ଦର୍ଶକଙ୍କ ମନ କିଣୁଛି ‘ଭୁଜ୍‌ ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ର ‘ଦେଶ ମେରେ’ ଗୀତ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ଅଭିନେତା ଅଜନ ଦେବଗନଙ୍କ ‘ଭୁଜ୍‌ ଦ ପ୍ରାଇଡ ଅଫ୍‌ ଇଣ୍ଡିଆ’କୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଦେଶ ପ୍ରେମ ଉପରେ ଆଧାରିତ ଏହି ଫିଲ୍ମଟି ଅଗଷ୍ଟ ୧୩ରେ...

ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବସିବ। ସଚିବାଳୟରେ ୫.୪୫ ମିନିଟରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅଧ୍ୟକ୍ଷତା କରିବେ। ଆଜିର ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷ...

ଋଣ ମାଗୁଛି ପାକିସ୍ତାନ!

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/FE_3xzlkYpw ଭାରତ ସହ ଯୁଦ୍ଧ କରିବାକୁ ଆଉ ନାହିଁ ପାକିସ୍ତାନ ପାଖରେ ଆର୍ଥିକ ସମ୍ବଳ। ବିଶ୍ୱ ଆଗରେ ଋଣ ପାଇଁ ଗୁହାରି କରୁଛି ପାକିସ୍ତାନ। ପହଲଗାମ୍‌ ଆକ୍ରମଣର ଜବାବରେ ଭାରତ ଜାରି ରଖିଥିବା...

ଖାରବେଳଙ୍କୁ ଆକ୍ରମଣ ଘଟଣା – ତଦନ୍ତ ପାଇଁ କାଶୀପୁରରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ 

ଓଡ଼ିଶାଲାଇଭ୍ ବ୍ୟୁରୋ କାଶୀପୁରରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ଵାଇଁଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍। କିଛି ଦିନ ତଳେ ରାୟଗଡ଼ା କାଶୀପୁରରେ ଖାରବେଳ ସ୍ଵାଇଁଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଘଟଣାର ଏବେ...

ବିଏସ୍ଏନ୍ଏଲ୍ ବନ୍ଦ କଲା ୩ଟି ରିଚାର୍ଜ ପ୍ଲାନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବିଏସ୍ଏନ୍ଏଲ୍ ତା'ର ୩ଟି ରିଚାର୍ଜ ପ୍ଲାନକୁ ବନ୍ଦ କରିଛି। ଆଉ ୨ଟି ପ୍ଲାନର ବୈଧତା କମିଲା। ସରକାରୀ ଟେଲିକମ୍‌ କମ୍ପାନି ବିଏସ୍‌ଏନ୍‌ଏଲ୍‌ ଏହାର ୩ଟି ରିଚାର୍ଜ ପ୍ଲାନ୍‌କୁ ବନ୍ଦ କରିଦେଇଛି। ପୂର୍ବରୁ ଥିବା...

ଓଡ଼ିଶା ଖଣି ନିଗମ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତ: କୋଇଡ଼ା ଶିଳ୍ପ ତାଲିମ ପ୍ରତିଷ୍ଠାନର ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ୨ଟି ବସ୍ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂ ଏବଂ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ...

ରାଉରକେଲା ମହାନଗର ନିଗମରେ ଏକ୍ସପ୍ରେସ୍ ସର୍ଭିସ୍ ସେବା ଆରମ୍ଭ, ଦୂର ହେବ ବହୁଳ ବର୍ଜ୍ୟବସ୍ତୁ ଉତ୍ପାଦକଙ୍କ ସମସ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ୍ସପ୍ରେସ୍ ସର୍ଭିସ୍ ସେବା ଆରମ୍ଭ ବହୁଳ ବର୍ଜ୍ୟବସ୍ତୁ ଉତ୍ପାଦକଙ୍କ ପାଇଁ ଏଣିକି ଅଧିକ ସୁବିଧା ହେବ ସେବାର ଶୁଭାରମ୍ଭ କଲେ ବିଧାୟକ ଓ କମିସନର ସହରର...

ନବରଙ୍ଗପୁରରେ ସରିଲା ଦୁଇଦିନିଆ ‘‘ଜିଲ୍ଲା ଯୁବ ଉତ୍ସବ ୨୦୧୯’’

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ସ୍ଥାନୀୟ ସାଇ କଲ୍ୟାଣୀ ମଣ୍ଡପଠାରେ ଦୁଇଦିନିଆ ''ଜିଲ୍ଲା ଯୁବ ଉତ୍ସବ ୨୦୧୯'' ଶେଷ ହୋଇଛି।  ନଭେମ୍ବର ୨୬ ଓ ୨୭ ଦୁଇ ଦିନ ଧରି ଏହି...

ବିଜେପି, ବିଜେଡି କେବେ ଚାଷୀଙ୍କ ସହ ନାହାନ୍ତି: ତାରାପ୍ରସାଦ ବାହିନୀପତି

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସ ଚାଷୀଙ୍କ ସହ ଥିଲା, ଅଛି, ଆଗକୁ ବି ରହିବ କାଲି ରାଜ୍ୟର ସବୁ ବ୍ଲକ ଘେରିବ କଂଗ୍ରେସ ବିଜେଡି କାନ୍ଥର ବିଲେଇ ସାଜିଛି: ତାରା ବିଜେପି, ବିଜେଡି କେବେ...

କାହିଁକି ପାଳନ ହେଉଛି ବିଶ୍ୱ ବାଘ ଦିବସ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ବିଶ୍ୱ ବାଘ ଦିବସ। ଆପଣ ଜାଣିଛନ୍ତି କି, ଏହି ବ୍ୟାଘ୍ର ଦିବସ କେବେଠୁ ଓ କାହିଁକି ପାଳନ କରାଯାଉଛି? ଦିନକୁ ଦିନ ବାଘଙ୍କ ସଂଖ୍ୟା କମୁଛି। ବାଘ ସଂରକ୍ଷଣ ପ୍ରତି...