ଧୋନିଙ୍କଠାରୁ ସାଙ୍ଗାକାରା – ଓ୍ୱିକେଟ୍ କିପର୍ ସହ ଅଧିନାୟକତ୍ୱରେ ଦେଖାଇଛନ୍ତି ଜଲଓ୍ୱା
ଓଡ଼ିଶାଲାଇଭ ବ୍ୟୁରୋ
କ୍ରିକେଟରେ ଜଣେ କ୍ୟାପଟେନର ଭୂମିକା ନିହାତି ପକ୍ଷେ ଗୁରୁତ୍ୱପୂର୍ଣ୍ଣ। କ୍ୟାପଟେନର ସଠିକ୍ ଗେମ୍ ପ୍ଲାନ ଗୋଟିଏ ଦଳକୁ ମ୍ୟାଚରେ ବିଜୟୀ କରାଇପାରେ। ତେବେ ଏହାସହ କ୍ରିକେଟରେ ୱିକେଟକିପିଂ ମଧ୍ୟ ଆହୁରି ଏକ...
ଫଟୋରେ ଫଟୋରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାରିଆଡ଼େ ଦୁର୍ଗାପୂଜାର ଧୁମ୍। ଆଜି ମା’ଙ୍କ ମହାନବମୀ ପୂଜା। ପାରମ୍ପରିକ ରୀତିନୀତିରେ ପୂଜା ଚାଲିଥିବା ବେଳେ ରାଜଧାନୀରେ ଆକର୍ଷଣୀୟ ତୋରଣକୁ ମା’ଙ୍କ ସୁନ୍ଦର ମୃଣ୍ମୟୀ ମୁର୍ତ୍ତି ଲୋକଙ୍କ ମନ ମୋହୁଛି। ଦେବୀଙ୍କ...
ପୋଲିସ କମିସନରଙ୍କ ଫିଟ୍ନେସ୍ ମନ୍ତ୍ର – ‘‘ସାଇକେଲ ଚଲାନ୍ତୁ, ଫିଟ୍ ରହନ୍ତୁ’’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=iAQ7q-rpRfg]
ସାଇକେଲ ଚଲାଇ ଫିଟ୍ ରହିବାକୁ ‘ମାଇଁସାଇକ୍ଲୋଥନ’ରେ ଆହ୍ୱାନ ଦେଲେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।
ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ଭୁବନେଶ୍ୱରରେ ‘ମାୟୋପିଆ’ ସଚେତନତା ପାଇଁ ହୋଇଥିଲା...
ଜେଏସ୍ପିଏଲ୍ ପାଇଁ ନିବେଶର ଏକ ପ୍ରକୃଷ୍ଟ ସ୍ଥାନ ହେଉଛି ଓଡ଼ିଶା : ନବୀନ ଜିନ୍ଦଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନୁଗୁୁଳସ୍ଥିତ କମ୍ପାନିର ଇସ୍ପାତ କାରଖାନାର ଉତ୍ପାଦନ କ୍ଷମତାକୁ ବଢ଼ାଇ ଓଡ଼ିଶାର ଶିଳ୍ପ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଲକ୍ଷ୍ୟ ରଖିଛି ଜେଏସ୍ପିଏଲ୍।
ଭାରତର ଅଗ୍ରଣୀ ଇସ୍ପାତ କମ୍ପାନି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର...
Election Update @11AM (୨୯ ଏପ୍ରିଲ ୨୦୧୯)
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ମା ମଧୁ ଚୋପ୍ରାଙ୍କ ସହ ଭୋଟ ଦେଲେ ପ୍ରିୟଙ୍କା
ସକାଳୁ ସକାଳୁ ପୋଲିଂ ବୁଥ ସାମ୍ନାରେ ଦେଖିବାକୁ ମିଳିଥିଲା ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ। ମା...
ଜୁନ ୨୧ରେ ଯୁକ୍ତ ୨ ରେଜଲ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବରୁ ଯୁକ୍ତ ୨ ବିଜ୍ଞାନ ଫଳ ପ୍ରକାଶ ପାଇସାରିଥିବା ବେଳେ ଆସନ୍ତା ଜୁନ ୨୧ ଅପରାହ୍ନ ସାଢ଼େ ୩ଟାରେ +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ।...
ରିଲାଏନ୍ସ ଏଜିଏମ୍ରେ ନୀତା ଅମ୍ଵାନିଙ୍କ ଘୋଷଣା – ଚଳିତବର୍ଷ କାର୍ଯ୍ୟକ୍ଷମ ହେବ ଜିଓ ଇନ୍ଷ୍ଟିଚ୍ୟୁଟ୍
ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ
ଚଳିତବର୍ଷ ନଭି ମୁମ୍ଵାଇଠାରେ କାର୍ଯ୍ୟକ୍ଷମ ହେବ ଜିଓ ଇନ୍ଷ୍ଟିଚ୍ୟୁଟ୍।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ୪୪ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ଗୁରୁବାର ଅନୁଷ୍ଠିତ ହୋଇଛି। କରୋନା ସଂକ୍ରମଣ ପାଇଁ ଗତବର୍ଷ ପରି ଏଥର...
ଲୋକସଭାରେ ନାଗରିକତା ସଂଶୋଧନ ବିଲକୁ ସମର୍ଥନ କଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ନାଗରିକ ସଂଶୋଧନ ବିଲକୁ ବିଜେଡିର ସମର୍ଥନ ପରେ ବିଜେପି-ବିଜେଡି ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ।
ଲୋକସଭାରେ ଆଗତ ହୋଇଥିବା ନାଗରିକ ସଂଶୋଧନ ବିଲକୁ ସମର୍ଥନ କରିଛି ବିଜେଡି। ସୋମବାର ଲୋକସଭାରେ କେନ୍ଦ୍ର...
IRCTC ଜରିଆରେ ଟିକେଟ୍ ବୁକିଂ କରୁଛନ୍ତି କି? ଜାଣିରଖନ୍ତୁ ନୂଆ ନିୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାତ୍ରୀମାନଙ୍କ ସୁବିଧା ଲାଗି ଇଣ୍ଡିଆନ ରେଲଓ୍ଵେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (IRCTC) ଟିକେଟ୍ ବୁକିଂ ପାଇଁ ନୂଆ ନିୟମ ଲାଗୁ କରିଛି। ଏହି ନିୟମ ଅନୁସାରେ, ଏଣିକି ଟ୍ରେନ୍ ପ୍ଲାଟ୍ଫର୍ମ...
ପାଟଣାଗଡ ବିଧାୟକଙ୍କ ଲାଗି ବଢ଼ୁଛି ଅଡ଼ୁଆ, ଆନ୍ଦୋଳନକୁ ୱହ୍ଲାଇଲା ଆଦିବାସୀ କଲ୍ୟାଣ ସଂଘ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାୟକଙ୍କ ଗିରଫ ଦାବିରେ ରାଜରାସ୍ତାରେ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ।
ପାଟଣାଗଡ ବିଜେଡି ବିଧାୟକ ସରୋଜ ମେହରଙ୍କ ଲାଗି ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ...


















