ଲୋକସଭା ବାଚସ୍ପତି ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ଏନଡିଏରୁ ଓମ୍ ବିର୍ଲା ଓ ଇଣ୍ଡି ମେଣ୍ଟରୁ କେ ସୁରେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ୭୫ ବର୍ଷର ଗଣତାନ୍ତ୍ରିକ ଇତିହାସରେ ବହୁ ବର୍ଷ ପରେ ଲୋକସଭାର ବାଚସ୍ପତି ନିର୍ବାଚନରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିବ। ଏହି ନିର୍ବାଚନ ଲାଗି ଶାସକ ଏନଡିଏ ପକ୍ଷରୁ...
ନୟାଗଡ଼ ଜିଲ୍ଲାକୁ ‘ଭୂମି ସମ୍ମାନ-୨୦୨୩’ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଅଧୁନିକୀକରଣ କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୟାଗଡ଼ ଜିଲ୍ଲାକୁ ମିଳିଛି ‘ଭୂମି ସମ୍ମାନ-୨୦୨୩’ ପୁରସ୍କାର। ମଙ୍ଗଳବାର ଦିନ...
ଜାଣନ୍ତୁ ଆଲିଆଙ୍କ ବିବାଦୀୟ ପ୍ରସଙ୍ଗ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ସାଧାରଣତଃ ବଲିଉଡରେ ସମସ୍ତ କଳାକାର କୌଣସି ନା କୌଣସି ବିଷୟକୁ ନେଇ ବିବାଦରେ ଫସିଛନ୍ତି। ଏହି ତାଲିକାରେ ଲେଡି ଅମିତାଭ କୁହାଯାଉଥିବା ଆଲିଆ ଭଟ୍ଟ ବି ଯୋଡି ହୋଇଛନ୍ତି।
ପ୍ରଖ୍ୟାତ ନିର୍ମାତା...
ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୧୯ ଜାନୁଆରି ୨୦୨୧, ମଙ୍ଗଳବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।
ତିଥି ଓ ପର୍ବ-ଦିବସ: ଆଜି ପୌଷ ଶୁକ୍ଳ ଷଷ୍ଠୀ ଦିବା ୧୦:୫୯:୧୦ ଗତେ ସପ୍ତମୀ ତିଥି। ମୀନଚନ୍ଦ୍ର...
ପାକିସ୍ତାନ ପାଇଁ ଅଗ୍ନିପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ବିଶ୍ଵକପର ୩୬ତମ ମ୍ୟାଚରେ ଶନିବାର ପାକିସ୍ତାନ ଓ ଆଫଗାନିସ୍ତାନ ମୁହାଁମୁହିଁ ହେବେ। ଚଳିତ ବିଶ୍ଵକପରେ ଆଫଗାନିସ୍ତାନର ବିଶ୍ଵକପ ଯାତ୍ରା ଶେଷ ହୋଇଯାଇଥିବା ବେଳେ ପାକିସ୍ତାନ ପାଇଁ ସୁଯୋଗ ରହିଛି।
ପାକିସ୍ତାନ ଯଦି...
ମୁଖ୍ୟମନ୍ତ୍ରୀଙ୍କ ଫୋନରୁ ନେଟୱର୍କ ଗାଏବ – ଥାନାରେ ରାତି କାଟିଲେ ବିଏସଏନଏଲ ଅଧିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବୀର ଦାସଙ୍କ ମୋବାଇଲ ଫୋନରୁ ନେଟୱର୍କ ଗାଏବ ହୋଇଯିବାରୁ ବିଏସଏନଏଲର ଦୁଇ ଅଧିକାରୀଙ୍କୁ ଜେଲରେ ରାତି କାଟିବାକୁ ପଡ଼ିଛି।
ଘଟଣାଟି ସୋମବାର ରାତିରେ ଘଟିଛି। ମୁଖ୍ୟମନ୍ତ୍ରୀ ରଘୁବୀର ଦାସ ରାତିରେ...
ଆଜିଠୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ଦ୍ଵିତୀୟ ବିମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରୁ କୋରାପୁଟ ଜିଲ୍ଲାର ଜୟପୁରକୁ ଉଡ଼ିଲା ଦ୍ଵିତୀୟ ବିମାନ। ସୋମବାରଠାରୁ ଜୟପୁରକୁ ଦ୍ଵିତୀୟ ଏହି ବିମାନସେବା ଆରମ୍ଭ ହୋଇଛି। ଇଣ୍ଡିଆ ୱାନ ଏୟାରଲାଇନ୍ସ ପକ୍ଷରୁ ସପ୍ତାହକୁ ଦୁଇଦିନ ସୋମବାର ଓ ଶୁକ୍ରବାର...
ଆଜି କୋରାପୁଟ, ମାଲକାନଗିରିରେ ନିର୍ବାଚନ ପ୍ରଚାର କରିବେ ନବୀନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୯ ନିର୍ବାଚନ ପାଇଁ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହାଇଟେକ୍ ପ୍ରଚାର କରିବେ। ହାଇଟେକ୍ ବସ୍ରେ ଯାଇ କୋରାପୁଟରେ କରିବେ ପ୍ରଚାର। ଅବିଭକ୍ତ କୋରାପୁଟ ଯାଇ ନବୀନ ୪ଟି...
ସୁସ୍ମିତା ଦାସ: ସଙ୍ଗୀତ ଜୀବନ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ[youtube https://www.youtube.com/watch?v=NbO6j1CoyiI]
ରସଗୋଲା ହେଉ ଅବା ଜଳବାୟୁ ପରିବର୍ତ୍ତନ। ମହିଳା ସଶକ୍ତିକରଣଠୁ ନେଇ ଦକ୍ଷତା ବିକାଶ। କେତେବେଳେ ତାଙ୍କ କଣ୍ଠରୁ ଶୁଣିବାକୁ ମିଳିଛି ପ୍ରେମଭରା ଗୀତ ତ ଆଉ କେତେବେଳେ ବିରହ। ଏମିତି...
କରୋନାରେ ଆଖି ବୁଜିଲେ କିମ୍ବଦନ୍ତୀ ଧାବକ ମିଲଖା ସିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର କିମ୍ବଦନ୍ତୀ ଧାବକ ତଥା ଫ୍ଲାଇଙ୍ଗ ଶିଖ୍ ଭାବେ ପରିଚିତ ମିଲଖା ସିଂଙ୍କ ଦେହାନ୍ତ ହୋଇଛି। ଏକ ମାସ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ରହିଥିଲେ। ପରେ...


















