ଓଡ଼ିଶାଲାଇଭ୍ ବ୍ୟୁରୋ

ଚାରିଆଡ଼େ ଦୁର୍ଗାପୂଜାର ଧୁମ୍‌। ଆଜି ମା’ଙ୍କ ମହାନବମୀ ପୂଜା। ପାରମ୍ପରିକ ରୀତିନୀତିରେ ପୂଜା ଚାଲିଥିବା ବେଳେ ରାଜଧାନୀରେ ଆକର୍ଷଣୀୟ ତୋରଣକୁ ମା’ଙ୍କ ସୁନ୍ଦର ମୃଣ୍ମୟୀ ମୁର୍ତ୍ତି ଲୋକଙ୍କ ମନ ମୋହୁଛି। ଦେବୀଙ୍କ ଏହି ଆକର୍ଷଣୀୟ ମୂର୍ତ୍ତି ଦେଖିବା ପାଇଁ ରାଜଧାନୀର ସମସ୍ତ ମଣ୍ଡପରେ ଭିଡ଼ ଲାଗି ରହିଛି।

ରାଜଧାନୀରେ ବିଭିନ୍ନ ପୂଜା ମଣ୍ଡପର ମା’ଙ୍କର କିଛି ଫଟୋ ଦେଖନ୍ତୁ। (ଫଟୋ- ବୁଲୁ ସାହୁ)

ରଥଗଢ଼ା ପୂଜା କମିଟି, ଓଲ୍ଡ ଟାଉନ୍
ୟୁନିଟ୍ ୪, ଭୌମ ନଗର
ଗଣ୍ଡମୁଣ୍ଡା ପୂଜା କମିଟି
ଭୀମଟାଙ୍ଗି, ଭୁବନେଶ୍ୱର
ସୁନ୍ଦରପଦା
ତିନି ମୁଣ୍ଡିଆ ଛକ ରୁପା ମେଢ଼. ଓଲ୍ଡ ଟାଉନ୍
ବାରିକ୍ ସାହି ପୂଜା କମିଟି, ଓଲ୍ଡ ଟାଉନ୍

Comment