଙ୍କା ଅଧିକ ଥାଏ।...
କେଶ ଝଡ଼ିବାରୁ ରକ୍ଷା କରିବ ତୁଳସୀ, ଜାଣନ୍ତୁ ତାର ବ୍ୟବହାର
ଓଡ଼ିଶାଲାଇଭ୍ ବ୍ୟୁରୋ
ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପୂଜା କରାଯାଏ। ଏହି ପବିତ୍ର ଗଛକୁ ଘରେ ଲଗାଇଲେ କେବଳ ଯେ ଶୁଭ ହୋଇଥାଏ ତା’ ନୁହେଁ ଏହା ବହୁ ପ୍ରକାର ସଂକ୍ରମଣରୁ ରକ୍ଷା କରେ।...
ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସର ସ୍ଵତନ୍ତ୍ର ସ୍କ୍ୱାଡ୍, ନିୟୋଜିତ ହେବେ ୯୧ ଅଧିକାରୀ ଓ କର୍ମଚାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଜେଡ୍ ପ୍ଲସ୍ ସୁରକ୍ଷା ବଦଳରେ ପୋଲିସର ସ୍ଵତନ୍ତ୍ର ସ୍କ୍ୱାଡ୍।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ପାଇଁ ଗଠନ ହେବ ସ୍ଵତନ୍ତ୍ର ସ୍କ୍ୱାଡ୍। ଏଥିରେ ରାଜ୍ୟ ପୋଲିସର ୯୧...


















