ଆଇଆଇଟି ମାଡ୍ରାସର ଛାତ୍ରଙ୍କୁ ଆମେରିକା କମ୍ପାନିର ଆକର୍ଷଣୀୟ ନିଯୁକ୍ତି ଅଫର: ପ୍ୟାକେଜ ଶୁଣିଲେ ହେବେ ଆଶ୍ଚର୍ଯ୍ୟ!
ମିନତି ମିଶ୍ର
ଚଳିତବର୍ଷ ଆଇଆଇଟି ମାଡ୍ରାସ ନିଯୁକ୍ତି କ୍ଷେତ୍ରରେ ବଡ଼ ରେକର୍ଡ କରିଛି। ଏଥର ପ୍ଲେସମେଣ୍ଟ ସିଜନରେ ଉକ୍ତ ସଂସ୍ଥାନର କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂର ଜଣେ ଛାତ୍ରଙ୍କୁ ଆମେରିକା ସ୍ଥିତ ଗ୍ଲୋବାଲ ଟ୍ରେଡିଂ କମ୍ପାନି...
ଜାଣନ୍ତୁ ଆଜିର ରାଶିଫଳ – (୨୭ ଜୁନ୍ ୨୦୨୧, ରବିବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।
ତିଥି ଓ ପର୍ବ- ଆଜି ଆଷାଢ଼ କୃଷ୍ଣ ୩ୟା ଦିବା ୦୩:୫୪:୩୦ ଗତେ ୪ର୍ଥୀ ତିଥି। ମକର ଚନ୍ଦ୍ର ଅହୋରାତ୍ର।...
ବିହାର ନିର୍ବାଚନ (୩) – ମୁହାଁମୁହିଁ ସ୍ଥିତିରେ ଏନଡିଏ ମେଣ୍ଟ ସହଯୋଗୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିହାର ନିର୍ବାଚନ ପାଇଁ ସମସ୍ତେ ଘରୁ ଗୋଡ଼ ବାହାର କରିସାରିଲଣି। ହେଲେ ଏନଡିଏ ଘର ଭିତରେ ଏବେ ସହଯୋଗୀମାନେ ମୁହାଁମୁହିଁ ସ୍ଥିତିରେ। ଏନଡିଏ ମେଣ୍ଟରେ ସାମିଲ ହୋଇଥିବା ହିନ୍ଦୁସ୍ଥାନ ଆବାମ...
ଛତିଶଗଡ଼: ଦନ୍ତେୱାଡା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୧୪ ମାଓବାଦୀ ନିହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ଆବୁଜମାଡ଼ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଶୁକ୍ରବାର ଗୁଳି ବିନିମୟ ହୋଇଛି। ଏଥିରେ ୧୪ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ...
ବିଶ୍ୱକପ ୨୦୧୯ ପାଇଁ ଇଂଲଣ୍ଡ ଗସ୍ତରେ ଟିମ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ବିଶ୍ୱକପ ୨୦୧୯ର ରଣନୀତି ପାଇଁ ଟିମ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିଛି। ମେ’୩୦ରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ମଙ୍ଗଳବାର ବିଳିମ୍ବିତ ରାତିରେ ଇଂଲଣ୍ଡ ଯାତ୍ରା...
ଏଣିକି ୫୦ କିଲୋମିଟରରୁ ଅଧିକ ବେଗରେ ଗାଡ଼ି ଚଳାଇଲେ ଗଣିବେ ତଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାବଧାନ! ୫୦ କିଲୋମିଟରରୁ ଅଧିକ ବେଗରେ ଗାଡ଼ି ଚଳାଉଛନ୍ତି କି? ଗଣିବେ ଫାଇନ୍। ଏନେଇ କମିସନରେଟ୍ ପୋଲିସ ଜାରି କଲା ଆଡଭାଇଜରି।
ଭୁବନେଶ୍ୱର-କଟକରେ ଗାଡ଼ି ଚଳାଇବା ବେଳେ ସର୍ବାଧିକ ବେଗ କେତେ ରହିବ,...
ଠକଙ୍କ ନୂଆ ଫର୍ମୁଲା: କ୍ରେଡିଟ୍ କାର୍ଡ ମାଧ୍ୟମରେ ୮ କୋଟି ଟଙ୍କା ଠକେଇ, ୫ ଅଭିଯୁକ୍ତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକଙ୍କୁ ଭୂଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିବାର ନୂଆ ନୂଆ ଫର୍ମୁଲା ଆପଣାଉଛନ୍ତି ଠକ। କ୍ରେଡିଟ କାର୍ଡ ମାଧ୍ୟରେ ୮ କୋଟି ଟଙ୍କା ଠିକେଇ ଅଭିଯୋଗରେ ୫ ଜଣଙ୍କୁ ଗିରଫ...
ଗୁଗଲରେ ‘ବେଷ୍ଟ ଟୟଲେଟ୍ ପେପର ଇନ ୱାର୍ଲ୍ଡ ପାକିସ୍ତାନୀ ପତାକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆତଙ୍କବାଦୀ ମାମଲାରେ ପୂରା ବିଶ୍ୱ ନଜରରେ ଥିବା ପାକିସ୍ତାନକୁ ଗୁଗଲରେ ବି ଲଜ୍ଜାଜନକ ସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ଗୁଗଲରେ ‘ବେଷ୍ଟ ଟୟଲେଟ୍ ପେପର ଇନ ୱାର୍ଲ୍ଡ ସର୍ଚ୍ଚ କରିବା ସମୟରେ...
ଓଡ଼ିଶା ଖଣି ନିଗମ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତ: କୋଇଡ଼ା ଶିଳ୍ପ ତାଲିମ ପ୍ରତିଷ୍ଠାନର ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ୨ଟି ବସ୍ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂ ଏବଂ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ...
ଜମୁଛି ମାଲ୍ୟବନ୍ତ ମହୋତ୍ସବ, ଉତ୍ସାହିତ ଲାଲଗଡ଼ବାସୀ
ଓଡ଼ିଶାଲାଇଭ ବ୍ୟୁରୋ
ମାଲ୍ୟବନ୍ତ ମହୋତ୍ସବ ଉଦଘାଟିତ। ମୁକ୍ତାକାଶ ମଣ୍ଡପରେ କଳା ପ୍ରଦର୍ଶନ କରୁଛନ୍ତି କଳାକାର। ମନମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ।
(ମାଲକାନଗିରରୁ ଇଶ୍ୱର ପଟ୍ଟନାୟକ)- ଆରମ୍ଭ ହୋଇଛି ମାଲକାନଗିରିର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ। ଏହି ଉତ୍ସବରେ ସାମିଲ...


















