ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଡେଙ୍ଗୁ ହେଉଛି ଏକ ଭୂତାଣୁ ଜନିତ ରୋଗ, ଯାହା ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ଏହି ମଶାମାନେ ଦିନରେ କାମୁଡ଼ିଥାନ୍ତି। ସୂର୍ଯ୍ୟୋଦୟର ୩ ଘଣ୍ଟା ପରେ ଏବଂ ସୂର୍ଯ୍ୟାସ୍ତର ୩ ଘଣ୍ଟା ପୂର୍ବରୁ ଏଡିସ୍ ମଶା କାମୁଡ଼ିଲେ ଡେଙ୍ଗୁ ରୋଗ ହୋଇଥାଏ ବୋଲି ଡାକ୍ତର କୁହନ୍ତି।

ବର୍ତ୍ତମାନ ସମୟରେ ଡେଙ୍ଗୁର ପ୍ରାଦୁର୍ଭାବ ବଢ଼ୁଥିବାରୁ ଏଥିରୁ ରକ୍ଷା ପାଇଁ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ତେବେ ଡେଙ୍ଗୁ ରୋଗଠାରୁ କିପରି ରକ୍ଷା ପାଇପାରିବା? ଡେଙ୍ଗୁ ରୋଗର ଲକ୍ଷଣ କ’ଣ ଏବଂ ଡେଙ୍ଗୁ ହେଲେ କ’ଣ ସବୁ ଜଟିଳତା ଦେଖାଦିଏ? ସେ ନେଇ ଡାକ୍ତର ଏସ୍‌ ସାଇଦର୍ଶିନୀ କ’ଣ କହୁଛନ୍ତି, ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Dengue #SymptomsOfDengue #Treatment #DoctorsAdvice #OdiaHealthTips

Comment